Browsing Category
ଦେଶ ବିଦେଶ
ନୂଆଦିଲ୍ଲୀ ଠାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବା…
ଗୁଜରାଟ ସରକାର ଏପ୍ରିଲ ୩୦, ୨୦୨୫ ସୁଦ୍ଧା ସମସ୍ତ କମିଶନରେଟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବା ଆବଶ୍ୟକଗୁଜରାଟ ୧୦ ବର୍ଷରୁ ଅଧିକ ଦଣ୍ଡାଦେଶ ସହ ଜଡିତ ୯୨ ପ୍ରତିଶତରୁ ଅଧିକ ମାମଲାରେ ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରି ପ୍ରଶଂସନୀୟ କାର୍ଯ୍ୟ କରିଛିଜେଲର ପ୍ରତ୍ୟେକ ଅଦାଲତ ପାଇଁ!-->…
Read More...
Read More...
ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଓଏମ୍ସି) ଦ୍ୱାରା…
● ଇଥାନଲ ଯୋଗାଣ ବର୍ଷ (ଇଏସ୍ୱାଇ) ୨୦୨୪-୨୫ ପାଇଁ ରାଷ୍ଟ୍ରାୟତ୍ତ ଓଏମ୍ସିଗୁଡ଼ିକୁ ଯୋଗାଣ ନିମନ୍ତେ ଇଥାନଲ ମୂଲ୍ୟ ସଂଶୋଧନ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଭାରତ!-->!-->!-->…
Read More...
Read More...
ମହାକୁମ୍ଭ ୨୦୨୫ : ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ କେମିତି ‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ପ୍ରଦାନ କରୁଛନ୍ତି,…
ଉଦ୍ୟୋଗୀକରଣ ନେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରୁଛି ଏହି ଡିଜିଟାଲ ପ୍ରଦର୍ଶନୀ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ବିଭିନ୍ନ ଯୋଜନା କେମିତି ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରୁଛି, ତାହା ଦର୍ଶାଉଛି ହାକୁମ୍ଭ ୨୦୨୫ର!-->!-->!-->…
Read More...
Read More...
ମହାକୁମ୍ଭ ୨୦୨୫ : ମୌନି ଅମାବାସ୍ୟାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୧୦୦୦ରୁ ଅଧିକ ମେଡିକାଲ କର୍ମଚାରୀ ନିୟୋଜିତ;…
କ୍ଷୁଦ୍ର ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ହେଉଥିବା ବଡ଼ ଅସ୍ତ୍ରୋପଚାର ପାଇଁ ହାଇଟେକ୍ ବ୍ୟବସ୍ଥା; ମହାକୁମ୍ଭ ନଗରରେ ୨.୫ ଲକ୍ଷରୁ ଅଧିକ ପାଥୋଲୋଜି ପରୀକ୍ଷା ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ରୋଗୀ ଓପିଡି ସେବା ପାଇସାରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ମୌନି ଅମାବାସ୍ୟା!-->!-->!-->…
Read More...
Read More...
ମୌନି ଅମାବାସ୍ୟା ସମୟରେ ଆବଶ୍ୟକତା ପୂରଣ କରିବା ପାଇଁ ଭାରତୀୟ ରେଳବାଇ ପ୍ରୟାଗରାଜ ଷ୍ଟେସନରୁ ୧୯୦ଟି ସ୍ୱତନ୍ତ୍ର…
ମହାକୁମ୍ଭ ୨୦୨୫ରେ ଭାରତୀୟ ରେଳବାଇ ବୟସ୍କଙ୍କ ଯତ୍ନ, ଭିଡ଼ ପରିଚାଳନା ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ଆରାମଦାୟକ ସ୍ଥାନର ବ୍ୟବସ୍ଥା କରିଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଯୋଗ ଦେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁରୁଖୁରୁରେ ଏବଂ!-->!-->!-->…
Read More...
Read More...
ମହାକୁମ୍ଭ ପାଇଁ ପ୍ରୟାଗରାଜ ବିମାନବନ୍ଦର ମୁଖ୍ୟ ପ୍ରବେଶ ପଥରେ ପରିଣତ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ନେତୃତ୍ୱରେ ପ୍ରୟାଗରାଜ ବିମାନବନ୍ଦର ସଂସ୍କୃତି ଓ ଭକ୍ତିର ସହର ତଥା ମହାକୁମ୍ଭ ମହୋତ୍ସବକୁ ଆସିବା ପାଇଁ ଏକ ପ୍ରମୁଖ ପ୍ରବେଶ ପଥରେ ପରିଣତ ହୋଇପାରିଛି । ୧୩ ଜାନୁୟାରୀରୁ!-->…
Read More...
