Browsing Category
ଦେଶ ବିଦେଶ
ମୁମ୍ବାଇ ରାଜଭବନରେ ‘ମୋଦୀଜ୍ ମିଶନ୍’ ପୁସ୍ତକ ଉନ୍ମୋଚିତ
ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସମାରୋହରେ ରହିଲେ ଉପସ୍ଥିତ
ମୁମ୍ବାଇ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ, ବିଚାର ଏବଂ କାର୍ଯ୍ୟଶୈଳୀ ଉପରେ ଆଧାରିତ ପୁସ୍ତକ ‘ମୋଦୀଜ୍ ମିଶନ’ ଆଜି ମୁମ୍ବାଇ ରାଜଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ!-->!-->!-->…
Read More...
Read More...
ଛଟ ପୂଜା ପରେ ଯାତ୍ରୀଙ୍କ ସୁଗମ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଭାରତୀୟ ରେଳବାଇ : ପାର୍ବଣ ଫେରନ୍ତା ଯାତ୍ରୀଙ୍କ…
ବିହାର ଏବଂ ଉତ୍ତର ପ୍ରଦେଶର ୩୦ଟି ପ୍ରମୁଖ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ପରିଚାଳନା ଏବଂ ବର୍ଦ୍ଧିତ ଚାହିଦା ପୂରଣ ପାଇଁ ଅତିରିକ୍ତ କୋଚ୍ ଏବଂ ପାଣିପାଗ ସହନଶୀଳ ହୋଲ୍ଡିଂ ପ୍ରତିଷ୍ଠାଆସନ୍ତା ତିନି ଦିନ ମଧ୍ୟରେ ୯୦୦ଟି ସ୍ୱତନ୍ତ୍ର ଟ୍ରେନ୍; ରେଳ ଷ୍ଟେସନଗୁଡ଼ିକରେ ଅତିରିକ୍ତ ଏଟିଭିଏମ୍,!-->…
Read More...
Read More...
ସହଯୋଗପୂର୍ଣ୍ଣ ଗବେଷଣା ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଇସ୍ରୋ ମଧ୍ୟରେ ବୁଝାମଣାପତ୍ର…
ଭୁବନେଶ୍ୱର, (ପିଆଇବି) : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ), ଏହାର ଜାତୀୟ ଦୂରବର୍ତ୍ତୀ ସେନ୍ସିଂ କେନ୍ଦ୍ର (NRSC) ମାଧ୍ୟମରେ ଏବଂ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୧୭ ଅକ୍ଟୋବର ୨୦୨୫ରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଯାହା ଦ୍ୱାରା ସହଯୋଗପୂର୍ଣ୍ଣ!-->…
Read More...
Read More...
ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନିଯୁକ୍ତି କେବଳ ସରକାରୀ ଚାକିରି ନୁହେଁ,ବରଂ ଦେଶ ନିର୍ମାଣରେ ସକ୍ରିୟ ଯୋଗଦାନ ଲାଗି ଏକ ସୁଯୋଗ : ପ୍ରଧାନମନ୍ତ୍ରୀଆପଣମାନେ ସଫଳ ହେଲେ ଦେଶ ସଫଳ ହେବ : ପ୍ରଧାନମନ୍ତ୍ରୀଆମ ସରକାର କେବଳ ରୋଜଗାର ମେଳା ମାଧ୍ୟମରେ ୧୧ ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି : ପ୍ରଧାନମନ୍ତ୍ରୀଦୀପାବଳି ବିକ୍ରି!-->…
Read More...
Read More...
