Browsing Category
ଦେଶ ବିଦେଶ
କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଏବଂ ପ୍ରାଣୀ ଚିକିତ୍ସକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରର ମିଳିତ…
ଭୁବନେଶ୍ୱର, (ପିଆଇବି) : "ସମାବେଶୀ ପଦ୍ଧତି ମାଧ୍ୟମରେ ପଶୁ ପାଳନ ଉତ୍ପାଦନ ବୃଦ୍ଧି ପାଇଁ ଚାରା ପ୍ରୋତ୍ସାହନ" ଉପରେ ୨୮-୩୧ ଅକ୍ଟୋବର ୨୦୨୫ ମଧ୍ୟରେ ଭୁବନେଶ୍ୱରର ICAR-CIWA ଠାରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଓଡ଼ିଶା ସରକାରଙ୍କ!-->…
Read More...
Read More...
ସିବିସି ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, (ପିଆଇବି) : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ୧୫୦ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଏକ ଯୋଗଯୋଗ ଏବଂ ଲୋକସମ୍ପର୍କ!-->…
Read More...
Read More...
ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍ ଫର୍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ
ସ୍ୱାଧୀନତାରୁ ଆଧୁନିକ ଭାରତ ପର୍ଯ୍ୟନ୍ତ- ସର୍ଦ୍ଦାର ପଟେଲଙ୍କ ଅବଦାନ ଅମରମହାତ୍ମା ଗାନ୍ଧୀ ବଲ୍ଲଭଭାଇ ପଟେଲଙ୍କୁ "ସର୍ଦ୍ଦାର" ଉପାଧି ପ୍ରଦାନ କରିଥିଲେ, ଯିଏ ବାରଡୋଲି ଆନ୍ଦୋଳନ ସମୟରେ ବ୍ରିଟିଶମାନଙ୍କୁ ଆଣ୍ଠୁମାଡ଼ି ବସାଇଥିଲେସର୍ଦ୍ଦାର ପଟେଲଙ୍କ ଦୃଢ ଇଚ୍ଛାଶକ୍ତି ଦ୍ୱାରା ସୃଷ୍ଟି!-->…
Read More...
Read More...
ବିଏସଏନଏଲର କ୍ରମାଗତ ଅଭିବୃଦ୍ଧି ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ
ରାଜସ୍ୱ ବୃଦ୍ଧି ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ବିଏସଏନଏଲ୍ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକରେ ୧୧,୧୩୪କୋଟି ଟଙ୍କା ରାଜସ୍ୱ ହାସଲ କରିଛି, ବାର୍ଷିକ ରନ ରେଟ୍ ୨୭,୫୦୦ କୋଟି ଟଙ୍କା ଲକ୍ଷ୍ୟ ରଖିଛିଶ୍ରୀ ସିନ୍ଧିଆ "କାର୍ଯ୍ୟକାରୀ ସଂସ୍କୃତି"!-->…
Read More...
Read More...
ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଉପରେ ପାଠ୍ୟକ୍ରମ ପ୍ରଚଳନ କରାଯିବ
● କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ - ବିଦ୍ୟାଳୟ ଶିକ୍ଷା ସଚିବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ କୃତ୍ରିମ!-->!-->!-->…
Read More...
Read More...
ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ଆୟୋଜନ ହେବ ଦୁଇଦିନିଆ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଜାତୀୟ ସମ୍ମିଳନୀ
• ବୟନଶିଳ୍ପ ମନ୍ତ୍ରଣାଳୟ ଅଧୀନ ଉନ୍ନୟନ କମିଶନର (ହସ୍ତତନ୍ତ ଏବଂ ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ହେବ ଏହି ସମ୍ମିଳନୀ• ସମ୍ମିଳନୀର ଲକ୍ଷ୍ୟ ଭାରତରେ ହସ୍ତଶିଳ୍ପ କ୍ଷେତ୍ରର ସୁଯୋଗ ଓ ଆହ୍ୱାନଗୁଡ଼ିକୁ ବୁଝିବା ସହିତ ଭାରତ ସରକାରଙ୍କ ଅଧୀନରେ ଏହି କ୍ଷେତ୍ର ପାଇଁ ନୂତନ ଯୋଜନା!-->…
Read More...
