Browsing Category

ଦେଶ ବିଦେଶ

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ସବୁ ଦିଗକୁ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହା ହେଉଛି
Read More...

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ : ମୁଖ୍ୟାଂଶ

ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଧାର ମାର୍ଗରେ ଅଗ୍ରସର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା, ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ହାର ହାସଲ କରିବା ଲାଗି ପ୍ରସ୍ତୁତଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟକୁ
Read More...

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ

ଗ୍ରାମାଞ୍ଚଳରେ ଜୀବନ ଧାରଣ ମାନରେ ଉନ୍ନତି ଆଣି ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ ଲକ୍ଷ୍ୟଏମ୍‌ଜିନରେଗା ଯୋଜନା ଅଧୀନରେ ସୃଷ୍ଟି ହେଉଥିବା ସମ୍ବଳର ଭଲ ପ୍ରଭାବ କୃଷି ଉତ୍ପାଦକତା ଓ ପାରିବାରିକ ଆୟ ଉପରେ ପଡିଛି; ଏହା ଫଳରେ ଗ୍ରାମଞ୍ଚଳରୁ ଲୋକଙ୍କ ପଳାୟନ ଓ ଋଣଗ୍ରସ୍ତ ହେବାର ହାର
Read More...

ପେଶୱାର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩ କୁ ବୃଦ୍ଧି, ତେହେରିକ-ଇ-ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କଲା

ପେଶୱାର : ପାକିସ୍ତାନରେ ପେଶୱାର ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଥିବା ବେଳେ ୧୫୭ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ନିଜେ ଦାୟୀ ବୋଲି ସ୍ୱୀକାର କରିଛି । ଅଧିକାରୀମାନେ କହିଛନ୍ତି ଯେ, ଆଗ ଧାଡିରେ
Read More...

ବର୍ତ୍ତମାନ ରୁଷ ଏବଂ ଆମେରିକା ମଧ୍ୟ ଯୁଦ୍ଧର ନିକଟତର ହେଉଛନ୍ତି, ହ୍ୱାଇଟ ହାଉସକୁ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମାରାତ୍ମକ ଅସ୍ତ୍ର ଯୋଗାଇବା ଏବଂ ୟୁରୋପୀୟ ଦେଶଗୁଡ଼ିକୁ ରୁଷ ବିରୁଦ୍ଧରେ ଏକତ୍ର କରିବା ଜୋ ବାଇଡେନଙ୍କୁ ମହଙ୍ଗା ପଡ଼ିପାରେ । ରୁଷର ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗି ରୟାବକୋଭ ୟୁକ୍ରେନକୁ ମାରାତ୍ମକ ଅସ୍ତ୍ର
Read More...

ପାପର ହାଣ୍ଡି ପୂରିଗଲା : ଜଣେ ଶିଷ୍ୟଙ୍କୁ ବଳାତ୍କାର ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧିନଗର : ସାଧୁ ବସ୍ତ୍ର ପରିଧାନ କରିଥିବା ଆଶାରାମ ବାପୁଙ୍କ ପାପର ହାଣ୍ଡି ପୂରିଯାଇଛି । ବଳାତ୍କାର ମାମଲାରେ ତାଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଗାନ୍ଧିନଗର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ବଳାତ୍କାର ମାମଲାରେ କୋର୍ଟ ଅସାରାମଙ୍କୁ ଦୋଷୀ
Read More...

ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ ବିଶାଖାପାଟନମ୍ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଘୋଷଣା

ବିଶାଖାପାଟନମ୍‌ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିଶାଖାପାଟନମ୍ ସହର ଆନ୍ଧ୍ରପ୍ରଦେଶର ରାଜଧାନୀ ହେବାକୁ ଯାଉଛି । ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, "ମୁଁ ସମସ୍ତଙ୍କୁ ବିଶାଖାପାଟନମକୁ ନିମନ୍ତ୍ରଣ
Read More...

ଭୂକମ୍ପରେ ଥରିଲା ଆଣ୍ଡାମାନ

ପୋର୍ଟ ବ୍ଲେୟାର୍‌ : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୋର ପ୍ରାୟ ୩.୪୦ ସମୟରେ ଏହି ଭୂକମ୍ପ ଘଟିଥିଲା । ଏନସିଏସ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ପାଲଘର ଜିଲ୍ଲା ଦାହାନୁ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏକ କାର୍‌ -ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି
Read More...

ଆକାଶଦୀପ’ ସମ୍ମାନରେ ସମ୍ମାନିତ ହେବେ ପ୍ରତିଭା ରାୟ

ନୂଆଦିଲ୍ଲୀ : ଅମର ଉଜାଲା ପକ୍ଷରୁ ନୂଆଦିଲ୍ଲୀରେ ଆଜି ଶବ୍ଦ ସମ୍ମାନ ଅନୁଷ୍ଠିତ ହେବ । ସର୍ବୋଚ୍ଚ ଶବ୍ଦ ସମ୍ମାନ ‘ଆକାଶଦୀପ’ ହିନ୍ଦୀ ଭାଷାର ପ୍ରଖ୍ୟାତ କଥାକାର ଦିବଂଗତ ଶେଖର ଯୋଶୀ ଓ ବିଖ୍ୟାତ ଓଡିଆ ଲେଖିକା ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ । ପୁନମ ୱାସମ, ସୁଧୀର ଚନ୍ଦ୍ର, ଚନ୍ଦନ
Read More...