Browsing Category
ଦେଶ ବିଦେଶ
ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନୋର ନୂତନ ଆଞ୍ଚଳିକ କେନ୍ଦ୍ର
ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଉଚ୍ଚଶିକ୍ଷାର ଦ୍ରୁତପ୍ରସାର ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) କର୍ତ୍ତୃପକ୍ଷ ଏକ ପ୍ରଶଂସନୀୟ ପଦକ୍ଷପ ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ଆଞ୍ଚଳିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।!-->…
Read More...
Read More...
ଦେଶରେ ୮୯୪ କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି
• ଏହିସବୁ ମଲ୍ଟିଟ୍ରାକିଂ ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ଛତିଶଗଡ଼ର ୧୮ଟି ଜିଲ୍ଲାରେ ବର୍ତ୍ତମାନର ରେଳ ନେଟୱାର୍କର ହେବ ବିସ୍ତାର• ୨୪,୬୩୪ କୋଟି ଟଙ୍କାର ମୋଟ ଅନୁମାନିକ ବ୍ୟୟବରାଦ ସହିତ ପ୍ରକଳ୍ପ କାର୍ଯ୍ୟ ୨୦୩୦-୩୧ ସୁଦ୍ଧା ଶେଷ ହେବ
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
ସ୍ୱଚ୍ଛତା ଏବଂ କାର୍ଯ୍ୟଦକ୍ଷତା ପାଇଁ ଗୃହ ମନ୍ତ୍ରଣାଳୟର ‘ସ୍ୱତନ୍ତ୍ର ଅଭିଯାନ’
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଛି ଅଭିଯାନନଭେମ୍ବର ୨୦୨୪ ରୁ ଅଗଷ୍ଟ ୨୦୨୫ ମଧ୍ୟରେ ସାଂସଦମାନଙ୍କ ଠାରୁ ୪୯୩ଟି ସନ୍ଦର୍ଭ, କ୍ୟାବିନେଟରୁ ୨ଟି ପ୍ରସ୍ତାବ, ରାଜ୍ୟ ସରକାରଙ୍କ ଠାରୁ ୧୦୪ଟି ସନ୍ଦର୍ଭ ଏବଂ!-->…
Read More...
Read More...
୮ ଅକ୍ଟୋବରରେ : ଇଣ୍ଡିଆ ମୋବାଇଲ କଂଗ୍ରେସ’ର ୯ମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଆଇଏମସି ୨୦୨୫: ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ୮ ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବବିଷୟବସ୍ତୁ: "ପରିବର୍ତ୍ତନ ପାଇଁ ନବସୃଜନ" - ଡିଜିଟାଲ୍ ପରିବର୍ତ୍ତନରେ ଭାରତର ନେତୃତ୍ୱ ପ୍ରଦର୍ଶନଫୋକସ୍ କ୍ଷେତ୍ର: ୬ଜି, କ୍ୱାଣ୍ଟମ୍ ଯୋଗାଯୋଗ,!-->…
Read More...
Read More...
ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଡ. ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା…
ଯୁବପିଢ଼ିଙ୍କ ମଧ୍ୟରେ ଏକତା, ଦେଶପ୍ରେମ ଏବଂ ନାଗରିକ ଦାୟିତ୍ୱକୁ ପ୍ରେରଣା ଦେବା ପାଇଁ ‘ମାଇଁ ଭାରତ’ ନେତୃତ୍ୱରେ ଦୁଇ ମାସ ଧରି ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରାଯିବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ଏବଂ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ!-->!-->!-->…
Read More...
Read More...