Read More...
ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ପାଟନାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ ଅମିତ ଶାହ
ସର୍ଦ୍ଦାର ପଟେଲ ଭାରତର ସଂଘଟିତ ଶକ୍ତିର ପ୍ରତୀକ, ତାଙ୍କ ଦୃଷ୍ଟିକୋଣ ଆଜି ମଧ୍ୟ ପ୍ରାସଙ୍ଗିକପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୧ ତାରିଖରେ ଏକତା ନଗରରେ ଆୟୋଜିତ ହେବାକୁ ଥିବା ବିଶାଳ ପରେଡରେ ଅଭିବାଦନ ଗ୍ରହଣ କରିବେଏହି ଜାତୀୟ ପରେଡରେ ସି. ଏ. ପି. ଏଫ୍., ଅନେକ ରାଜ୍ୟ ପୁଲିସ!-->…
Read More...
Read More...
ଦିଲ୍ଲୀରେ ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ
ସମ୍ମେଳନରେ ଅଂଶଗ୍ରହଣ କଲେ ୨୪ଟି ରାଜ୍ୟ ଓ ୧୪୦ଟି ଜିଲ୍ଲାର କୃଷକଙ୍କ ସମେତ ଏଫପିଓ, ସିବିବିଓ ଏବଂ ବିଭିନ୍ନ ଏଜେନ୍ସିଉତ୍କୃଷ୍ଟ ଏଫପିଓ, ସିବିବିଓ ଏବଂ କାର୍ଯ୍ୟାନ୍ୱୟନ ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ସହ ପ୍ରଗତିଶୀଳ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ“ଆମେ ଶୀଘ୍ର ଏକ!-->…
Read More...
Read More...
୫୬ତମ ଆଇଏଫ୍ଏଫ୍ଆଇ ପାଇଁ ଗଣମାଧ୍ୟମ ପଞ୍ଜୀକରଣ ୫ ନଭେମ୍ବର ପର୍ଯ୍ୟନ୍ତ ରହିଛି ଖୋଲା
▪ ଆଇଏଫ୍ଏଫ୍ଆଇ ଠାରେ ଗଣମାଧ୍ୟମ ପାଇଁ ଏଫ୍ଟିଆଇଆଇ ଚଳଚ୍ଚିତ୍ର ମୂଲ୍ୟାଙ୍କନ ପାଠ୍ୟକ୍ରମ ସୁଯୋଗ
ନୂଆଦିଲ୍ଲୀ, (ପିଆଇବି) : ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ଆସନ୍ତା ୨୦ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ଗୋଆର ପାଣାଜୀଠାରେ ଆୟୋଜନ କରାଯିବ । ଏଥିରେ!-->!-->!-->…
Read More...
Read More...
ସୁସ୍ଥ ଶିକ୍ଷକ, ସୁସ୍ଥ ସମାଜ : ୟୁନେସ୍କୋ-ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ତିନିଦିନିଆ କର୍ମଶାଳା
ଭୁବନେଶ୍ୱର, (ପିଆଇବି) : ପ୍ରଶିକ୍ଷଣ ପୂର୍ବ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୟୁନେସ୍କୋର ଦକ୍ଷିଣ ଏସୀୟ ଆଞ୍ଚଳିକ କାର୍ଯ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍.ଆଇ.ଇ), ଭୁବନେଶ୍ୱରର ସହଯୋଗରେ ତିନିଦିନିଆ କର୍ମଶାଳା ଆଜିଠାରୁ!-->…
Read More...
Read More...