Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ବିକଶିତ ଭାରତ - ୨୦୪୭ ସ୍ୱପ୍ନକୁ ସାକାର କରିବ : ପ୍ରଧାନମନ୍ତ୍ରୀବିକଶିତ ରାଜ୍ୟମାନଙ୍କ ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ; ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲା ୨୦୪୭ ପାଇଁ ଏକ ସଂକଳ୍ପ ଧାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା ବିକଶିତ
Read More...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷ ପୂରିଲା

କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଜଣେ ବିଦ୍ୟାଳୟ ଶିକ୍ଷକ ଭୂମିକା ଗ୍ରହଣ କଲେ ରାଷ୍ଟ୍ରପତିରାଷ୍ଟ୍ରପତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ନିଜ କାର୍ଯ୍ୟକାଳର ଦୁଇ
Read More...

‘ଦରବାର ହଲ୍’ ଓ ‘ଅଶୋକ ହଲ୍’ ଯଥାକ୍ରମେ ‘ଗଣତନ୍ତ୍ର ମଣ୍ଡପ’ ଓ ‘ଅଶୋକ…

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନ, ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବାସଭବନ, ରାଷ୍ଟ୍ରର ପ୍ରତୀକ ଏବଂ ଲୋକମାନଙ୍କର ଅମୂଲ୍ୟ ଐତିହ୍ୟ । ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଷ୍ଟ୍ରପତି ଭବନର ପରିବେଶକୁ ଭାରତୀୟ ସାଂସ୍କୃତିକ
Read More...

ଆଇଆଇଏମ୍‌ସି, ଆଇଜୋଲ ଠାରେ ଭାରତର ୫୦୦ତମ କମ୍ୟୁନିଟି ରେଡିଓ ଷ୍ଟେସନ- ଅପ୍‌ନା ରେଡିଓ ୯୦.୦ ଏଫ୍‌ଏମ୍‌କୁ ଉଦ୍‌ଘାଟନ କଲେ…

ଦଶମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ ଶ୍ରୀ ବୈଷ୍ଣବଆଇଆଇଏମ୍‌ସିର ଅପ୍‌ନା ରେଡିଓ ଷ୍ଟେସନ, ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ : ଶ୍ରୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Read More...

ରେଳ ବଜେଟ୍ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ୨୦୦୯ରୁ ୧୪ ତୁଳନାରେ ସାଢ଼େ ୧୨ଗୁଣ ରେଳ ଅନୁଦାନ ମିଳିଛିଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ତିନିଗୁଣ ଅଧିକ ବେଗରେ ନୂଆ ରେଳ ଲାଇନ୍ ନିର୍ମାଣ ହୋଇଛିପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳ ବିକାଶ ପ୍ରତି ବିଶେଷ ଗୁରୁତ୍ୱାରୋପ
Read More...

ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୭୩.୬୦% ବୃଦ୍ଧି ପାଇ ପ୍ରାୟ ୧୩,…

ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା୬୩,୦୦୦ ଗ୍ରାମକୁ ସାମିଲ କରିବା ଲକ୍ଷ୍ୟ୫ କୋଟି ଆଦିବାସୀ ଉପକୃତ ହେବେପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ :
Read More...

୨୦୨୪-୨୦୨୫ କେନ୍ଦ୍ର ବଜେଟ୍‌ର ସାରାଂଶ

ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି ଏବଂ ୪ ପ୍ରତିଶତ ଲକ୍ଷ୍ୟ ଆଡ଼କୁ ଗତି କରୁଛି୫ ବର୍ଷରେ ୪.୧ କୋଟି ଯୁବକଯୁବତୀଙ୍କୁ ରୋଜଗାର, ଦକ୍ଷତା ଏବଂ ଅନ୍ୟାନ୍ୟ ସୁଯୋଗ ଯୋଗାଇଦେବା ପାଇଁ ୫ଟି ଯୋଜନା ଓ ପଦକ୍ଷେପକୁ ନେଇ ୨ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ପ୍ୟାକେଜ୍'ବିକଶିତ ଭାରତ' ଅଭିଯାନ
Read More...

କେନ୍ଦ୍ର ବଜେଟ୍ ୨୦୨୪-୨୫ର ମୁଖ୍ୟାଂଶ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍‌ର ମୁଖ୍ୟାଂଶ ଗୁଡ଼ିକ ହେଲା:ଭାଗ-ଏ୨୦୨୪-୨୫ ବଜେଟ୍ ଆକଳନ:● ଋଣ ବ୍ୟତୀତ ଅନ୍ୟ ମୋଟ ଆୟ : ୩୨.୦୭ ଲକ୍ଷ କୋଟି
Read More...

ନୂଆ ଟିକସ୍‌ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କଲେ ସରକାର

ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି୧୭,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବେ ବେତନଭୋଗୀ ନୂଆଦିଲ୍ଲୀ, (ପିଆଇବି) : କର୍ନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ
Read More...

ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ହୋଇଥିବା ଅଧ୍ୟୟନରୁ ୨୦୨୦ରେ ଅତିରିକ୍ତ ମୃତ୍ୟୁହାର ଉପରେ ଆଲୋକପାତ କରୁଥିବା ଗଣମାଧ୍ୟମ…

ଗତ ବର୍ଷ ତୁଳନାରେ ୨୦୨୦ରେସାଇନ୍ସ ଆଡଭାନ୍ସ ପେପର୍‌ରେ ପ୍ରକାଶିତ ଅତିରିକ୍ତ ମୃତ୍ୟୁହାର ଏକ ଗୁରୁତ୍ୱହୀନ ଏବଂ ବିଭ୍ରାନ୍ତିକର ଆକଳନଅଧ୍ୟୟନ ଭୁଲ୍ ଏବଂ ଲେଖକଙ୍କ ଦ୍ୱାରା ଅନୁସରଣ କରାଯାଇଥିବା ପଦ୍ଧତିରେ ଗମ୍ଭୀର ତ୍ରୁଟି ରହିଛି; ଦାବିଗୁଡ଼ିକ ଅସଙ୍ଗତ ଏବଂ ଅସ୍ପଷ୍ଟସାଇନ୍ସ ଆଡଭାନ୍ସ
Read More...