Browsing Category

ଦେଶ ବିଦେଶ

ନିରାପଦ ଭାରତ, ସୁରକ୍ଷିତ ମହିଳା : ମୋଦୀ ସରକାରଙ୍କ ସମୟରେ ହିଂସାତ୍ମକ ଅପରାଧ ହ୍ରାସ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଭାରତରେ ହିଂସାତ୍ମକ ଅପରାଧ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ, ୨୦୦୪ ରୁ ୨୦୧୪ ମଧ୍ୟରେ ହତ୍ୟା, ବଳାତ୍କାର, ଯୌତୁକ ମୃତ୍ୟୁ ଏବଂ ଦଙ୍ଗା ବୃଦ୍ଧି ପାଇଥିଲା, କିନ୍ତୁ ୨୦୧୪
Read More...

ଶବର ଦୁଗ୍ଧ କାରଖାନାର ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ସମବାୟର ଏକ ଦୃଢ଼ ମୂଳଦୁଆ ସ୍ଥାପିତ ହେଉଛି ଏବଂ ୨୦୨୯ ସୁଦ୍ଧା ଦେଶର ପ୍ରତ୍ୟେକ ପଞ୍ଚାୟତରେ ଏକ ସମବାୟ ସମାଜ ରହିବଶବର ଡାଏରୀ ହରିୟାଣାର ଦୁଗ୍ଧ ଉତ୍ପାଦନକାରୀ କୃଷକମାନଙ୍କ କଲ୍ୟାଣ ପାଇଁ ୩୫୦ କୋଟି ଟଙ୍କା ବ୍ୟୟରେ ଦହି, କ୍ଷୀର ଏବଂ ମିଠା ଉତ୍ପାଦନ ପାଇଁ
Read More...

ଜିଏସଟି ହ୍ରାସ ଯୋଗୁ ଗତ ୧୦ ବର୍ଷ ମଧ୍ୟରେ ନବରାତ୍ରୀରେ ସର୍ବାଧିକ ବିକ୍ରି ରେକର୍ଡ

ନୂଆଦିଲ୍ଲୀ, (ପିଆଇବି) : କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି । ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ
Read More...

ପ୍ରଧାନମନ୍ତ୍ରୀ ୪ ଅକ୍ଟୋବରରେ ୬୨,୦୦୦ କୋଟିରୁ ଅଧିକ ମୂଲ୍ୟର ଯୁବ-କେନ୍ଦ୍ରିକ ପଦକ୍ଷେପ ଶୁଭାରମ୍ଭ କରିବେ

୬୦,୦୦୦ କୋଟି ଟଙ୍କା ବିନିଯୋଗରେ ୧୦୦୦ ସରକାରୀ ଆଇଟିଆଇକୁ ଅପଗ୍ରେଡ୍ କରିବା ପାଇଁ ପିଏମ-ସେତୁ ଆରମ୍ଭ ପ୍ରଧାନମନ୍ତ୍ରୀମୁଖ୍ୟ ଫୋକସ୍: ବିହାରରେ ଯୁବପିଢିଙ୍କ ଦକ୍ଷତା ଏବଂ ଶିକ୍ଷାପ୍ରଧାନମନ୍ତ୍ରୀ ବିହାରର ନବୀକୃତ ମୁଖ୍ୟମନ୍ତ୍ରୀଙ୍କ ନିଶ୍ଚୟ ସ୍ୱୟଂ ସହାୟକ ଭତ୍ତା ଯୋଜନା ଆରମ୍ଭ କରିବେ, ଯାହା
Read More...

ପିଏମ ଜନମନ ଯୋଜନାରେ ଓଡ଼ିଶାକୁ ମିଳିଲା ୨୪ କୋଟି ଟଙ୍କାର ଅନୁଦାନ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ଓଡ଼ିଶାକୁ ୨୪ କୋଟି ଟଙ୍କାର ଅନୁଦାନ ମିଳିଛି । ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ର ଗ୍ରାମୀଣ ବିକାଶ
Read More...

ହୀରାକୁଦରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ

● ଓଡ଼ିଶାର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ, ହୀରାକୁଦର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ - ଧର୍ମେନ୍ଦ୍ର ପ୍ରଧାନ● ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ●
Read More...

ଆଇଆଇଏମ ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

● ଆଇଆଇଏମ୍ ଓଡ଼ିଶାର ବୌଦ୍ଧିକ ଓ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବ - ଧର୍ମେନ୍ଦ୍ର ପ୍ରଧାନ● ଶିକ୍ଷାନୁଷ୍ଠାନ ପରିସରରେ ରଙ୍ଗବତୀ ମଞ୍ଚ, କାବେରୀ ଛାତ୍ରାବାସ ଓ କାଫେ ହବ୍ କମ୍ପ୍ଲେକ୍ସ ଉଦଘାଟିତ● ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମରେ ମାଷ୍ଟର ବୁଣାକାରଙ୍କୁ ପ୍ରମାଣ ପତ୍ର ବିତରଣ● ଏମଏସଏମଇ
Read More...

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନଆଇଇଏଲଆଇଟି ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ…

• ଉଚ୍ଚମାନର ଡିଜିଟାଲ୍ ଶିକ୍ଷାର ଉପଲବ୍ଧତାକୁ ସାର୍ବଜନୀନ କରିବା ଲାଗି ପ୍ରସ୍ତୁତ ହୋଇଛି ଏହି ପ୍ଲାଟଫର୍ମ• ବାଲେଶ୍ୱର ସମେତ ଦେଶର ପାଞ୍ଚଟି ଏନଆଇଇଏଲଆଇଟି କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ• ୫୦୦ ଶୀର୍ଷ କମ୍ପାନୀ ସହ ଆଲୋଚନା କରି ଶିଳ୍ପ ଆବଶ୍ୟକତା ମୁତାବକ
Read More...

ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାରେ ମିଳିଛି୧,୧୫,୩୫୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ :…

• ରାଜ୍ୟଗୁଡ଼ିକୁ ଏହି ସୁଯୋଗର ଉପଯୋଗ ସହନିଜ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପ ବିକଶିତ କରିବାକୁ ଆହ୍ୱାନ କଲେକେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ; କହିଲେ ଏହା ବହୁ ସଂଖ୍ୟାରେ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରିବ• ଭାରତର ଆତ୍ମନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ
Read More...

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୫ ବର୍ଷୀୟ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର

୨୦୩୦-୩୧ ସୁଦ୍ଧା ଉତ୍ପାଦନକୁ ୩୫୦ ଲକ୍ଷ ଟନ୍ କରିବ ଡାଲି ମିଶନ୍ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ପାଇଁ ୧୧,୪୪୦ କୋଟି ଟଙ୍କା ନିବେଶ ପ୍ରୋତ୍ସାହନବିହନ ଉନ୍ନତ କରିବା, ଅମଳ ପରବର୍ତ୍ତୀ ଭିତ୍ତିଭୂମି ଏବଂ ନିଶ୍ଚିତ କ୍ରୟ ମାଧ୍ୟମରେ ପାଖାପାଖି ୨ କୋଟି ଚାଷୀଙ୍କୁ ଡାଲି ମିଶନ୍ ଲାଭ
Read More...