Browsing Category

ଓଡିଶା

ରାଉରକେଲା ହନୁମାନ ବାଟିକାର ମୁଖ୍ୟରାସ୍ତାରୁ ଯାନବାହାନ ପାର୍କିଂ ହଟାଇ ଦିଆଯିବ : ରାମ ନବମୀରୁ କାର୍ଯ୍ୟକାରୀ ହେବ ନୂତନ…

ରାଉରକେଲା, (କେପିଏନ୍‌ଏସ୍‌) : ହନୁମାନ ବାଟିକା ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଏବଂ ପର୍ଯ୍ୟଟନସ୍ଥଳୀ - ରାଉରକେଲାରେ ଅବସ୍ଥିତ, ଯାହା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପାଳିତ ହୁଏ - ଭକ୍ତ ଏବଂ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Read More...

ଓଡ଼ିଶାରେ ଲାଲ୍ ବାହିନୀର ପତନ

କନ୍ଧମାଳ : ଓଡ଼ିଶାରେ ଲାଲ୍ ବାହିନୀର ପତନ । ସରିଲା ଶୁକ୍ରୁର ଖେଳ । ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓନେତା କଷା ସୋଡ଼ି ଓରଫ୍ ଶୁକ୍ରୁ । କନ୍ଧମାଳ ପୋଲିସ ନିକଟରେ ୪ ମାଓବାଦୀଙ୍କ ସହ ଶୁକ୍ରୁ ସରେଣ୍ଡର କରିଛି । ଏକେ-୪୭ ସହ ଶୁକ୍ରୁ ଆତ୍ମସମର୍ପଣ କରିଥିବା ସୂଚନା
Read More...

କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତୃ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ବରପିଟା ଗ୍ରାମର ଯୁବ କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତା ସୀତାରାମ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୀର୍ଘଦିନ ଧରି
Read More...

ଧାନଚାଷ ପରବର୍ତ୍ତୀ ପଡିଆ ଜମିର ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣିପାଲି ଗ୍ରାମ ପଂଚାୟତ ଆଡେନଡୁଙ୍ଗୁରି ଗ୍ରାମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଧାନ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ସମ୍ୱନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି
Read More...

ଆର୍‌.ଜି.ଏଚ୍‌. କର୍ତ୍ତୃପକ୍ଷଙ୍କର ଶ୍ରମିକ ବିରୋଧୀ ଘରୋଇ ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନର…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନାରେ ଦୀର୍ଘ ବର୍ଷ ବର୍ଷ ଧରି ସାରଳା ସିକ୍ୟୁରିଟି ସଂସ୍ଥା ସିକ୍ୟୁରିଟି ଗାର୍ଡ ଯୋଗାଇ ଆସୁଥିଲେ ହେଁ ଗାର୍ଡ ମାନଙ୍କୁ ସଠିକ୍ ଦରମା ପ୍ରଦାନ କରାଯାଏ ନାହିଁ । ଏ ମର୍ମରେ ଗାର୍ଡ ମାନଙ୍କର ସମସ୍ୟାକୁ ନେଇ ସିଆଇଟିୟୁ ପକ୍ଷରୁ
Read More...

ଡଃ. ଶିବନାରାୟଣ ପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଲ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମର ପିତା ସ୍ୱର୍ଗତ ରାଧାଶ୍ୟାମ ପାତ୍ର ମାତା ସୁବାସିନୀ ପାତ୍ରଙ୍କ ସାନପୁଅ ଡଃ. ଶିବନାରାୟଣ ପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ ମିଳିଛି । ଉକ୍ତ ଆୱାର୍ଡ ଭୁବନେଶ୍ୱର ସ୍ଥିତ ଆର୍‌ସିଏମ୍‌ କଲେଜ
Read More...

ରୋତ କଲେଜରେ ଜିଲ୍ଲାସ୍ତରୀୟ ରକ୍ତହୀନତା ସଚେତନତା ସ୍ୱାସ୍ଥ୍ୟ ଶିବିର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଆଜି ଜିଲ୍ଲାସ୍ତରୀୟ ଏକଦିବସୀୟ ରକ୍ତହୀନତା ସଚେତନତା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ସହଯୋଗରେ ମହାବିଦ୍ୟାଳୟର ଜାତୀୟ
Read More...

ପଖନମୁଣ୍ଡାରେ ବନାଗ୍ନି ନିବାରଣ ସଚେତନତା ସଭା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କଣ୍ଟାବାଞ୍ଜି ବନାଞ୍ଚଳ କାର୍ଯ୍ୟାଳୟ ସୌଜନ୍ୟତାରେ ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନାଗ୍ନି ନିବାରଣ ସଚେତନତା ସଭା ଓ ଗ୍ରୀଷ୍ମ ଋତୁରେ
Read More...

ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଲାଗି ନିମନ୍ତ୍ରଣ ପତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଶିକ୍ଷା ନୀତି ଅଧୀନରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଏପ୍ରିଲ ୫ ତାରିଖ ମଧ୍ୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହେବ । ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ର କୁନି ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଠେଇଥିବା ସ୍ନେହର ନିମନ୍ତ୍ରଣ ପତ୍ରକୁ
Read More...

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତ

ନୂଆପଡ଼ା, (କେପିଏନ୍‌ଏସ୍‌) : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନିଜ ପତ୍ନୀଙ୍କ ସହ ଓଡ଼ିଶାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କୋମନା ସ୍ଥିତ ବୈଷ୍ଣଦେବୀ ମନ୍ଦିରରେ ବାସନ୍ତୀ ଦୁର୍ଗା ପୂଜା କରିଛନ୍ତି । ଆଜି ସ୍ୱତନ୍ତ୍ର ହେଲିକପ୍ଟରରେ ରାୟପୁରରୁ ବାହାରି କୋମନା
Read More...