Browsing Category
ଓଡିଶା
ମୁରିବାହାଲରେ ଶ୍ରୀ ଶ୍ରୀ ଶ୍ରୀରାମ ମନ୍ଦିର ରତ୍ନମୁଦ ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଶ୍ରୀରାମ ମନ୍ଦିର ଛକ ନିକଟରେ ଶ୍ରୀ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ନୂତନ ଭବ୍ୟ ମନ୍ଦିରର ରତ୍ନମୁଦ ସ୍ଥାପନ ଓ ପ୍ରତିଷ୍ଠା ତଥା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର ଭବ୍ୟ କଳସ ଶୋଭାଯାତ୍ରା!-->…
Read More...
Read More...
କରପଡା ଗ୍ରାମର ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠାର ଅଧିବାସ ଆରମ୍ଭ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସ୍ଥିତ ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ, ଗ୍ରାମଦେବୀ ମା' ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ମହାଯଜ୍ଞ ବହୁ ଆଡମ୍ବରପୂର୍ଣ୍ଣ ବୈଦିକ ରୀତିନୀତିରେ ଆରମ୍ଭ ହେବାକୁ ଯାଉଛି ।!-->…
Read More...
Read More...
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ପାଳିତ
ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ଅନୁଷ୍ଠାନର ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ!-->…
Read More...
Read More...
କର୍ମକାଣ୍ଡି ହୃଷୀକେଶ ମୁଣ୍ଡଙ୍କ ଅକାଳ ବିୟୋଗ
ଜୟପାଟଣା, (ଶେଷଦେବେ ବେହେରା) : ଜ୍ୟୋତିର୍ବିଜ୍ଞାନ ଓ କର୍ମକାଣ୍ଡ ଉପରେ ପାରଦର୍ଶିତା ସହ ରାଜ୍ୟ ଓ ରାଜ୍ୟ ବାହାରେ ନିଜକୁ ପରିଚିତ କରିଥିବା ଶାନ୍ତ ସ୍ଵଭାବର ହୃଷୀକେଶ ମୁଣ୍ଡ (୫୨)ଙ୍କ ରାୟପୁରର ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ଅପରାହ୍ନରେ ପରଲୋକ ହୋଯାଇଛି ।!-->…
Read More...
Read More...
ଏପ୍ରିଲ ୧ରେ ଘୋରଡିଆ ଦୟଣାଚୋରି ମେଳଣ ଜମାଣ ଉତ୍ସବ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରି ପର୍ବ ଅନୁରୂପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରି ମେଳଣ!-->…
Read More...
Read More...
ବଲାଙ୍ଗିର ଟାଉନ ପୋଲିସ ହାତରେ ଗଦାଗଦା ଗଞ୍ଜେଇ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ପୋଲିସ ହାତରେ ଗଦାଗଦା ଗଞ୍ଜେଇ । ଧରାପଡ଼ିଲେ ୩ ଗଞ୍ଜେଇ ଚୋରାଚାଲାଣକାରୀ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସହରର ନୂଆ ବସଷ୍ଟେସନ ପାଖ ଇଣ୍ଡଷ୍ଟ୍ରିଏଲ୍ ଇଷ୍ଟେଟ ବ୍ରିଜ ପାଖରେ ୩ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳତା!-->…
Read More...
Read More...
ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନର ଆଭାଷୀ କାର୍ଯ୍ୟକ୍ରମ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ଅନୁଷ୍ଠାନ ଆନୁକୂଲ୍ୟରେ ସଭାପତି ରଶ୍ମି ପାତ୍ରଙ୍କ ସଭାପତିତ୍ୱରେ ମଂଚ ପରିଚାଳନା ସହ ବିଶ୍ୱ ପଖାଳ ଦିବସ ଓ ବିଶ୍ୱ କବିତା ଦିବସ ଉପଲକ୍ଷେ ଏକ ବହୁଭାଷୀ କବିତା ଆସର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ଏଆଇ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ ସମ୍ପର୍କିତ ଏକ କର୍ମଶାଳା ସେକ୍ଟର ୨୦ ସ୍ଥିତ ଏସ୍ଏସ୍ଆର୍ଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ରାଉରକେଲା ଡ଼ିଏଫ୍ଓ ଯଶୋବନ୍ତ ସେଠିଙ୍କୁ ମିଳିଲା ଗୋଭଟେକ ଆୱାର୍ଡ
ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇ କ୍ୟାମେରା ଟାୱାର ଲଗେଇ ଅନେକ ହାତୀଙ୍କ ସହ ଜଙ୍ଗଲୀ ପ୍ରାଣୀଙ୍କ ଜୀବନ ବଞ୍ଚାଉଥିବା ଏବଂ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ପ୍ରମୂଖ ଭୂମିକା ନିର୍ବାହ କରିଥିବାରୁ ରାଉରକେଲା ଡିଏଫ୍ଓ ଯଶୋବନ୍ତ ସେଠିଙ୍କୁ ଦିଲ୍ଲୀ ଠାରେ ମିଳିଛି 'ଇକୋନୋମିକ ଟାଇମସ!-->…
Read More...
Read More...
ପୁରାତନ ସାମଗ୍ରୀର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବରଗଡ, (ମୁନ୍ନା ସାହୁ ) : ବିଶ୍ୱ ପଖାଳ ଦିବସରେ ବରଗଡ଼ର ଗାନ୍ଧିଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପୁରାତନ ସାମଗ୍ରୀର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ପୂର୍ବତନ ସାଂସଦ ପ୍ରଭାସ ସିଂ ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମକୁ ଉତଘାଟନ!-->…
Read More...
Read More...