Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କରେ ନୂତନ ଗତି ଆଣିବ ବୋଲି କହିଲେ ପ୍ରଧାନମନ୍ତ୍ରୀଶ୍ରୀଲଙ୍କା ଗସ୍ତ ଏବଂ ରାଷ୍ଟ୍ରପତି ଦିସାନାୟକଙ୍କ ସହ ଆଲୋଚନାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀଶିକ୍ଷା, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଦୁଇ!-->…
Read More...
Read More...
ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ
ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ, ଗତକାଲି ୨୭ ଜଣ ଏବଂ ମହାରାଷ୍ଟ୍ରରେ ୬୧ ଜଣ ଆତ୍ମସମର୍ପଣ କରିଥିଲେପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ନେଉଛିଆତ୍ମସମର୍ପଣ କରିଥିବା ୧୦ ବରିଷ୍ଠ ମାଓବାଦୀଙ୍କ!-->…
Read More...
Read More...
ଆଇଆଇଟି ଭୁବନେଶ୍ୱରରେ ଇୟୁ ପ୍ରତିନିଧି ଦଳ, ଗବେଷଣା ସହଭାଗୀତା ଉପରେ ଚର୍ଚ୍ଚା
ଭୁବନେଶ୍ୱର, (ପିଆଇବି) : ୟୁରୋପୀୟ ୟୁନିଅନ (ଇୟୁ)ର ଗବେଷଣା ଏବଂ ଉଦ୍ଭାବନ ପରାମର୍ଶଦାତା ଡକ୍ଟର ବିବେକ ଭି. ଧାମଙ୍କ ନେତୃତ୍ୱରେ ଭାରତ ପରିଦର୍ଶନରେ ଆସିଥିବା ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରକୁ ଗସ୍ତ କରିଛନ୍ତି। ଏହାର!-->…
Read More...
Read More...
ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ…
• ସୋମନାଥଙ୍କ ଭୂମି ଗୁଜରାଟରେ ଜନ୍ମ ନେଇ, ବାବା ବିଶ୍ୱନାଥଙ୍କ ଭୂମି କାଶୀରେ ସେବା କରି ଏବଂ ଆଜି ଶ୍ରୀଶୈଳମଙ୍କ ଆଶୀର୍ବାଦ ପାଇ ମୁଁନିଜକୁ ଧନ୍ୟ ମନେ କରୁଛି: ପ୍ରଧାନମନ୍ତ୍ରୀ• ଶ୍ରୀ ଶିବାଜୀ ସ୍ପୂର୍ତ୍ତି କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମୋତେ ମିଳିଛି ଏବଂ ମୁଁ ଛତ୍ରପତି!-->…
Read More...
Read More...
ଜାତୀୟ ଗ୍ରାହକ ହେଲ୍ପଲାଇନ୍ : “ଭାରତର ଗ୍ରାହକଙ୍କ ପାଇଁ ସୁରକ୍ଷା କବଚ”
● ଜାତୀୟ ଗ୍ରାହକ ହେଲ୍ପଲାଇନ୍ ସୁବିଧା ୨୦୨୫ ଜୁଲାଇରେ ୭,୨୫୬ଟି ଗ୍ରାହକ ଅଭିଯୋଗର ସମାଧାନ କରି ୨.୭୨ କୋଟି ଟଙ୍କା ଫେରସ୍ତ କରିଛି।● ଇ-କମର୍ସ ୧.୩୪ କୋଟି ଟଙ୍କାର ରିଫଣ୍ଡ ସମ୍ପର୍କିତ ଅଭିଯୋଗ ସମାଧାନରେ ଶୀର୍ଷରେ ଅଛି।● ଜାତୀୟ ଗ୍ରାହକ ହେଲ୍ପଲାଇନ୍ ୩,୯୮୧ଟି ଜିଏସଟି ସଂସ୍କାର ୨୦୨୫!-->…
Read More...
Read More...
ସିବିଆଇ ଦ୍ବାରା ଆୟୋଜିତ ‘ପଳାତକ ପ୍ରତ୍ୟର୍ପଣ’ ସମ୍ମିଳନୀରେ ଅମିତ ଶାହଙ୍କ ସମ୍ବୋଧନ
‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି " ଉପରେ ମତ ରଖିଛନ୍ତି ଶ୍ରୀ ଶାହପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ନିଜ ସୀମାର ସୁରକ୍ଷା ସହିତ ଆଇନର ଶାସନକୁ ସୁଦୃଢ଼ କରିବା ସୁନିଶ୍ଚିତ କରୁଛିପଳାତକ ଅପରାଧୀଙ୍କ ପ୍ରସଙ୍ଗ କେବଳ ଦେଶର ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା ଏବଂ ଆଇନ!-->…
Read More...
Read More...
ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ କେବଳ ୩
ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପଏଲ୍.ଡବ୍ଲ୍ୟୁ.ଇ. ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୮ରୁ ହ୍ରାସ ପାଇ ୧୧ରେ ପହଞ୍ଚିଛିପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଚଳିତ ବର୍ଷ ପରିଚାଳନାଗତ ସଫଳତା ପୂର୍ବ ରେକର୍ଡଗୁଡ଼ିକୁ!-->…
Read More...
Read More...
ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ
ଭାରତର ପ୍ରୟାସକୁ ଅନୁମୋଦନ ନେଇ ଖୁସି ବ୍ୟକ୍ତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଏବଂ ଦେଶବ୍ୟାପୀ କ୍ରୀଡ଼ା!-->…
Read More...
Read More...
ବିଶ୍ୱ ଆର୍ଥିକ ଅସ୍ଥିରତା ମଧ୍ୟରେ ଭାରତ ଏକ ବିକାଶ ସ୍ତମ୍ଭ
ଆଇଏମଏଫର ଆକଳନ ମୁତାବକ 6.6 ପ୍ରତିଶତ ଜିଡିପି ଅଭିବୃଦ୍ଧି ବଜାୟ ରଖିବ ଭାରତ
ନୂଆଦିଲ୍ଲୀ, (ପିଆଇବି) : ଦୁର୍ବଳ ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ଏକ ଦୃଢ଼ ସ୍ତମ୍ଭ ରୂପେ ଛିଡ଼ା ହୋଇଛି । 2025 ଆର୍ଥିକ ବର୍ଷରେ ଭାରତର ଜିଡିପି 6.6% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଅନ୍ତର୍ଜାତୀୟ!-->!-->!-->…
Read More...
Read More...
ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ
ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର, (ପିଆଇବି) : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା, ଆଜି “ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା” ବିଷୟବସ୍ତୁ ସହିତ!-->!-->!-->…
Read More...
Read More...