Browsing Category

ଦେଶ ବିଦେଶ

ପତ୍ନୀଙ୍କ ପେଟରେ ଗୁଳି କରି ସ୍ୱାମୀ ଫେରାର୍‌

ମୁଙ୍ଗେର୍ : ମୁଙ୍ଗେରରେ ପାରିବାରିକ ବିବାଦ ଏତେ ଗଭୀର ହେଲା ଯେ, ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଗୁଳି କରିଛନ୍ତି । ପଡୋଶୀମାନେ ଆହତ ପତ୍ନୀଙ୍କୁ ତାରାପୁର ସବ୍‌ଡିଭିଜନ ହସ୍ପିଟାଲକୁ ନେଇଥିଲେ, ଯେଉଁଠାରୁ ତାଙ୍କୁ ପ୍ରଥମ ଚିକିତ୍ସା ପରେ ଭାଗଲପୁରକୁ ରେଫର କରାଯାଇଛି । ଗୁଳି ଚଳାଇବା ପରେ
Read More...

ଆଇପିଏଲ୍ ୨୦୨୩ : ହାଇଦ୍ରାବାଦର ନାଟକୀୟ ବିଜୟ

ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୩ର ୫୨ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମ୍ୟାଚ୍‌ରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୧୫ ରନ୍‌ର ବିଜୟ ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଶେଷ ବଲ୍‌ରେ
Read More...

ଅମୃତସର ସ୍ୱର୍ଣ୍ଣ ମନ୍ଦିର ପାଖରେ ୩୬ ଘଣ୍ଟାରେ ୨ ବିସ୍ଫୋରଣ

ଚଣ୍ଡିଗଡ଼ : ସୋମବାର ସକାଳେ ପଞ୍ଜାବର ଅମୃତସରର ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ଛକରେ ପୁଣି ଏକ ବିସ୍ଫୋରଣ ଘଟିଛି । ଗତ ୩୬ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ । ଶନିବାର ଦିନ ପ୍ରାୟ ୧୨ଟା ସମୟରେ ସରାଗଡ଼ି ପାର୍କିଂ ନିକଟରେ ଏକ ବିସ୍ଫୋରଣ ଘଟିଥିଲା, ଏହି କାରଣରୁ ରେଷ୍ଟୁରାଣ୍ଟର
Read More...

ପ୍ରାଦେଶିକ ସେନା ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ପ୍ରସ୍ତାବକୁ ମଞ୍ଜୁର କଲେ ପ୍ରତିରକ୍ଷା…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଗଠନାତ୍ମକ ଆବଶ୍ୟକତା ଅନୁରୂପ ପ୍ରାଦେଶିକ ସେନା ବା ଟେରିଟୋରିଆଲ ଆର୍ମୀ (ଟିଏ)ର ମହିଳା ଅଧିକାରୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ
Read More...

ଭାରତୀୟ ବାୟୁ ସେନା ସି-୧୭ ବିମାନ ମାଧ୍ୟମରେ ସୁଦାନରୁ ସାମରିକ ଉଦ୍ଧାର ଅଭିଯାନ ଅନ୍ତର୍ଗତ ପ୍ରାୟ ୨୪ ଘଣ୍ଟାର…

ନୂଆଦିଲ୍ଲୀ, (ପିଆଇବି) : ୦୩ - ୦୪ ମେ' ୨୩ର ମଧ୍ୟରାତ୍ରିରେ, ହିନ୍ଦାନରୁ ବିମାନ ଚଳାଚଳ କରୁଥିବା ଏକ ଭାରତୀୟ ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ବିମାନ ରାତିସାରା ଉଡ଼ାଣ କରି ସାଉଦି ଆରବର ଜେଦାଠାରେ ଅବତରଣ କରିବାକୁ ଯାଇଥିଲା । ଏହି ବିମାନଟି ଯୁଦ୍ଧ ପ୍ରପୀଡ଼ିତ ସୁଦାନ ଦେଇ ଭାରତକୁ ଫେରିବା
Read More...

ୟୁପିରେ ଆଉ ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି

ଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ୟୁପିର ମିରଟରେ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି । ଅନୀଲ ଦୁଜାନା ନାମରେ ୬୦ରୁ ଅଧିକ ମାମଲା ଥିବା ନେଇ ସୂଚନା ମିଳିଛି ।
Read More...

ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ : ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ

ଡିଏଫ୍ପିଡି ପକ୍ଷରୁ ହିତାଧିକାରୀଙ୍କ ସହ ଏକ ବୈଠକରେ ଖାଇବା ତେଲର ସମୀକ୍ଷା କରାଯାଇଛି ଦିଲ୍ଲୀ, (ପିଆଇବି) : ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି
Read More...

ଉତ୍ତରପ୍ରଦେଶ ଠାରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ୨୦୨୨ର ଲୋଗୋ, ମାସ୍କଟ, ଜର୍ସି ଏବଂ ସଂଗୀତ ଲଂଚ…

ରାଜ୍ୟର ରାଜଧାନୀ ଲକ୍ଷ୍ନୌ ବ୍ୟତୀତ ବାରଣାସୀ, ନୋଏଡା ଏବଂ ଗୋରଖପୁର ଠାରେ ଏହି ଖେଳ ଅନୁଷ୍ଠିତ ହେବ ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମେ’ ୫ ତାରିଖରେ ଲକ୍ଷ୍ନୌର ଗୋମତି ନଗର ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଖେଲୋ
Read More...

ବାରାମୁଲାରେ ସେନା-ଆତଙ୍କବାଦୀ ଗୁଳି ବିନିମୟ : ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାରାମୁଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ଗୁରୁବାର ଭୋରରୁ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ସାମଗ୍ରୀ, ଗୋଟିଏ ଏକେ-୪୭ ବନ୍ଧୁକ,
Read More...

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଓ ଏନଡିଆରଏଫ କର୍ମଚାରୀଙ୍କୁ ଦିଆଯିବ ଶ୍ରୀ ଅନ୍ନ (ମିଲେଟ୍ସ)ରେ ପ୍ରସ୍ତୁତ ଭୋଜନ

• ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ-୨୦୨୩ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି• କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ସବୁ ବାହିନୀ ସହିତ ବିସ୍ତୃତ ଆଲୋଚନା ପରେ ଭୋଜନରେ ୩୦%
Read More...