Browsing Category

ଦେଶ ବିଦେଶ

ଆଫଗାନିସ୍ତାନରେ ଭୂମିକମ୍ପ

କାବୁଲ : ଆଫଗାନିସ୍ତାନର ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳ ୯ଟା ୪ ମିନିଟ୍‌ ୪୪ ସେକେଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା । ନ୍ୟାସନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି(ଏନ୍‌ସିଏସ୍‌) ଦ୍ୱାରା ଏହି ସୂଚନା
Read More...

ଖାଇକୁ ଖସିଲା ବସ୍‌ : ୫ ମୃତ, ୧୫ ଆହତ

ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଏକ ମିନି ବସ୍‌ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିବା ଖବର ମିଳିଛି । ଫଳରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଠୁଆ ଜିଲ୍ଲାର ବିଲ୍ଲାୱାର ଅଞ୍ଚଳରେ
Read More...

ସିଆରପିଏଫ ଓ ଆଇଟିବିପି ପକ୍ଷରୁ କଟକରେ ଆଜାଦି କା ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ପାଳିତ

ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନନେତାଜୀଙ୍କ ବୀରତ୍ୱ ଓ ସାହସକୁ ସ୍ମରଣ କରି ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ନୂଆଦିଲ୍ଲୀ, (ପିଆଇବି) : ଆଜାଦିର ଅମୃତ ମହୋତ୍ସବ ଏବଂ ନେତାଜୀଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ସିଆରପିଏଫ୍ ଏବଂ ଆଇଟିବିପି ପକ୍ଷରୁ ଓଡିଶା
Read More...

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ନବନିଯୁକ୍ତ ପ୍ରାର୍ଥୀମାନେ ଅମୃତ କାଳରେ ସୈନିକ ହୋଇ କାମ କରନ୍ତୁ : ଧର୍ମେନ୍ଦ୍ର ପ୍ରଧାନ• ତୃତୀୟ ପର୍ଯ୍ୟାୟରେ ୧୨୮ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କଲେ କେନ୍ଦ୍ରମନ୍ତ୍ରୀ• ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ
Read More...

ଆଜି ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପାଇଥିବା ୭୧ ହଜାର ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନିଯୁକ୍ତିପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ସୂଚନା ଅନୁସାରେ, ପୂର୍ବାହ୍ନ ସାଢ଼େ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୯ ମୃତ

ମୁମ୍ବାଇ : ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଗୋରେଗାଓଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରୋପୋଲି ଗ୍ରାମ୍ୟ ନିକଟ ମୁମ୍ବାଇ-ଗୋଆ ରାଜପଥରେ ଘଟିଛି । ଏକ ଟ୍ରକ ଏବଂ ଚାରି ଚକିଆ ଯାନ ମଧ୍ୟରେ ଦୁର୍ଘଟଣା
Read More...

ଆଜି ହିମାଚଳ ପ୍ରଦେଶରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା

ସିକିମ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବୁଧବାର ହିମାଚଳ ପ୍ରଦେଶରେ ପ୍ରବେଶ କରିବ । ଏହା ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ମଙ୍ଗଳବାର ଇନ୍ଦୋରା ନିକଟସ୍ଥ ମାନସେର ଟୋଲ ପ୍ଲାଜାରେ ବ୍ୟବସ୍ଥାର ସମୀକ୍ଷା କରିଥିବା ସରକାରୀ ସୂତ୍ରରୁ
Read More...

ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠୁ ଆରମ୍ଭ ହେଉଛି । ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଆଜି ଅପରାହ୍ଣ ୪ଟାରୁ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୩୫ ଜଣ କେନ୍ଦ୍ର
Read More...

୩୦ କୋଟିର ହେରୋଇନ ଜବତ, ୨ ଗିରଫ

ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ(ବିଏସଏଫ) ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରକୁ ଲାଗି ରହିଥିବା ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରୁ ଚୋରା ଚାଲାଣର ଏକ ବଡ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି । ଏହାସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଏମାନଙ୍କ ନିକଟରୁ
Read More...

କୁନୋ ନ୍ୟାସନାଲ ପାର୍କକୁ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

ନୂଆଦିଲ୍ଲୀ : କୁନୋରେ ନାମିବ୍ୟାରୁ ଆସିଥିବା ୮ ଚିତାଙ୍କ ସୁରକ୍ଷିତ ରହଣି ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବା ପାଇଁ ତାରଖ ଧାର୍ଯ୍ୟ ହୋଇଛି । ଏଥର ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯିବ । ମଧ୍ୟ ପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି । କୁନୋକୁ ଆସିବାକୁ ଥିବା ଏହି ଚିତାମାନେ
Read More...