Browsing Category

ଓଡିଶା

ବଲାଙ୍ଗିରରେ ରାମଲୀଳାର ଭବ୍ୟ ମଞ୍ଚାୟନ : ବୃନ୍ଦାବନର କଳାକାରଙ୍କ ଦ୍ୱାରା ଭକ୍ତିମୟ ପରିବେଶ

ଶ୍ରୀ ରାମ ଚରିତ ମାନସ ମନ୍ଦିରର ୩୬ତମ ବାର୍ଷିକୋତ୍ସବ ଅବସରରେ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଡେଲି ମାର୍କେଟ ରୋଡ୍ ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିରର ୩୬ତମ ବାର୍ଷିକୋତ୍ସବର ପବିତ୍ର ଅବସରରେ ଏବେ ଭବ୍ୟ
Read More...

ବ୍ରାହ୍ମଣ ପଡା ୟୁପି ସ୍କୁଲରେ ରୌପ୍ୟ ଜୟନ୍ତୀ ପାଳନ

ପୁରାତନ ଛାତ୍ର ଆମ ସ୍କୁଲ ଆମ ଦାୟିତ୍ୱ ଆଲୋଚନା ଚକ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜାଖମନ ମଣ୍ଡପରେ ସର୍ବ ପୁରାତନ ବ୍ରାହ୍ମଣ ପଡା ୧୯୯୯ ବ୍ୟାଚ ୟୁପି ସ୍କୁଲର ପୁରାତନ ଛାତ୍ରଛାତ୍ରୀ ୨୫ ବର୍ଷର ରୌପ୍ୟ ଜୟନ୍ତୀ ପାଳନ କଲେ । ଏହି ଉଦ୍ଦେଶ୍ୟରେ ସ୍କୁଲରେ ବିଭିନ୍ନ ଛାତ୍ରଛାତ୍ରୀ ଦେଶ
Read More...

ବଙ୍ଗୋମୁଣ୍ଡାରେ ଖଡିଛୁଆ ଓ ପ୍ରବେଶ ଉତ୍ସବ ପାଇଁ ଆମନ୍ତ୍ରଣ ପତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଆସନ୍ତା ଖଡିଛୁଆ ଓ ପ୍ରବେଶ ଉତ୍ସବକୁ ସଫଳ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଦ୍ୱାରା ବାଲ ବାଟିକା
Read More...

ଓମ ଭ୍ୟାଲି ସ୍କୁଲର ୨୨ତମ ସ୍ଥାପନା ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲି ସ୍କୁଲର ୨୨ତମ ସ୍ଥାପନା ଦିବସ ଅତି ସୁନ୍ଦର ଭାବରେ ଜୁନିଅର ୱିଙ୍ଗସ ସର୍ଗିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,
Read More...

ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ଜନଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲଠାରେ ଆସନ୍ତା ଜନଗଣନା-୨୬ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା ପାଇଁ ସୁପରଭାଇଜର ଓ ଏନୁମେରେଟରମାନଙ୍କ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜନଗଣନା ଚାର୍ଜ ଅଫିସର ତଥା
Read More...

କମରଲଗା ଗାଁରେ ପାନୀୟ ଜଳ ସଙ୍କଟ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଗୁରୁତର ରୂପ ନେଇଥିବା ବେଳେ, ସଇଁତଲା ବ୍ଲକର କୁଇକେଡ଼ା ପଂଚାୟତ ଅଧୀନସ୍ଥ କମରଲଗା ଗାଁରେ ଏହି ସମସ୍ୟା ଏବେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ
Read More...

ମାଣ୍ଡୋସିଲ ଡିଗ୍ରୀ କଲେଜରେ ବିଦାୟକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ବିନୟ ରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା, ନିରାକାର ରାଉତ, ବିଜୟ କୁମାର
Read More...

ନୃସିଂହନାଥରେ କନ୍ଧବୁଢ଼ା–କନ୍ଧେନବୁଢ଼ୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥରେ ଆସନ୍ତା କନ୍ଧବୁଢ଼ା–କନ୍ଧେନବୁଢ଼ୀ ତଥା ଦେବଦେବୀଙ୍କ ଚତୁର୍ଥ ବାର୍ଷିକ ପୂଜନ ମହୋତ୍ସବକୁ ନେଇ ଏବେ ଠାରୁ ଭକ୍ତିମୟ ଓ ଉତ୍ସବମୟ ପରିବେଶ ଦେଖିବାକୁ ମିଳୁଛି । ଯମୁନା କାନ୍ଦୁଣୀ ଆଦିକନ୍ଧ ସମାଜ, ନୃସିଂହନାଥ, ପଦ୍ମପୁର ପକ୍ଷରୁ
Read More...

ଦର୍ଶକଙ୍କୁ ବିମୁଗ୍ଧ କଲା ନାଟକ ଉଲପୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆଯୋଜିତ "ଜାତୀୟ ନାଟକ ମହୋତ୍ସବ"ର ତୃତୀୟ ସନ୍ଧ୍ୟାର ଉତ୍ସବକୁ ଏନ୍‌ଟିପିସିର ମୁଖ୍ୟ ମହାପ୍ରବନ୍ଧକ କେ. ସତ୍ୟନାରାୟଣ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି
Read More...

ହାଟପଦାରେ ପୁଣି ଭୁଜାଲି ମାଡ଼

ବରଗଡ, (ମୁନ୍ନା ସାହୁ) : ବରଗଡ଼ ସହରର ହାଟପଦା ଅଞ୍ଚଳରେ ପୁଣି ଭୁଜାଲି ଆକ୍ରମଣ ଘଟିଥିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ସ୍ଥିତି ଗୁରୁତର ରହି ଥିବାବେଳେ ସ୍ଥାନୀୟ ହସ୍ପିଟାଲ ଠାରୁ ବୁର୍ଲା ଭୀମସାର ରେଫର କରାଯାଇଛି । ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା
Read More...