Browsing Category

ଓଡିଶା

ଦେଶୀଲ କ୍ରିକେଟ ପ୍ରତିଯୋଗିତାରେ ଗୁଞ୍ଚିତରାକୁ ହରାଇ ପାତଳପଡ଼ା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ମାଲିଶିରା ପଞ୍ଚାୟତ ଦେଶିଲ ଗ୍ରାମ ଖେଳପଡ଼ିଆଠାରେ ଅନୁଷ୍ଠିତ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପାତଳପଡ଼ା ଓ ଗୁଞ୍ଚିତରା ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ
Read More...

ରାମ ନବମୀ ଅବସରରେ ବଲାଙ୍ଗିରରେ ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲର ଭବ୍ୟ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମ ନବମୀର ପବିତ୍ର ଅବସରରେ ବଲାଙ୍ଗିରରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ସଂକେତ ସୃଷ୍ଟି ହୋଇଛି । ରେଲୱେ ଷ୍ଟେସନ ରୋଡ୍‌ରେ ଅବସ୍ଥିତ ଇଂରାଜୀ ମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ‘ଶ୍ରୀ ଜଗନ୍ନାଥ ପବ୍ଲିକ୍ ସ୍କୁଲ’ର ଭବ୍ୟ ଉଦ୍‌ଘାଟନ ଅନୁଷ୍ଠିତ ହୋଇଥିଲା । ଏହି
Read More...

ବାନ୍ଧନଘୋରରେ ଶ୍ରୀରାମ ନବମୀ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀରାମ ନବମୀ ଅବସରରେ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସପ୍ତମ ଶ୍ରୀରାମ ନବମୀ ମହୋତ୍ସବ ସହସ୍ରାଧିକ ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା, ସାହିତ୍ୟ
Read More...

ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ନାଟ୍ୟଦିବସ ଅବସରରେ ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବ- ୨୦୨୬ର ଉଦଯାପନ ଦିବସଟି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସମାପନ ହୋଇଯାଇଛି । ସକାଳ ଆଠ ଘଟିକାରେ ଏକତ୍ର ରାଉରକେଲାର ମିଳିତ ଆନୁକୂଲ୍ୟରେ
Read More...

ସମାଜ ସେବୀ ନବୀନ ବେହେରାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଞ୍ଚାୟତ ମୁଖ୍ୟାଳୟର ଜଣାଶୁଣା ବ୍ୟକ୍ତିତ୍ଵ ନବୀନ କୁମାର ବେହେରା (୭୦)ଙ୍କ ଶୁକ୍ରବାର ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ପରାଲୋକ ହୋଇଯାଇଛି । ଭବାନୀପାଟଣା ଡାକ୍ତରଖାନାରୁ ମର ଶରୀର ଗାଁ ମାଟିକୁ ଫେରିବା ପରେ ଅଞ୍ଚଳରେ ଶୋକର
Read More...

ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ହରିଶଙ୍କର ମେଳାରେ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରରେ ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ତୀବ୍ର ହୋଇଛି । ଏନେଇ ଖପ୍ରାଖୋଲ ବ୍ଲକ ସଭାଗୃହରେ ଉପଜିଲ୍ଲାପାଳ ସୁନୀଲ ମେହେରଙ୍କ ତତ୍ୱାବଧାନରେ ବୈଠକ ଅନୁଷ୍ଠିତ
Read More...

ପେନସନ ଭୋଗୀଙ୍କ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଷ୍ଟମ ବେତନ କମିଶନ ପେନସନ ଭୋଗୀଙ୍କ ପେନସନ ଉପରେ ତାରତମ୍ୟ ରଖୁଥିବାର ଜଣାଯିବାରୁ ଅଖିଳ ଭାରତୀୟ ପେନସନ ଭୋଗୀ ସଂଘ ତରଫରୁ ଦେଶ ସାରା ଦାବିପତ୍ର ଦିଆଯାଉଛି । ଏହି କ୍ରମରେ ଅଖିଳ ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଓ ବଲାଙ୍ଗିର ଜିଲ୍ଲା
Read More...

ବ୍ରହ୍ମପୁରଠାରେ ଉପଖଣ୍ଡସ୍ତରୀୟ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ୯୧ତମ ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଯାଇଛି । ବକ୍ତୃତା, ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ସ୍ଥାନୀୟ ସହିଦ୍
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ପ୍ରାକ୍ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ଠାରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଛତ୍ରପୁରର ସମସ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ
Read More...

କରପଡା ଗ୍ରାମର ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବମୁଖର ଭାବେ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମର ଅଧିଷ୍ଠାତ୍ରୀ ଗ୍ରାମଦେବୀ ମା' ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଗତ ୨୨ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପୂର୍ବାହ୍ନରେ ଯମୁନା ସ୍ନାନ
Read More...