Browsing Category
ଦେଶ ବିଦେଶ
ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ
ନୂଆଦିଲ୍ଲୀ, (ପିଆଇବି) : ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ!-->…
Read More...
Read More...
‘କର୍ମଯୋଗୀ ସପ୍ତାହ’ – ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଶିକ୍ଷା ସପ୍ତାହ ୨୦୪୭ ସୁଦ୍ଧା ଆମର ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ : ପ୍ରଧାନମନ୍ତ୍ରୀଅଭିନବ ଚିନ୍ତାଧାରା ଏବଂ ନାଗରିକ-କେନ୍ଦ୍ରୀତ ଆଭିମୁଖ୍ୟ ଅନୁସରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀବେସାମରିକ ସେବା ପ୍ରଶିକ୍ଷଣ!-->…
Read More...
Read More...
କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ କୃଷି ସମ୍ମିଳନୀ – ରବି ଅଭିଯାନ ୨୦୨୪ ଅନୁଷ୍ଠିତ
୨୦୨୪-୨୫ରେ ଖାଦ୍ୟଶସ୍ୟ ଉତ୍ପାଦନର ଜାତୀୟ ଲକ୍ଷ୍ୟ ୩୪୧.୫୫ ନିୟୁତ ଟନ୍ ହେବ : ଶ୍ରୀ ଚୌହାନମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଙ୍କ ପ୍ରତ୍ୟେକ ପରାମର୍ଶ ଉପରେ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରିବେ - ଶିବରାଜ ସିଂ ଚୌହାନ
ନୂଆଦିଲ୍ଲୀ, (ପିଆଇବି) : ପୂର୍ବ ଫସଲ ଋତୁରେ ଫସଲ ପ୍ରଦର୍ଶନର!-->!-->!-->…
Read More...
Read More...
ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି – ଧର୍ମେନ୍ଦ୍ର ପ୍ରଧାନ
ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତାଆମ ଭାଷା ଗୁଡିକ ହେଉଛି 'ଭାରତୀୟତା'ର ପ୍ରାଣଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ!-->…
Read More...
Read More...
ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ଇଣ୍ଡିଆ କେମ୍ ୨୦୨୪ରେ ଭାରତର ପେଟ୍ରୋକେମିକାଲ୍ ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି
ଭାରତ ବିଶ୍ୱ ରସାୟନ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାର ସମ୍ଭାବନା ରହିଛି : ମନ୍ତ୍ରୀ ଶ୍ରୀ ପୁରୀପେଟ୍ରୋକେମିକାଲକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୦୨୫ ସୁଦ୍ଧା ନୂଆ ପିସିପିଆଇଆର ନୀତି ଅଧୀନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
କଣ୍ଟେଣ୍ଟ ହବ୍ ଭାବେ ଉଭା ହେଲା ଭାରତ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେଭ ଶିଖର ସମ୍ମିଳନୀ ଆୟୋଜନ କରିବ
କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ୨୭ଟି ଆହ୍ବାନସରକାର ଏଭିଜିସି କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ୍ ସୁନିଶ୍ଚିତ କରିବା ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି କଣ୍ଟେଣ୍ଟ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରୁଛନ୍ତି : ଡ. ଏଲ୍ ମୁରୁଗାନ୍ଭାରତୀୟ!-->…
Read More...
Read More...
ପୋଷଣଯୁକ୍ତ ଚାଉଳ : ସୂକ୍ଷ୍ମ ପୋଷକ ତତ୍ତ୍ୱ ଅଭାବ ଦୂର କରିବା ପାଇଁ କେନ୍ଦ୍ରର ମହତ୍ୱାକାଂକ୍ଷୀ ପଦକ୍ଷେପ
ସବୁ ବ୍ୟକ୍ତିବିଶେଷଙ୍କ ପାଇଁ ଲୌହସାର-ପୋଷକ ତତ୍ତ୍ୱ ଯୁକ୍ତ ଚାଉଳର ସୁରକ୍ଷାକୁ ସମର୍ଥନ କରିଥାଏ ବୈଜ୍ଞାନିକ ପ୍ରମାଣଚାଉଳରେ ପୋଷକ ତତ୍ତ୍ୱ ମିଶ୍ରଣ ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଅଭ୍ୟାସ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ପାଳନ କରୁଛି ଭାରତକାର୍ଯ୍ୟକ୍ଷମ ଥିବା ୩୦,୦୦୦!-->…
Read More...
Read More...
କୃଷକ ଏବଂ କୃଷକ ସଂଗଠନ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ
କୃଷକମାନଙ୍କ ସହ କୃଷି ସମ୍ବନ୍ଧୀୟ ଅନେକ ପ୍ରସଙ୍ଗରେ ଗମ୍ଭୀରତାର ସହ ଆଲୋଚନା ହୋଇଛି, ସେମାନେ ଅନେକ ଗଠନମୂଳକ ପରାମର୍ଶ ଦେଇଛନ୍ତି : ଶିବରାଜ ସିଂ ଚୌହାନଏକ, ଦୁଇ କିମ୍ବା ଅଢ଼େଇ ଏକର ଜମି ଥିବା ଚାଷୀଙ୍କୁ ଲାଭଜନକ ଚାଷ ପାଇଁ ଆଦର୍ଶ କୃଷି ପଦ୍ଧତିର ପ୍ରଶିକ୍ଷଣ ଉପରେ କୃଷକମାନେ ଗୁରୁତ୍ୱାରୋପ!-->…
Read More...
Read More...
ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଲେ…
ଅଭିଧମ୍ମରେ ନିହିତ ଏବଂ ଧମ୍ମର ସାରାଂଶ ବୁଝିବାକୁ ପାଲି ଭାଷାର ଜ୍ଞାନ ଆବଶ୍ୟକ : ପ୍ରଧାନମନ୍ତ୍ରୀଭାଷା କେବଳ ଏକ ସଞ୍ଚାରର ମାଧ୍ୟମ ନୁହେଁ, ଭାଷା ସଭ୍ୟତା ଓ ସଂସ୍କୃତିର ଆତ୍ମା : ପ୍ରଧାନମନ୍ତ୍ରୀପ୍ରତ୍ୟେକ ଦେଶ ତାର ଐତିହ୍ୟ ମାଧ୍ୟମରେ ପରିଚୟ ହାସଲ କରେ, ଦୁର୍ଭାଗ୍ୟବଶତଃ, ଭାରତ ଏ ଦିଗରେ!-->…
Read More...
Read More...
ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ନାସିକରୁ ଦିଲ୍ଲୀକୁ ରେଳ ରେକ୍ ଯୋଗେ ପିଆଜ ପରିବହନ କରୁଛି
ଅକ୍ଟୋବର ୨୦ ସୁଦ୍ଧା ଆସିବ ୧୬୦୦ ମେଟ୍ରିକ୍ ଟନ୍ ପିଆଜ, ଦର କମିବମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଟମାଟୋ ଆସିବା ବୃଦ୍ଧି ପାଉଥିବାରୁ ଟମାଟୋ ଯୋଗାଣ ସ୍ଥିତିରେ ସୁଧାର ଆସିବ : ଭାରତ ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ସଚିବ
ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଖାଉଟି ବ୍ୟାପାର!-->!-->!-->…
Read More...
Read More...