Browsing Category
ଓଡିଶା
ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସାକ୍ଷରତା ଶିବିର ଆୟୋଜିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସ୍ଥିତ ନାଳନ୍ଦା ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲା ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସାକ୍ଷରତା ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ!-->…
Read More...
Read More...
ଡକାୟତି ଯୋଜନା ପଣ୍ଡ କଲା ସୋନପୁର ପୁଲିସ : ୨ ବନ୍ଧୁକ, ବୋମା ଓ ଛୁରୀ ଜବତ ସହ ୩ ଯୁବକ ଗିରଫ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ସନ୍ଧ୍ୟା ସମୟରେ ସୋନପୁର ସହରର କୌଣସି ଏକ ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଡକାୟତି ଉଦ୍ଦେଶ୍ୟରେ ୫-୬ ଜଣ ସନ୍ଦିଗ୍ଧ ବ୍ୟକ୍ତି ଯୋଜନା କରୁଥିବା ସୋନପୁର ଥାନାକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି!-->…
Read More...
Read More...
୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ
ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ ।
ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା!-->!-->!-->…
Read More...
Read More...
ବିନିକାରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଦୁଇ ଗୁରୁତର
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ । ଗତକାଲି ବିଳମ୍ବିତ ରାତିରେ ବିନିକାର ନୂଆପଡ଼ା ଓ ହରିଜନପଡ଼ା ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ଓ ପରେ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା । ଫଳରେ ବିନିକା ନୂଆପଡ଼ାର ଶମ୍ଭୁ ମେହେର ନାମକ!-->…
Read More...
Read More...
ସୃଷ୍ଟି କଳାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚିତ୍ରକଳା କାର୍ଯ୍ୟକ୍ରମ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ନିକଟସ୍ଥ ମଞ୍ଚବନ୍ଧା ଆମ୍ବବାଗାନ ପରିସରରେ ସୃଷ୍ଟି କଳାକେନ୍ଦ୍ରର ପ୍ରତିଷ୍ଠା ଦିବସ ପାଳନ ଅବସରରେ କୁନିକୁନି ଶିଶୁମାନଙ୍କୁ ନେଇ ଏକ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଯାଇଛି । କଳାକେନ୍ଦ୍ରର ପ୍ରତିଷ୍ଠାତ୍ରୀ ସ୍ମୃତି ନିବେଦିତା ମହାନ୍ତଙ୍କ!-->…
Read More...
Read More...
୨ୟ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଫୁଟବଲ ଇତିହାସର ପୂର୍ବ ଗୌରବ ଫେରାଇ ଆଣିବା ଉଦ୍ଦେଶ୍ୟରେ ଫୁଟବଲର କିମ୍ବଦନ୍ତୀ ପୁରୁଷ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ୨ୟ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ସ୍ଥାନୀୟ ମଧୁବନ ପଡିଆରେ ବିଶିଷ୍ଟ!-->…
Read More...
Read More...
ୟୁଜିସି ରେଗୁଲେସନ୍ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ବିକ୍ଷୋଭ
ଭବାନୀପାଟଣା, (କେପିଏନ୍ଏସ୍) : ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ୟୁଜିସି ଦ୍ଵାରା ୨୦୨୬ ମସିହାରେ କରାଯାଇଥିବା ଅଧିନିୟମର ପ୍ରତ୍ୟାହାର ଦାବି କରି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ!-->…
Read More...
Read More...
ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗତା ଉଦଯାପିତ : ଖରମୁଣ୍ଡା ଦଳ ଚାମ୍ପିଅନ ଘୋଷିତ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଖେଳ ପଡିଆରେ ଅନୁଷ୍ଠିତ ତ୍ରିଦିବସୀୟ ଫୁଟବଲ ପ୍ରତିଯୋଗତା ଉଦଯାପିତ ହୋଇଯାଇଛି । ଉଦଯାପନି ଖେଳରେ ଚାଷି ଯୁବନେତା ଆକାଶ ମିଶ୍ର, ଲୋଇସିଂହା ବନବିଭାଗ ରେଞ୍ଜର ଆନନ୍ଦ ଵିଶି, ଝାରଵନ୍ଧଲି!-->…
Read More...
Read More...
ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (Assembly Constituency Development Committee - ACDC) ବୈଠକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ!-->…
Read More...
Read More...
ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଦୁର୍ବୃତ୍ତଙ୍କ କଳା କାରନାମା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ଦୁର୍ବୃତ୍ତଙ୍କ କଳା କାରନାମା । ସର୍ବ ପୁରାତନ ପାର୍କରେ ଲଗାଯାଇଥିବା ଗଛକୁ ଭାଙ୍ଗି ଦେବା ସହ କାଟି ଦେଇଛନ୍ତି ଦୁର୍ବୃତ୍ତ । ଯାହାକୁ ନେଇ ଏବେ ସାରା ବଲାଙ୍ଗିର ସହରରେ ବେଶ୍ ଚର୍ଚ୍ଚା । ରାଜେନ୍ଦ୍ର ପାର୍କ ଭିତରେ!-->…
Read More...
Read More...