Read More...
ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟରେ ଥିବା ନିବେଶ ସମ୍ଭାବନାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଛି : କେନ୍ଦ୍ର ମନ୍ତ୍ରୀ…
● ‘‘ଓଡ଼ିଶାରେ ରେଳବାଇରେ ୭୩ ହଜାର କୋଟି, ଦୂରସଞ୍ଚାରରେ ୫୦୩୩ କୋଟି ଏବଂ ଆଇଟି କ୍ଷେତ୍ରରେ ୭ହଜାର କୋଟି ଟଙ୍କା ହେବ ନିବେଶ’’● ‘‘ଭାରତର ସେମିକଣ୍ଡକ୍ଟର ବିକାଶ ଯାତ୍ରାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ’’● ‘‘ଇଣ୍ଡିଆ ଏଆଇ ମିଶନ ଅଧୀନରେ ଓଡ଼ିଶାରେ ଏଆଇ କମ୍ପୁଟ୍ ଫେସିଲିଟି!-->…
Read More...
Read More...
ଭୁବନେଶ୍ୱରରେ ‘ଉତ୍କର୍ଷ ଓଡ଼ିଶା’ – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ଉଦଘାଟନ କଲେ…
ପୁଞ୍ଜିନିବେଶ ଓ ବ୍ୟବସାୟିକ ସୁଯୋଗର ଏକ ସମୃଦ୍ଧ କେନ୍ଦ୍ର ଭାବେ ରାଜ୍ୟର ବିପୁଳ ସମ୍ଭାବନାକୁ ଏହି କାର୍ଯ୍ୟକ୍ରମ ଦର୍ଶାଉଛି : ପ୍ରଧାନମନ୍ତ୍ରୀଦେଶର ବିକାଶରେ ପୂର୍ବ ଭାରତ ଏକ ଅଭିବୃଦ୍ଧି ଇଞ୍ଜିନ୍, ଏଥିରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି : ପ୍ରଧାନମନ୍ତ୍ରୀକୋଟି କୋଟି ଲୋକଙ୍କ!-->…
Read More...
Read More...
ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ସମ୍ମିଳନୀ ପୂର୍ବରୁ ସୃଜନଶୀଳ ସ୍ରଷ୍ଟାଙ୍କ ପାଇଁ ଶୀର୍ଷ ପୁରସ୍କାର ଘୋଷଣା କଲା…
• ପ୍ରଭାବଶାଳୀ ବ୍ୟକ୍ତିତ୍ୱ , ପୋଡକାଷ୍ଟର୍, ଏନିମେସନ୍ ନିର୍ମାତା ଏବଂ ଗେମ୍ ଡେଭଲପରଙ୍କ ପାଇଁ ସୁଯୋଗ• ସୃଜନଶୀଳ କଣ୍ଟେଣ୍ଟ ବା ବିଷୟବସ୍ତୁ ପ୍ରସ୍ତୁତ କରୁଥିବା ସ୍ରଷ୍ଟା ଓ ସଂସ୍ଥାଗୁଡ଼ିକୁ ଏକାଠି କରିବା ପାଇଁ ଏକ ଇ-ମାର୍କେଟପ୍ଲେସ୍ ୱେଭ୍ସ ବଜାରର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ!-->…
Read More...
Read More...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଐତିହାସିକ ଦ୍ୱିତୀୟ ପାଳି ପାଇଁ ଅଭିନନ୍ଦନ ଜଣାଇଲେ…
ଏକ ପାରସ୍ପରିକ ଲାଭଦାୟକ ଏବଂ ବିଶ୍ୱସନୀୟ ଭାଗିଦାରୀ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଆମ ଲୋକଙ୍କ କଲ୍ୟାଣ ଏବଂ ବିଶ୍ୱର ଶାନ୍ତି, ସମୃଦ୍ଧି ଏବଂ ନିରାପତ୍ତା ଦିଗରେ ଆମେ ଏକାଠି କାମ କରିବୁ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ!-->!-->!-->…
Read More...
Read More...