Browsing Category
ଓଡିଶା
ହିନ୍ଦୁ ନବବର୍ଷ ପାଳନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖଣ୍ଡ ଭାଗବତ ଯଜ୍ଞ କମିଟି, ବ୍ରାହ୍ମଣପଡା ବଲାଙ୍ଗିର ହିନ୍ଦୁମାନଙ୍କ ନବବର୍ଷ ପାଳନ କରିଥିଲେ । ଏହି ଉତ୍ସବରେ ସଭାପତି ଡ. ଭବାନୀ ଶଙ୍କର ପଟେଲ ସଭା ପରିଚାଳନା କରିବା ସହ କବିତା ପାଠ ସଂଯୋଜନା କରିଥିଲେ । ସମ୍ମାନିତ ବକ୍ତା ଭାବରେ କ୍ଷମାନିଧି ସାହୁ!-->…
Read More...
Read More...
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍ଯାପିତ
ବଲାଙ୍ଗିର, (କେପିଏନ୍ଏସ୍) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ଗତ ବୁଧବାରରୁ ଚାଲିଥିବା ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍ଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମା' ସମଲେଶ୍ୱରୀଙ୍କ!-->…
Read More...
Read More...
ବିଶ୍ୱ ପଖାଳ ଦିବସ : ଯୋଗଦେଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଅପରାହ୍ନରେ ସୋନପୁର ସ୍ଥିତ ରୂପ ରେସିଡେନ୍ସି ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସପତ୍ନୀକ ଯୋଗ ଦେଇ 'କାହିଁ କେଉଁ ଯୁଗରୁ ଆମ ଓଡ଼ିଆ ସଂସ୍କୃତି!-->…
Read More...
Read More...
ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ : ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ…
• ବଡ଼କେରଜାଙ୍ଗ ମଣ୍ଡଳ ତରଫରୁ ଆୟୋଜିତ ‘ନାଗରିକ ସମ୍ବର୍ଦ୍ଧନା ସଭା’ରେ ଯୋଗଦେଲେ• ଡବଲ ଇଞ୍ଜିନ ସରକାରର ପ୍ରୟାସରେ ଅନୁଗୋଳ ଜିଲ୍ଲା ପାଲଟିବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର• ସ୍ଥାନୀୟ ଯୁବକଙ୍କ ପାଇଁ ସୃଷ୍ଟି ହେବ ରୋଜଗାର, ନିର୍ମାଣ ହେବ ଅତ୍ୟାଧୁନିକ ‘ଇକୋ ଲଜ୍’
ଡେରଜାଙ୍ଗ /ଅନୁଗୋଳ!-->!-->!-->…
Read More...
Read More...
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଇଦ୍ ଏବଂ ନୌରଜର ଶୁଭକାମନା ଜଣାଇଲେ; କ୍ଷେତ୍ରୀୟ ସ୍ଥିରତା ଓ ସାମୁଦ୍ରିକ ସୁରକ୍ଷା ଉପରେ କଲେ ଗୁରୁତ୍ୱାରୋପ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ୍ ରାଷ୍ଟ୍ରପତି ଡକ୍ଟର ମସୁଦ ପେଜେକସିୟାନଙ୍କ ସହ କଥା ହୋଇଛନ୍ତି । ଉଭୟଙ୍କ ମଧ୍ୟରେ କ୍ଷେତ୍ରୀୟ ଘଟଣାକ୍ରମ!-->!-->!-->…
Read More...
Read More...
ପଶ୍ଚିମ ଏସିଆର ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ସଦ୍ୟତମ ସୂଚନା
• ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ପିଏନଜିସଂଯୋଗକୁ ପ୍ରାଥମିକତା ଦେବାକୁ ସିଜିଡିସଂସ୍ଥାଗୁଡ଼ିକୁ ପରାମର୍ଶ• ସରକାରୀ ପ୍ରତିଷ୍ଠାନରେ ସିଜିଡି ଅନୁମୋଦନକୁ ତ୍ୱରାନ୍ୱିତ କରିବା ଏବଂ ପିଏନଜିବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ• ପ୍ରମୁଖ ନଗର ଏବଂ ସହରାଞ୍ଚଳରେ!-->…
Read More...
Read More...
ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ । ବେପାରୁଆ ଗାଡ଼ି ଚାଳକଙ୍କୁ ପାନେ ଦେବା ପାଇଁ ଏବେ ଜାଗା ଜାଗାରେ ପୋଲିସର ଚେକିଂ । ସହରର ବିଭିନ୍ନ ଛକ ଓ ଏଣ୍ଟ୍ରି ପଏଣ୍ଟ ବଲାଙ୍ଗିର ପୋଲିସ ଛକି ବସି ଏବେ କଡ଼ାକଡ଼ି ଚେକିଂ ଆରମ୍ଭ କରିଛି । ବେପାରୁଆ ଗାଡ଼ି ଚାଲାଣ,!-->…
Read More...
Read More...
ମୁରିବାହାଲରେ ଶ୍ରୀ ଶ୍ରୀ ଶ୍ରୀରାମ ମନ୍ଦିର ରତ୍ନମୁଦ ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ…
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଶ୍ରୀରାମ ମନ୍ଦିର ଛକ ନିକଟରେ ଶ୍ରୀ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ନୂତନ ଭବ୍ୟ ମନ୍ଦିରର ରତ୍ନମୁଦ ସ୍ଥାପନ ଓ ପ୍ରତିଷ୍ଠା ତଥା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶନିବାର ଭବ୍ୟ କଳସ ଶୋଭାଯାତ୍ରା!-->…
Read More...
Read More...
କରପଡା ଗ୍ରାମର ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠାର ଅଧିବାସ ଆରମ୍ଭ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସ୍ଥିତ ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ, ଗ୍ରାମଦେବୀ ମା' ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ମହାଯଜ୍ଞ ବହୁ ଆଡମ୍ବରପୂର୍ଣ୍ଣ ବୈଦିକ ରୀତିନୀତିରେ ଆରମ୍ଭ ହେବାକୁ ଯାଉଛି ।!-->…
Read More...
Read More...
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ପାଳିତ
ତୁଷୁରା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ବିଶ୍ୱ କବିତା ଦିବସ ଅନୁଷ୍ଠାନର ସଭାପତି ଡ. ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ!-->…
Read More...
Read More...