Browsing Category
ଦେଶ ବିଦେଶ
ସରଗମ୍ କୌଶଲ ପିନ୍ଧିଲେ ବିଶ୍ୱ ସୁନ୍ଦରୀ ମୁକୁଟ
ନୂଆଦିଲ୍ଲୀ : ୨୧ ବର୍ଷ ପରେ ଦେଶକୁ ମିଳିଲା ମିସେସ୍ ୱାର୍ଲଡ଼ ୨୦୨୨ ତାଜ୍ । ବିଶ୍ୱ ସୁନ୍ଦରୀର ମୁକୁଟ ପିନ୍ଧିଲେ ସରଗମ୍ କୌଶଲ । ଲସ୍ ଭେଗାସ୍ରେ ଆୟୋଜିତ ହୋଇଥିଲା ଗାଲା ଇଭେଣ୍ଟ । ଏହି ମିସ୍ ଓ୍ୱାର୍ଲଡ ଗାଲା ଇଭେଣ୍ଟରେ ୬୩ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ!-->…
Read More...
Read More...
ଜାନୁଆରୀ ୨୫ରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍
ନୂଆଦିଲ୍ଲୀ : ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଜାନୁଆରୀ ୨୫ରୁ ଆରମ୍ଭ ହେବ । ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ । ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର!-->…
Read More...
Read More...
୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ ଭାରତ ଯୋଡ଼ୋ ଯାତ୍ରା
ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରା ୨୪ରେ ନୂଆଦିଲ୍ଲୀରେ ପହଞ୍ଚିବ । ଦିଲ୍ଲୀ ପରେ ପଦଯାତ୍ରା ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଜାନୁୟାରୀ ୨୬ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କଂଗ୍ରେସ ନେତା!-->…
Read More...
Read More...
୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି, ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ, ୬୦୦୦…
● ଅଧିକାଂଶ ସ୍ଥାନରୁ ଏଏଫଏସପିଏ ପ୍ରତ୍ୟାହାର, ଶାନ୍ତି ରାଜିନାମା ସ୍ୱାକ୍ଷରିତ : କେନ୍ଦ୍ର ମନ୍ତ୍ରୀ● ସଙ୍କଟରେ ପଡ଼ିଥିବା ଭାରତୀୟ ନାଗରିକଙ୍କ ପ୍ରତି ସରକାରଙ୍କ ପ୍ରାଥମିକତା, ବନ୍ଦେ ଭାରତ ଜରିଆରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର : ଶ୍ରୀ ଠାକୁର● ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ!-->…
Read More...
Read More...
ଫିଫା ବିଶ୍ୱକପ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍ ମେସିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଟ୍ୱିଟ୍ କରି ଫିଫା ବିଶ୍ୱକପ୍ ଚାମ୍ପିଅନ୍ ଆର୍ଜେଣ୍ଟିନା ଦଳ ଏବଂ ଅଧିନାୟକ ଲିଓନେଲ୍ ମେସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଏହା (ଆର୍ଜେଣ୍ଟିନା-ଫ୍ରାନ୍ସ ଫାଇନାଲ୍ ମ୍ୟାଚ୍) ସବୁଠୁ ରୋମାଞ୍ଚପୂର୍ଣ୍ଣ ଫୁଟବଲ୍!-->…
Read More...
Read More...
ଗଣତନ୍ତ୍ର ଦିବସରୁ ଓଡ଼ିଶାରେ ଆରମ୍ଭ ହେବ କଂଗ୍ରେସର ‘ହାତ୍ ସେ ହାତ୍ ଯୋଡ଼ୋ’ ଯାତ୍ରା
ନୂଆଦିଲ୍ଲୀ : ୨୦୨୩ ଜାନୁଆରୀ ୨୬ରୁ ଓଡ଼ିଶାରେ ଆରମ୍ଭ ହେବ 'ହାତ ସେ ହାତ ଯୋଡ଼ୋ' ଯାତ୍ରା । ୨ ମାସ ଧରି ଏହା ଚାଲିବ । ଏହି କାର୍ୟ୍ୟକ୍ରମକୁ ସମସ୍ତ ନେତା ଅଧିକ ଗୁରୁତ୍ୱ ଦେବାକୁ ପ୍ରଭାରୀ କହିଛନ୍ତି । ଏ ନେଇ ଆଗାମୀ ଦିନରେ ଦଳୀୟ ନେତାମାନଙ୍କୁ ଗାଁକୁ ଯିବାକୁ ପଡିବ, ପ୍ରତି ବୁଥ୍ସ୍ତରେ!-->…
Read More...
Read More...
୨ ବସ୍ ମୁହାଁମୁହିଁ ଧକ୍କା, ୩ ମୃତ ୨୨ ଆହତ
ନୂଆଦିଲ୍ଲୀ : ଗ୍ରେଟର ନଏଡା ଏକ୍ସପ୍ରେସୱେ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ବସ୍ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ୨ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା!-->…
Read More...
Read More...
କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ
ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା ଏବେ ୭ଟି ରାଜ୍ୟ ଅତିକ୍ରମ କରି ସାରିଲାଣି । ଏଥି ମଧ୍ୟରେ ରହିଛି!-->…
Read More...
Read More...
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ମୁଁ!-->…
Read More...
Read More...
ଫିକି ସିଏସ୍ଆର୍ ଆୱାର୍ଡ ପାଇଲା ଇମ୍ଫା
ନୂଆଦିଲ୍ଲୀ : ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି । ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମର ବିଶେଷ ସଫଳତା ଯୋଗୁଁ ଉକ୍ତ ସମ୍ମାନ ମିଳିଥିବା ନେଇ ଇମ୍ପା ପକ୍ଷରୁ କୁହାଯାଇଛି ।
Read More...
Read More...