Browsing Category

ଓଡିଶା

ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା : ସମ୍ବଲପୁରୀ, ଘୋଡ଼ାନାଚ ଓ ଘୁମୁରାରେ ମେଳା…

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ତଥା ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ବିକ୍ରିବଟାର ସୁଯୋଗ ଦେବା ସହିତ ଲୋକ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ
Read More...

ନୂଆପଡ଼ାରେ ‘ପିଏମ୍ କିଷାନ ଉତ୍ସବ ଦିବସ’ ପାଳିତ : ଜିଲ୍ଲାର ୮୪ ହଜାରରୁ ଅଧିକ ଚାଷୀ ୨୨ତମ କିସ୍ତି ପାଇଲେ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ କିଷାନ) ଯୋଜନାର ୨୨ତମ କିସ୍ତି ପ୍ରଦାନ ଅବସରରେ ନୂଆପଡ଼ା ଜିଲ୍ଲାରେ “ପିଏମ୍ କିଷାନ ଉତ୍ସବ ଦିବସ” ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପରସାଗୁଡ଼ା ସ୍ଥିତ ବହୁମୁଖୀ ସଭାଗୃହରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ
Read More...

ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ : ସାଙ୍ଗ ନେଇଛି ସାଙ୍ଗର ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନର ବଡ଼ ଖବର, ବଲାଙ୍ଗିରରେ ପୁଣି ଗଡ଼ିଲା ମୁଣ୍ଡ, ସାଙ୍ଗ ନେଇଛି ସାଙ୍ଗର ଜୀବନ । ଏଭଳି ଏକ ଘଟଣା ଆଜି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ନିର୍ବଚନ ଗ୍ରାମରେ ଦେଖିବାକୁ ମିଳିଛି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ନିର୍ବଚନ ଗ୍ରାମର ଦୀପକ ନାଏକ
Read More...

ବାଚସ୍ପତିଙ୍କ ଦ୍ଵାରା ସ୍ଥାପତ୍ୟ କଳା ପଣ୍ତିତ ବିଜୟ କୁମାର ତ୍ରିପାଠୀ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ତୀରେ ଅବସ୍ଥିତ ମା' ରାମଚଣ୍ଡୀ ମନ୍ଦିରର ସ୍ଥାପତ୍ୟ କଳା ଓ ପୀଠ ପରିସରର ନିର୍ମାଣ ଶୈଳୀ ଖୁବ୍ ଚମତ୍କାର ମହନୀୟ ପରିକଳ୍ପନା ଅଟେ । ଏହି ମହାନ ପରାକାଷ୍ଠା ପ୍ରତିପାଦନ
Read More...

ଟାଟା ଏସି ଗାଡି ଧକ୍କାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

ଗାଡିକୁ ଗୋଡାଇ ଧରିଲା ପୁଲିସ : ଡ୍ରାଇଭର ଅଟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଲାଙ୍ଗିର ଏନଏଚ ୫୭ ସାନ ଝିଙ୍କି ଛକରେ ଏକ ଟାଟା ଏସି ଗାଡି ଧକ୍କାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତରଭା ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଅଶୋକ ପଧାନ
Read More...

ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବ ପୁରାତନ କଲେଜରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି । ସୋନପୁର କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୮ ଗୋଟି ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଠାରେ ଆବେଦନ
Read More...

ମ. ରାମପୁର ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନ କାର୍ଯ୍ୟକ୍ରମ

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚଳର ଭାଟେଲ କେନ୍ଦ୍ରୀୟ ଚାରା ଉତ୍ପାଦନ କେନ୍ଦ୍ରଠାରେ ଶୁକ୍ରବାର ଦିନ ବନ ସଂରକ୍ଷକ ଅସିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ଗ୍ରୀଷ୍ମରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଗଣଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତଥା ଭାରତୀୟ ମୁକ୍ତି ମୋର୍ଚ୍ଚା ତରଫରୁ ଜିଲ୍ଲା ଆବାହକ ସରୋଜ କୁମାର ମେଶ୍ୱାଙ୍କ ନେତୃତ୍ୱରେ ୯ ଦଫା ସମ୍ମିଳିତ ଏକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ
Read More...

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ

ପେଟ୍ରୋଲ-ଡିଜେଲ ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ; ଭୟଭୀତ ହୋଇ କ୍ରୟ ନକରିବାକୁ ସରକାରଙ୍କ ପରାମର୍ଶଏଲପିଜି ସିଲିଣ୍ଡର ଭଣ୍ଡାରଣ ଓ କଳାବଜାରୀ ବନ୍ଦ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନଏଲପିଜି ସିଲିଣ୍ଡର ପାଇଁ ଅଧିକୃତ ଅନଲାଇନ୍ ପ୍ଲାଟଫର୍ମରେ ବୁକିଂ କରିବାକୁ ଅନୁରୋଧ ନୂଆଦିଲ୍ଲୀ, (ପିଆଇବି) :
Read More...