ଜାତୀୟ ବ୍ଲକଚେନ୍ ଫ୍ରେମୱାର୍କ : ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶାସନର ସୁଦୃଢ଼ୀକରଣ
• ପ୍ରମୁଖ ବିନ୍ଦୁ• ଜାତୀୟ ବ୍ଲକଚେନ୍ ଫ୍ରେମୱାର୍କ ସେପ୍ଟେମ୍ବର ୨୦୨୪ରେ ୬୪.୭୬ କୋଟି ଟଙ୍କା ବଜେଟ୍ ଦ୍ୱାରା ତିଆରି କରାଯାଇଛି ।• ଜାତୀୟ ବ୍ଲକଚେନ୍ ଫ୍ରେମୱାର୍କର ମୂଳ ଉପାଦାନଗୁଡ଼ିକ ମଧ୍ୟରେ ବ୍ଲକଚେନ୍ ଷ୍ଟାକ୍, ଏନ୍ବିଏଫ୍ ଲାଇଟ, ପ୍ରାମାଣିକ ଏବଂ ଜାତୀୟ ବ୍ଲକଚେନ୍ ପୋର୍ଟାଲ୍!-->…
Read More...
Read More...
ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ
ଭାରତର ଲୌହ ପୁରୁଷଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ସମଗ୍ର ଦେଶରେ ବିଶେଷ କାର୍ଯ୍ୟକ୍ରମଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସର ଅନନ୍ୟ ଉତ୍ସବରେ ଗୁଜରାଟର ନର୍ମଦା ଜିଲ୍ଲାର ଏକତା ନଗରରେ ଏକ ଭବ୍ୟ ପରେଡ ଏବଂ ସାଂସ୍କୃତିକ ଉତ୍ସବ ଅନ୍ତର୍ଭୁକ୍ତ ହେବପରେଡ ସମୟରେ, ସି. ଏ. ପି. ଏଫ୍. ଏବଂ!-->…
Read More...
Read More...
ପୂର୍ବତଟ ରେଳପଥ ହାଇ-ସ୍ପିଡ୍ ଏବଂ ମାଲ ପରିବହନକୁ ପ୍ରୋତ୍ସାହନ ଦେବା ପାଇଁ ବିଦ୍ୟୁତୀକରଣ କ୍ଷମତାକୁ ବୃଦ୍ଧି କରିଛି
ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥ ଏହାର ନେଟୱାର୍କର ପ୍ରମୁଖ ଅଂଶଗୁଡ଼ିକରେ 2 X 25 KV ଓଭରହେଡ୍ ବିଦ୍ୟୁତୀକରଣ ସିଷ୍ଟମ ପ୍ରଚଳନ ସହିତ ଏହାର ଉନ୍ନତ ବିଦ୍ୟୁତୀକରଣ ଭିତ୍ତିଭୂମିର ବିସ୍ତାର ଆରମ୍ଭ କରିଛି । ଏହି ରଣନୈତିକ ଅପଗ୍ରେଡ୍ ଭୋଲ୍ଟେଜ୍ ନିୟନ୍ତ୍ରଣକୁ ଉନ୍ନତ କରିବା,!-->…
Read More...
Read More...
ଯାତ୍ରୀଙ୍କ ସୁବିଧା ପାଇଁ ଭୁବନେଶ୍ୱର ନୂଆ – ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ
ନୂଆଦିଲ୍ଲୀ, (ପିଆଇବି) : ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ଏବଂ ପାର୍ବଣ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ, ଭାରତୀୟ ରେଳବାଇ ହାଇଦ୍ରାବାଦ - ଭୁବନେଶ୍ୱର ନୂଆ - ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ!-->…
Read More...
Read More...
ଭୁବନେଶ୍ୱରରେ ରୋଜଗାର ମେଳା ଅନୁଷ୍ଠିତ
୩୦୨ ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରି ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ହଜାରରୁ ଅଧିକ!-->!-->!-->…
Read More...
Read More...
ପିଆଇବି ପକ୍ଷରୁ ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ କର୍ମଶାଳା
ତମାଖୁର କୁପ୍ରଭାବ ସମ୍ପର୍କରେ ତୃଣମୂଳସ୍ତରରେ ଜନ ସଚେତନତାର ଆବଶ୍ୟକତା ରହିଛି : ପିଆଇବି ଏଡିଜି
କଟକ, (ପିଆଇବି) : ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି । ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି!-->!-->!-->…
Read More...
Read More...