Browsing Category

ଦେଶ ବିଦେଶ

ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଅଷ୍ଟ୍ରେଲିଆର ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ସାକ୍ଷାତ୍ ଆଲୋଚନାମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ ପରିଦର୍ଶନ କରିବା ସହ ଗବେଷକ ଏବଂ
Read More...

ଏସ୍‌ବିଆଇ ରିପୋର୍ଟ : ଟିକସ ସରଳୀକରଣ ଯୋଗୁଁ ଆଇଟିଆର ଦାଖଲ ବୃଦ୍ଧି

କମୁଛି ଆୟ ଅସମାନତା : ସରକାରୀ ପଦକ୍ଷେପ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ରୋଜଗାର ବଢ଼ାଉଛି ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଟିକସ ସରଳୀକରଣ ପଦକ୍ଷେପ କାରଣରୁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ବୃଦ୍ଧି ପାଇଛି । ଟିକସ
Read More...

ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାର ଶୁଭାରମ୍ଭ କଲେ…

‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’ ଭାରତୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଏକ ମାଇଲଖୁଣ୍ଟ ପାଲଟିବ : ରାଜୀବ ରଞ୍ଜନ ସିଂ୫ ଦିନ ଏବଂ ପ୍ରତି ଘଣ୍ଟା ଭିତ୍ତିରେ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ବର୍ତ୍ତମାନ ୨.୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଉପଲବ୍ଧ ହେବ
Read More...

ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ – ଧର୍ମେନ୍ଦ୍ର ପ୍ରଧାନ

ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଯୋଗଦେଲେଏଆଇଇଏସ୍‌ସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତିଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା
Read More...

୫୫ତମ ଆଇଏଫ୍ଏଫ୍ଆଇ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ଘୋଷଣା କଲା ଇଣ୍ଡିଆନ୍ ପାନୋରାମା

'ସ୍ୱାତନ୍ତ୍ର୍ୟ ବୀର ସାବରକର' ହେବ ଭାରତୀୟ ପାନୋରାମାର ଓପନିଂ ଫିଚର ଫିଲ୍ମଲଦାଖୀ ଭାଷାର ଫିଲ୍ମ 'ଘର ଜୈସା କୁଛ' ହେବ ଓପନିଂ ନନ୍ ଫିଚର ଫିଲ୍ମ୫୫ତମ ଆଇଏଫ୍ଏଫ୍ଆଇରେ ଭାରତୀୟ ପାନୋରାମାରେ ପ୍ରଦର୍ଶିତ ହେବ ୨୫ଟି ଫିଚର ଫିଲ୍ମ ଓ ୨୦ଟି ଅଣ-ଫିଚର ଫିଲ୍ମ ନୂଆଦିଲ୍ଲୀ, (ପିଆଇବି) :
Read More...

ସାମୁଦ୍ରିକ ଝଡ଼ ‘ଦାନା’ର ପ୍ରଭାବକୁ ହ୍ରାସ କରିବା ପାଇଁ ରେଳବାଇର ସକ୍ରିୟ ପଦକ୍ଷେପ : ରିଲିଫ୍ କାର୍ଯ୍ୟ, ଯାତ୍ରୀଙ୍କ…

ପୂର୍ବ ଉପକୂଳରେ ରେଡ୍ ଆଲର୍ଟ ମଧ୍ୟରେ ତୁରନ୍ତ ରେଳ ସେବା ପୁନରୁଦ୍ଧାର ପାଇଁ ୨ଟି ରାଜ୍ୟରେ ୯ଟି ଜରୁରୀକାଳୀନ ପ୍ରକୋଷ୍ଠ ସ୍ଥାପନ କରାଯାଉଛିପ୍ରବଳ ପବନର ପ୍ରଭାବକୁ କମ୍ କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଖାଦ୍ୟ ଓ ପାଣି ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛିବାତ୍ୟା ‘ଦାନା’ର
Read More...

ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଥିବା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ କେତେକ ଖବର…

ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ, କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଛିଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ପାଇଁ ସବସିଡି ବୃଦ୍ଧି କରାଯାଇଛି୨୦୨୪-୨୫ ରବି ଋତୁ ପାଇଁ ମୋଟ୍‌ ବଜେଟ୍ ଆବଣ୍ଟନ
Read More...

୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର ୨୦୨୪ରେ କାଜାନଠାରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ । ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ୨୦୨୦ରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ
Read More...

ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍‌କୁ ଦୃଷ୍ଟିରେ ରଖି ଆଇସିଜି ପ୍ରତିଷେଧକ ମୂଳକ ପଦକ୍ଷେପ…

ଜାହଜ ଏବଂ ବିମାନକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖାଯାଇଛି, ପାଣିପାଗ ଚେତାବନୀ ଏବଂ ସୁରକ୍ଷା ପରାମର୍ଶ ପ୍ରସାରିତ ହେଉଛି; ବିପର୍ଯ୍ୟୟ ପ୍ରଶମନ ଦଳ ପ୍ରସ୍ତୁତ ନୂଆଦିଲ୍ଲୀ, (ପିଆଇବି) : ୨୪ – ୨୫ ଅକ୍ଟୋବର ୨୦୨୪ରେ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ଦାନା ଲ୍ୟାଣ୍ଡଫଲ୍
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ…

ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଉତ୍ସବ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ସଫଳତା ଏବଂ ଏକତାର ଭାବନା ପ୍ରତି ଶ୍ରଦ୍ଧାଞ୍ଜଳିବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଗଣତନ୍ତ୍ର ପ୍ରତିଷ୍ଠା ଏବଂ କାଶ୍ମୀରରୁ ଲାକ୍ଷାଦ୍ୱୀପ ପର୍ଯ୍ୟନ୍ତ ଭାରତକୁ
Read More...