Browsing Category

ଦେଶ ବିଦେଶ

ୱେଭ୍ସ୨୦୨୫ : ଏକ ଜନ ଆନ୍ଦୋଳନ ପାଲଟିବା ସହ ପ୍ରତ୍ୟେକ ସ୍ରଷ୍ଟାଙ୍କୁ ତାରକା ହେବାକୁ କଲା ସଶକ୍ତ

• ୱେଭ୍ସ ବଜାରର ଚମତ୍କାର ସଫଳତା; ୩ ଦିନରେ ୩୦୦୦ରୁ ଅଧିକ ବିଟୁବି ବୈଠକ ସହିତ ୧୩୨୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟିକ କାରବାର ରେକର୍ଡ; ମହାରାଷ୍ଟ୍ର ସରକାର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ୮ହଜାର କୋଟି ଟଙ୍କାର ବୁଝାମଣାପତ୍ର କଲେ ସ୍ୱାକ୍ଷର• ବିଶ୍ୱ ଗଣମାଧ୍ୟମ ଆଲୋଚନାରେ
Read More...

ଜିନୋମ୍ ସମ୍ପାଦିତ ଧାନର ଦୁଇଟି ନୂତନ କିସମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର…

ଏହି ନୂତନ କିସମଗୁଡ଼ିକ ଦେଶରେ ଦ୍ୱିତୀୟ ସବୁଜ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ - ଶିବରାଜ ସିଂହ ଚୌହାନନୂତନ କିସମଗୁଡ଼ିକ କେବଳ ଉତ୍ପାଦନ ସମୟ ହ୍ରାସ କରିବ ନାହିଁ ବରଂ ଅମଳ ବୃଦ୍ଧି କରିବ ଏବଂ ଜଳସେଚନ ପାଇଁ ପାଣି ସଞ୍ଚୟ କରିବ - ଶିବରାଜ ସିଂହଚାଷୀମାନଙ୍କ ନିକଟରେ ନୂତନ
Read More...

ନୂଆଦିଲ୍ଲୀରେ ଆୟୋଜିତ ୧୦୦୮ଟି ସଂସ୍କୃତ ସମ୍ଭାଷଣ ଶିବିରର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର…

୧୯୮୧ ମସିହାରୁ, ସଂସ୍କୃତ ଭାରତୀ ସଂସ୍କୃତରେ ଉପଲବ୍ଧ ବିଶାଳ ଜ୍ଞାନକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ସଂସ୍କୃତ କହିବା ଏବଂ ଶିଖିବା ପାଇଁ ତାଲିମ ଏବଂ ସକ୍ଷମ କରିବା କାର୍ଯ୍ୟ କରିଆସୁଛିସଂସ୍କୃତ ଭାରତୀର ପ୍ରୟାସ କାରଣରୁ, ସଂସ୍କୃତ ପ୍ରତି ଆଗ୍ରହ ଏବଂ ଦେଶର
Read More...

କେରଳରେ ୮୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ…

• କେରଳର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦର ଭାରତର ସାମୁଦ୍ରିକ ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି : ପ୍ରଧାନମନ୍ତ୍ରୀ• ଆଜି ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀ, ଆଦି ଶଙ୍କରାଚାର୍ଯ୍ୟ ଜୀ କେରଳରୁ ବାହାରକୁ ଯାଇ ଦେଶର ବିଭିନ୍ନ କୋଣରେ ମଠ
Read More...

ଆନ୍ଧ୍ରପ୍ରଦେଶର ଅମରାବତୀରେ ୫୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ…

ଆଜି ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ଆନ୍ଧ୍ରପ୍ରଦେଶର ବିକାଶକୁ ତ୍ୱରାନ୍ୱିତ କରିବ : ପ୍ରଧାନମନ୍ତ୍ରୀଅମରାବତୀ ହେଉଛି ଏପରି ଏକ ଭୂମି ଯେଉଁଠାରେ ପରମ୍ପରା ଏବଂ ପ୍ରଗତି ଏକା ସାଙ୍ଗରେ ଚାଲିଥାଏ : ପ୍ରଧାନମନ୍ତ୍ରୀଏନ୍‌ଟିଆର୍‌ ଗାରୁ ଏକ ବିକଶିତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ
Read More...

ଇନୋଭେଟ୍-୨ଏଜୁକେଟ୍ : ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଡିଆନ୍ ଡିଜିଟାଲ୍ ଗେମିଂ ସୋସାଇଟି (ଆଇଡିଜିଏସ୍) ପକ୍ଷରୁ ଇନୋଭେଟ୍-୨ଏଜୁକେଟ୍ : ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍
Read More...

ଓଡ଼ିଶାରେ କୃଷି ରପ୍ତାନିକୁ ମିଳିବ ପ୍ରୋତ୍ସାହନ

● ଭୁବନେଶ୍ୱରରେ ଏପିଡା ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ କ୍ଷମତା ବିକାଶ କାର୍ଯ୍ୟକ୍ରମ● କାର୍ଯ୍ୟକ୍ରମରେ କୋରାପୁଟ କଳାଜିରା ଚାଉଳ, ନୟାଗଡ କଣ୍ଟେଇମୁଣ୍ଡି ବାଇଗଣ, ଗଞ୍ଜାମ କିଆ ଫୁଲ ଉତ୍ପାଦ, କୋରାପୁଟ କଫି ଏବଂ କନ୍ଧମାଳ ହଳଦୀ ଭଳି ଜିଆଇ ଉତ୍ପାଦ ପ୍ରଦର୍ଶିତ ନୂଆଦିଲ୍ଲୀ,
Read More...

କେନ୍ଦ୍ର ସମବାୟ ସଚିବଙ୍କ ଉପସ୍ଥିତିରେ, ସ୍ୱିଗି ଇନଷ୍ଟାମାର୍ଟରେ ସମବାୟ ଦୁଗ୍ଧ ଏବଂ ଅନ୍ୟାନ୍ୟ ଉତ୍ପାଦକୁ ଅନ୍ତର୍ଭୁକ୍ତ…

ସମବାୟ ସମିତିଗୁଡ଼ିକ ମଧ୍ୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂତନ ଗ୍ରାହକଙ୍କ ସହ ସଂଯୋଗ ସ୍ଥାପନ କରିପାରିବେଭାରତ ଅର୍ଗାନିକ୍ସ ଏବଂ ଅନ୍ୟାନ୍ୟ ସମବାୟ ଦୁଗ୍ଧ ଉତ୍ପାଦ ଏବେ ସ୍ୱିଗିର ଇ-କମର୍ସ ଏବଂ କ୍ୟୁ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବସ୍ୱିଗି ମାର୍କେଟିଂ, ପ୍ରୋତ୍ସାହନ, ଗ୍ରାହକ
Read More...

ଢେଙ୍କାନାଳ ପିଏମ୍ ଶ୍ରୀ ପଞ୍ଚସଖା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା

• ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ସହ ସମାନ ସୁଯୋଗ ଦେବା ଆମର ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ବୀର ଭୂମି ଢେଙ୍କାନାଳର ଅନେକ ଅବଦାନ ଅଛି• ଓଡ଼ିଶା ଏବଂ ଭାରତକୁ ବିକଶିତ କରିବା ପାଇଁ ଗୁଣାତ୍ମକ ଶିକ୍ଷା ସହ ଦକ୍ଷତା ଆଧାରିତ ଶିକ୍ଷା ଜରୁରୀ• ଓଡ଼ିଆ ଜାତି
Read More...