ପିକେଭିଓ୍ବାଇ : ଭାରତରେ ଜୈବିକ କୃଷିର ବିକାଶ
ଜୈବିକ କୃଷିର ବିକାଶ : କୃଷକଙ୍କ ସଶକ୍ତିକରଣ, ଗ୍ରାମୀଣ ଭାରତର ସଶକ୍ତୀକରଣଜାନୁଆରୀ ୩୦, ୨୦୨୫ ସୁଦ୍ଧା, ପିକେଭିଓ୍ବାଇ (୨୦୧୫ ରୁ ୨୦୨୫) ଅଧୀନରେ ୨,୨୬୫.୮୬ କୋଟି ଟଙ୍କା ଜାରି କରାଯାଇଛି ।ଆର୍ଥିକ ବର୍ଷ ୨୦୨୪-୨୫ରେ, ଆରକେଭିଓ୍ବାଇ ଅଧୀନରେ ପିକେଭିଓ୍ବାଇ ପାଇଁ ୨୦୫.୪୬ କୋଟି ଟଙ୍କା ଜାରି!-->…
Read More...
Read More...
ଏସିଆର ପ୍ରମୁଖ ଟେଲିକମ୍ କାର୍ଯ୍ୟକ୍ରମ ଆଇଏମସି ୨୦୨୫ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀର ଯଶୋଭୂମି କନଭେନସନ ସେଣ୍ଟରରେ ୮ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଆଇଏମସି ୨୦୨୫ ଅନୁଷ୍ଠିତ ହେବଯଶୋଭୂମିରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ"ପରିବର୍ତ୍ତନ ପାଇଁ ଉଦ୍ଭାବନ" ବିଷୟବସ୍ତୁ ସହିତ, ଆଇଏମସି ୨୦୨୫!-->…
Read More...
Read More...
ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା
● ସମଗ୍ର ଭାରତରେ ସ୍ୱଦେଶୀ ଚିପ୍ ନିର୍ମାଣ ଏବଂ ପ୍ୟାକେଜିଂ କ୍ଷମତା ପାଇଁ ପ୍ରତିଭା ପୁଲ ବିକାଶ କରିବାରେ ହେବ ସହାୟକ● ଯୁବପିଢ଼ିଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତାରେ ପ୍ରଶିକ୍ଷଣ ପ୍ରଦାନ କରି ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଡିଜାଇନ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ!-->…
Read More...
Read More...
ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କରିଛନ୍ତି ଅମିତ ଶାହ
ପଦ୍ମଶ୍ରୀ ଡକ୍ଟର ବିଠଲରାଓ ଭିଖେ ପାଟିଲ ଏବଂ ପଦ୍ମ ଭୂଷଣ ବାଲାସାହେବ ଭିଖେ ପାଟିଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକେବଳ ଛତ୍ରପତି ଶିବାଜୀ ମହାରାଜଙ୍କ ଅନୁଗାମୀମାନେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ସମ୍ଭାଜୀନଗର ଏବଂ ଅହମ୍ମଦନଗରର ନାମ ପରିବର୍ତ୍ତନ କରି ଅହିଲ୍ୟାନଗର କରିବାର ସାହସ!-->…
Read More...
Read More...
ଦେଶର ପ୍ରଥମ ସମବାୟ ମଲ୍ଟି-ଫିଡ୍ କମ୍ପ୍ରେସଡ୍ ବାୟୋଗ୍ୟାସ କାରଖାନାର ଉଦଘାଟନ କଲେ ଅମିତ ଶାହ
ସମବାୟ ଚିନି କାରଖାନା ଇତିହାସରେ ପ୍ରଥମ ଥର ପାଇଁ କମ୍ପ୍ରେସଡ ବାୟୋଗ୍ୟାସ ଏବଂ ପଟାସ ଗ୍ରାନୁଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠିତଭାରତର ପ୍ରଥମ ସମବାୟ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ଦୈନିକ ୧୨ ଟନ ସିବିଜି ଏବଂ ଗୁଡ଼ରୁ ୭୫ ଟନ ପଟାସ ଉତ୍ପାଦନ କରିବ, ଯାହା ବିଦେଶରୁ ଏହି ଉତ୍ପାଦଗୁଡ଼ିକର!-->…
Read More...
Read More...