Browsing Category

ଦେଶ ବିଦେଶ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଷ୍ଟ୍ର ପ୍ରତି ଆରଏସଏସର ଅବଦାନକୁ ରେଖାଙ୍କିତ କରୁଥିବା ଏକ ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀଶତାବ୍ଦୀ ପୂର୍ବରୁ ପ୍ରତିଷ୍ଠିତ ଆରଏସଏସ, ପ୍ରତ୍ୟେକ ଯୁଗର ଚ୍ୟାଲେଞ୍ଜର ମୁକାବିଲା ପାଇଁ ଉଠିଥିବା ଜାତୀୟ ଚେତନାକୁ ପ୍ରତିଫଳିତ କରେ:
Read More...

୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) ୨୦୨୬-୨୭ ବିପଣନ ଋତୁ ପାଇଁ ସମସ୍ତ ବାଧ୍ୟତାମୂଳକ ରବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧିକୁ ମଞ୍ଜୁରୀ ଦେଇଛି । ଚାଷୀମାନଙ୍କୁ
Read More...

ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବାୟୋମେଡିକାଲ୍ ରିସର୍ଚ୍ଚ କ୍ୟାରିଅର୍ ପ୍ରୋଗ୍ରାମ୍ (ବିଆରସିପି), ତୃତୀୟ ପର୍ଯ୍ୟାୟ ଜାରି ରଖିବାକୁ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟକ୍ରମ ବାୟୋଟେକ୍ନୋଲୋଜି ବିଭାଗ (ଡିବିଟି)
Read More...

୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟକୁ କ୍ୟାବିନେଟ ମଞ୍ଜୁରୀ

୫୮୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ସଂଖ୍ୟକ କର୍ମଚାରୀଙ୍କ ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ
Read More...

ଦେଶରେ ୫୭ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

• ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ୫୮୬୨ କୋଟିରୁ ଅଧିକ ଟଙ୍କା, ଓଡ଼ିଶାରେ ଖୋଲିବ ୬ଟି - ଧର୍ମେନ୍ଦ୍ର ପ୍ରଧାନ• ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ• ଜାତୀୟ
Read More...

ଲଦାଖ ପ୍ରସଙ୍ଗ: ଶୀର୍ଷ ସଂସ୍ଥା ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଯେକୌଣସି ସମୟରେ ଆଲୋଚନା ପାଇଁ ସର୍ବଦା…

ନୂଆଦିଲ୍ଲୀ, (ପିଆଇବି) : ଲଦାଖ ପ୍ରସଙ୍ଗରେ ଶୀର୍ଷ ସଂସ୍ଥା ଲେହ (ଏ ବି ଏଲ୍) ଏବଂ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ (କେ ଡି ଏ) ସହିତ ଆଲୋଚନା ପାଇଁ ସରକାରଙ୍କ ଦ୍ୱାର ସର୍ବଦା ଖୋଲା ରହିଛି। ଲଦାଖ କିମ୍ବା ଏହିପରି କୌଣସି ମଞ୍ଚ ଉପରେ ଏଚପିସି ମାଧ୍ୟମରେ ଏବିଏଲ ଏବଂ କେଡିଏ ସହିତ ଆଲୋଚନାକୁ
Read More...

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ…

୭ଟି ଟ୍ରେନ ମଧ୍ୟରେ ୩ଟି ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ୪ଟି ଯାତ୍ରୀବାହୀ ଟ୍ରେନ୍ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ବିହାରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ
Read More...

ଆଜି ଆନ୍ତର୍ଜାତୀୟ ଅନୁବାଦ ଦିବସ

"ଆନ୍ତର୍ଜାତୀୟ ଅନୁବାଦ ଦିବସ" ପ୍ରତିବର୍ଷ ସେପ୍ଟେମ୍ବର ୩୦ ରେ ପାଳନ କରାଯାଏ । ଅନୁବାଦକମାନେ ହେଉଛନ୍ତି ସେହିମାନେ, ଯିଏ ବିଭିନ୍ନ ବିଶ୍ୱକୁ ଏକତ୍ର ବାନ୍ଧିଥାନ୍ତି । ଅନୁବାଦ କ୍ଷେତ୍ରରେ ଏକ ସାହିତ୍ୟିକ କୃତିର ଅନୁବାଦ, ବୃତ୍ତିଗତ ଅନୁବାଦ, ବ୍ୟାଖ୍ୟା ଏବଂ ଶବ୍ଦାବଳୀ ଇତ୍ୟାଦି
Read More...

ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର

ଭୁବନେଶ୍ୱର : ଶିରିଷ ଚନ୍ଦ୍ର ମୁର୍ମୁ ହେଲେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର । କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ଆରବିଆଇର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କ ସହିତ ଯୋଡିହେବା, ଆପଣ ସମସ୍ତଙ୍କଠାରୁ ଶିଖିବା, ଦେଶର ଲୋକଙ୍କ ଉପଲବ୍ଧି ବିଷୟରେ ଜାଣିବା, ପ୍ରକୃତରେ ମୋତେ ବହୁତ ସୁଖଦ ଅନୁଭୂତି ପ୍ରଦାନ କରିଥାଏ । ପରସ୍ପର ସହିତ ନିଜ କଥା ବାଣ୍ଟି, ନିଜ ମନର କଥା କହିବା ଭିତରେ ଜଣାପଡ଼ିଲାନି ଯେ,
Read More...