Browsing Category
ଦେଶ ବିଦେଶ
ଅକ୍ଟୋବର ୨ରୁ ୩୧, ୨୦୨୫ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ୫.୦ ଆରମ୍ଭ କରିବ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
ମୁଖ୍ୟ ସଚିବାଳୟ ଏବଂ ଦେଶବ୍ୟାପୀ ଥିବା ମିଡିଆ ୟୁନିଟଗୁଡ଼ିକରେ ସ୍ୱଚ୍ଛତା ରକ୍ଷା, କର୍ମସ୍ଥଳୀର ଦକ୍ଷତା ବୃଦ୍ଧି ଓ ବକେୟା କାର୍ଯ୍ୟ ହ୍ରାସ କରିବା ଏହାର ଲକ୍ଷ୍ୟ
ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମୁଖ୍ୟ ସଚିବାଳୟ ସମେତ ଦେଶବ୍ୟାପୀ ଏହାର!-->!-->!-->…
Read More...
Read More...
ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ
● କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପ୍ରସାରରେ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦେଲେ ପିଆଇବି ଏଡିଜି
ଭୁବନେଶ୍ୱର, (ପିଆଇବି) : ଶୁକ୍ରବାର ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ!-->!-->!-->…
Read More...
Read More...
ସ୍ୱତନ୍ତ୍ର ଗୀତ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ୭୫ତମ ଜନ୍ମଦିନର ଅଭିନନ୍ଦନ
● ଟି-ସିରିଜ୍ ଏବଂ ସାରେଗାମା ଦ୍ୱାରା ପ୍ରସ୍ତୁତ ଗୀତଗୁଡ଼ିକରେ ରହିଛି ଖ୍ୟାତିସମ୍ପନ୍ନ କଳାକାରଙ୍କ ଯୋଗଦାନ● ସାମାଜିକ ଗଣମାଧ୍ୟମରେ ସୁମଧୁର ଗୀତଗୁଡ଼ିକୁ ଦେଖିବା ସହ ଶେୟାର କରୁଛନ୍ତି ଲକ୍ଷ ଲକ୍ଷ ଦର୍ଶକ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନରେ!-->!-->!-->…
Read More...
Read More...
କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା
କେସିଙ୍ଗା, କଳାହାଣ୍ଡି, (ପିଆଇବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣା ପକ୍ଷରୁ ‘ଜାତୀୟ ପୋଷଣ ମାସ-୨୦୨୫’ ଏବଂ ‘ମା’ଙ୍କ ପାଇଁ ଗଛଟିଏ ୨.୦’ ବିଷୟବସ୍ତୁ ଉପରେ ଏକ କର୍ମଶାଳା କେସିଙ୍ଗା ବ୍ଲକ ଶୋଭାଗୃହଠାରେ ଆୟୋଜିତ!-->…
Read More...
Read More...
ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦ୍ଘାଟିତ
ଆଜିଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ଏମ୍ସରେ ବିଭିନ୍ନ ଅଣସଂକ୍ରାମକ ରୋଗ, ମୁଖ, ଗର୍ଭାଶୟ ଏବଂ ସ୍ତନ କର୍କଟ, ରକ୍ତହୀନତା, ଯକ୍ଷ୍ମା ଏବଂ ସିକଲ୍ ସେଲ୍ ରୋଗ ପାଇଁ ଦୈନିକ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଚିହ୍ନଟ ଶିବିରବିଭିନ୍ନ ସ୍କୁଲ, ସ୍ୱାସ୍ଥ୍ୟ କେନ୍ଦ୍ର, ସହରାଞ୍ଚଳ ବସ୍ତି,!-->…
Read More...
Read More...
ସ୍ୱତନ୍ତ୍ର ଅଭିଯାନ ୫.୦
ନୂଆଦିଲ୍ଲୀ, (ପିଆଇବି) : ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗର ମାର୍ଗଦର୍ଶନରେ ନ୍ୟାୟ ବିଭାଗ, ବିଚାରାଧୀନ ମାମଲାଗୁଡ଼ିକର ସମାଧାନ ଏବଂ କାର୍ଯ୍ୟାଳୟ ପରିସରର ସଫାସୁତୁରା ଉପରେ ଧ୍ୟାନ ଦେବା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦ ଆରମ୍ଭ କରୁଛି। ଏହି ଅଭିଯାନ ଦୁଇଟି ପର୍ଯ୍ୟାୟରେ!-->…
Read More...
Read More...
ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ପାଇଁ ସିବିଆଇସି ଓ ଅଧୀନସ୍ଥ କାର୍ଯ୍ୟାଳୟମାନଙ୍କ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଆରମ୍ଭ
ନୂଆଦିଲ୍ଲୀ, (ପିଆଇବି) : ସ୍ୱତନ୍ତ୍ର ଅଭିଯାନ ୫.୦ ଅକ୍ଟୋବର ୨ ରୁ ଅକ୍ଟୋବର ୩୧, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍ୱଚ୍ଛତାକୁ ସଂସ୍ଥାଗତ କରିବା ଏବଂ ବ୍ୟାକଲଗ୍ ହ୍ରାସ କରିବା, ଇ-ବର୍ଜ୍ୟବସ୍ତୁ ନିଷ୍କାସନ, ସ୍ଥାନ ପରିଚାଳନା, ରେକର୍ଡ ପରିଚାଳନା ଏବଂ କାର୍ଯ୍ୟାଳୟ!-->…
Read More...
Read More...
ମଧ୍ୟପ୍ରଦେଶର ଧାରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ…
ଆଜିର ଦିନରେ ସର୍ଦ୍ଦାର ପଟେଲଙ୍କ ଲୌହ ଇଚ୍ଛାଶକ୍ତି ଅନୁରୂପ ଭାରତୀୟ ସେନା ହାଇଦ୍ରାବାଦକୁ ନିଷ୍ଠୁର ଅତ୍ୟାଚାରରୁ ମୁକ୍ତ କରିଥିଲା : ପ୍ରଧାନମନ୍ତ୍ରୀ‘ମା ଭାରତୀ’ଙ୍କର ସମ୍ମାନ, ଗର୍ବ ଏବଂ ମହିମାର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ ଆମର ମା’ ଏବଂ!-->…
Read More...
Read More...
ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
• ଦେଶବ୍ୟାପୀ ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଅଧୀନରେ ଆର୍ଥିକ ସହାୟତା କଲେ ବିତରଣ• ଛତିଶଗଡ଼ର ରାୟପୁରରୁ ଏକ ୱେବକାଷ୍ଟ ମାଧ୍ୟମରେ ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ!-->…
Read More...
Read More...
ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ…
• ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଷ୍ଟ୍ର ନିର୍ମାଣ ପ୍ରତି ଜୀବନବ୍ୟାପୀ ସମର୍ପଣ ଏବଂ କର୍ମଯୋଗର ଭାବନା କାର୍ଯ୍ୟକ୍ରମରେ ହେବ ପ୍ରଦର୍ଶିତ : ଅଶ୍ୱିନୀ ବୈଷ୍ଣବ• ଭାରତର ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ‘ମେରା ଗାଁଓ ଆଜ୍’ ଧାରାବାହିକହେଲା ଉନ୍ମୋଚନ
!-->!-->!-->…
Read More...
Read More...