Browsing Category

ଦେଶ ବିଦେଶ

ସାହିତ୍ୟ ଏକାଡେମୀରେ ଲିଥୁଆନିଆର ଲେଖକଙ୍କ ଗଳ୍ପ ପାଠ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଲିଥୁଆନିଆ ଗଣରାଜ୍ୟର ଦୂତାବାସ ସହଯୋଗରେ ସାହିତ୍ୟ ଏକାଡେମୀ ଦ୍ୱାରା ଏକ ସ୍ୱତନ୍ତ୍ର ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଥୁଆନିଆର ପ୍ରଖ୍ୟାତ ଲେଖକ, ଦାର୍ଶନିକ ଏବଂ ସମାଲୋଚକ ୟାରୋସ୍ଲାଭାସ୍ ମେଲନିକାସ୍ ତାଙ୍କ ଗଳ୍ପ ସଂଗ୍ରହ 'ଦି
Read More...

ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)…

ସରକାର ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହ ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠି ଆରମ୍ଭ କରିଛନ୍ତିଏମ୍ଏସ୍ଏମ୍ଇ ସମାଧାନ ଏବଂ ଚାମ୍ପିୟନ୍ସ ପୋର୍ଟାଲ ଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧନଭେମ୍ବର ୨୬, ୨୦୨୪ ସୁଦ୍ଧା
Read More...

ସଂସଦକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

ମାନ୍ୟବର ସଦସ୍ୟଗଣ,ସଂସଦର ଏହି ଅଧିବେଶନକୁ ସମ୍ବୋଧିତ କରିବା ମୋତେ ବହୁତ ଆନନ୍ଦ ଦେଇଛି ।ଦୁଇ ମାସ ପୂର୍ବେ, ଆମେ ଆମର ସମ୍ବିଧାନ ଲାଗୁ ହେବାର ୭୫ତମ ବାର୍ଷିକୀ ପାଳନ କରିଥିଲୁ ଏବଂ କିଛି ଦିନ ପୂର୍ବରୁ ଭାରତୀୟ ଗଣତନ୍ତ୍ର ଏହାର ୭୫ ବର୍ଷ ଯାତ୍ରା ସମାପ୍ତ କରିଥିଲା । ଏହା ଗଣତନ୍ତ୍ରର ଜନନୀ
Read More...

ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କର ସମ୍ବୋଧନ ଆମ ବିକଶିତ ଭାରତ ଯାତ୍ରାର ବ୍ୟାପକ ଦୃଷ୍ଟିକୋଣକୁ ଦର୍ଶାଉଛି :…

ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଏଭଳି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନେ ଆଗକୁ ବଢିବାକୁ ସର୍ବୋତ୍ତମ ସୁଯୋଗ ପାଇଥାନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ସଂସଦର ଉଭୟ ଗୃହକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା
Read More...

ପ୍ରତିକୂଳ ବିଶ୍ୱ ପରିସ୍ଥିତି, ବୈଶ୍ୱିକ ପ୍ରତିଯୋଗିତା ଏବଂ ବଢୁଥିବା ସଂରକ୍ଷଣବାଦକୁ ଅତିକ୍ରମ କରି ଭାରତର ରପ୍ତାନି ୬…

ବୈଶ୍ୱିକ ସେବା ରପ୍ତାନିରେ ଭାରତର ଅଂଶ ୨୦୦୫ରେ ୧.୯ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୪.୩ ପ୍ରତିଶତରେ ପହଞ୍ଚିଛିପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ର ସମାନ ଅବଧିରେ ୪୭.୨ ବିଲିୟନ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ

ପ୍ରଥମ ଥର ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ପାଇଁ ପୁସ୍ତକ ଆହ୍ୱାନ ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) ; କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ପ୍ରତିଷ୍ଠିତ ସାହିତ୍ୟ ପୁରସ୍କାରର ଚୟନ ପ୍ରକ୍ରିୟା ଏଥର ପରିବର୍ତ୍ତନ ହୋଇଯାଇଛି । ଏହି
Read More...

ସହନକ୍ଷମତା ଦେଖାଇଛି ଭାରତର କୃଷି କ୍ଷେତ୍ର, ୨୦୧୭ରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ହାରାହାରି ୫ ପ୍ରତିଶତ ଅଭିବୃଦ୍ଧି…

ଗତ ଦଶନ୍ଧିରେ କୃଷି ଆୟ ବାର୍ଷିକ ୫.୨୩ ପ୍ରତିଶତ ହାରରେ ବୃଦ୍ଧି ପାଇଛିଆନୁଷଙ୍ଗିକ କ୍ଷେତ୍ର କୃଷି ବିକାଶର ବାହକ ପାଲଟିଛି : ଅର୍ଥନୈତିକ ସର୍ଭେ୨୦୨୪ରେ ଖରିଫ ଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍‌ରେ ପହଞ୍ଚିବ ବୋଲି ଆଶା କରାଯାଉଛି୨୦୨୦ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ଭାରତର
Read More...

ଖୁଚୁରା ମୁଦ୍ରାସ୍ଫିତି ୨୦୨୪ ଆର୍ଥିକ ବର୍ଷରେ ୫.୪%ରୁ ୨୦୨୫ ଆର୍ଥିକ ବର୍ଷରେ ୪.୯%କୁ ଖସିଲା

● ୨୦୨୫ରୁ ୨୦୨୪ ମଧ୍ୟରେ ମୂଳ ମୁଦ୍ରାସ୍ଫିତିରେ ୦.୯ ପ୍ରତିଶତ ହ୍ରାସ● ବଫର୍ ଷ୍ଟକ୍ ଏବଂ ଅବଧି କାଳୀନ ଖୋଲା ବଜାର କାର୍ଯ୍ୟକଳାପକୁ ମଜବୁତ କରିବା ମୁଦ୍ରାସ୍ଫିତି ସ୍ଥିରତା ପାଇଁ ହୋଇଛି ଗୁରୁତ୍ୱପୂର୍ଣ୍ଣ● ଚରମ ପାଣିପାଗ ଏବଂ ଯୋଗାଣ ଜନିତ ବାଧା ଦ୍ୱାରା ଭାରତରେ ଖାଦ୍ୟ ମୁଦ୍ରାସ୍ଫିତିକୁ
Read More...

ସଂସଦର ବଜେଟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) : ବଜେଟ ଅଧିବେଶନ ପ୍ରାରମ୍ଭରୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଣାମ ଜଣାଇଛନ୍ତି । ଏହି ଅବସରରେ ଶତାବ୍ଦୀ ଶତାବ୍ଦୀ ଧରି ମା ଲକ୍ଷ୍ମୀଙ୍କୁ ମନେ ପକାଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମା ଲକ୍ଷ୍ମୀ ଆମକୁ ସଫଳତା, ଧନ ଓ ସିଦ୍ଧି
Read More...

ନୂଆଦିଲ୍ଲୀରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ…

ଡଃ ମାଣ୍ଡଭିୟ କହିଲେ, ଯେ ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ସମେତ କୋଠା ଓ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ଭାରତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାଏହି ଚିନ୍ତନ ଶିବିର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ପରସ୍ପରଠାରୁ ଶିଖିବା ପାଇଁ ଏକ ସହଯୋଗୀ ମଞ୍ଚ
Read More...