Browsing Category
ଦେଶ ବିଦେଶ
ଓଡ଼ିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ₹୫୦୯ କୋଟି ଟଙ୍କା…
ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ।କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ।ରାୟାଗଡା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ୦୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ।
!-->!-->!-->…
Read More...
Read More...
ଆସନ୍ତା ଡିସେମ୍ବର ୧୧ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପ୍ରଦାନ କରିବେ…
• ମୋଟ୍ ୭ଟି ବର୍ଗରେ ପୁରସ୍କୃତ ହେବ ଓଡ଼ିଶା; ଗଞ୍ଜାମ ଓ ସୁନ୍ଦରଗଡ଼ର ଦୁଇଟି ପଞ୍ଚାୟତକୁ ମିଳିବ ପୁରସ୍କାର; ଛତ୍ରପୁର ଶ୍ରେଷ୍ଠ ବ୍ଲକ୍ ଏବଂ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ;• ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ!-->…
Read More...
Read More...
୨୫ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପଞ୍ଜୀକରଣ
୪୦ କୋଟିରୁ ଅଧିକ ଟଙ୍କାର ଚିକିତ୍ସା; ଉପକୃତ ହେଲେଣି ୭୦ ବର୍ଷ ଓ ତାଠାରୁ ଅଧିକ ବୟସର ୨୨୦୦୦ ବରିଷ୍ଠ ନାଗରିକ
ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୯!-->!-->!-->…
Read More...
Read More...
ରାଇଜିଂ ରାଜସ୍ଥାନ ବିଶ୍ୱ ନିବେଶ ଶିଖର ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରାଜସ୍ଥାନ ଏହାର କୁଶଳୀ ଶ୍ରମଶକ୍ତି ଏବଂ ବର୍ଦ୍ଧିଷ୍ଣ ବଜାର କାରଣରୁ ପୁଞ୍ଜିନିବେଶ ପାଇଁ ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବରେ ଉଭା ହେଉଛି : ପ୍ରଧାନମନ୍ତ୍ରୀସମଗ୍ର ବିଶ୍ୱର ବିଶେଷଜ୍ଞ ଓ ନିବେଶକମାନେ ଭାରତକୁ ନେଇ ଉତ୍ସାହିତ : ପ୍ରଧାନମନ୍ତ୍ରୀଭାରତର ସଫଳତା ଗଣତନ୍ତ୍ର, ଜନସଂଖ୍ୟା, ଡିଜିଟାଲ!-->…
Read More...
Read More...
ବିଏସ୍ଏଫ୍ର ୬୦ତମ ରେଜିଂ ଦିବସ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ନେଇ ଅଭୂତପୂର୍ବ ପରିବର୍ତନବିଏସ୍ଏଫ୍ ଯବାନଙ୍କ ଅବଦାନ ସ୍ୱର୍ଣ୍ଣିମ ଅକ୍ଷରରେ ଲିପବଦ୍ଧ ହୋଇରହିବସାହସ, ଶକ୍ତି ଓ ତ୍ୟାଗ ସହ ବିଏସ୍ଏଫ୍ ଯବାନ ଆଗଧାଡିର ସୁରକ୍ଷା ବଳଯବାନଙ୍କ ସମର୍ପିତ ସେବା ଲାଗି ସାରା ଦେଶ କୃତଜ୍ଞସୀମାରେ ଆଂଟି!-->…
Read More...
Read More...
ଡିସେମ୍ବର ୧୧ରେ ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
● ମହିଳାଙ୍କ ନେତୃତ୍ୱାଧୀନ ପଞ୍ଚାୟତଗୁଡ଼ିକୁ ସଫଳତା : ୪୨% ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତା ମହିଳା● ଓଡ଼ିଶାକୁ ମିଳିବ ମୋଟ୍ ୭ଟି ପୁରସ୍କାର; ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ହୋଇଛି!-->…
Read More...
Read More...
ଯକ୍ଷ୍ମା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମାଇବା ଲାଗି ହରିୟାଣାର ପଞ୍ଚକୁଲାଠାରେ ଶହେ ଦିନିଆ ସଘନ ଦେଶବ୍ୟାପୀ ଅଭିଯାନର…
• ଏହା ଏକ ୧୦୦ ଦିନିଆ କେନ୍ଦ୍ରିତ ଅଭିଯାନ ହେବ ଏବଂ ଦେଶର ସର୍ବାଧିକ ପ୍ରଭାବିତ ୩୪୭ଟି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କରିବା ଏହାର ଉଦ୍ଦେଶ୍ୟ : ଜେ. ପି. ନଡ୍ଡା• ‘‘ଏପରି ଏକ ସମୟ ଥିଲା ଯେତେବେଳେ ଯକ୍ଷ୍ମାକୁ ଏକ ‘ମନ୍ଥର ଗତିରେ ହେଉଥିବା ମୃତ୍ୟୁ’ ଭାବରେ!-->…
Read More...
Read More...
ଅହମ୍ମଦାବାଦଠାରେ ଗୁଜରାଟ ଲୋକସେବା ଟ୍ରଷ୍ଟ ଦ୍ୱାରା ଆୟୋଜିତ ‘ଲୋକ ସେବା ଉତ୍ସବ’ କାର୍ଯ୍ୟକ୍ରମକୁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କଲ୍ୟାଣକାରୀ ରାଷ୍ଟ୍ର ପାଇଁ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ସାକାର କରିଛନ୍ତିଗୁଜରାଟ ଲୋକସେବା ଟ୍ରଷ୍ଟ ୩୫ ବର୍ଷ ଧରି ଏହାର ଲକ୍ଷ୍ୟ ଦିଗରେ ନିରନ୍ତର କାର୍ଯ୍ୟ କରିଥିବାରୁ ପ୍ରଶଂସାର ଯୋଗ୍ୟଗରିବ କଲ୍ୟାଣର ମନ୍ତ୍ରକୁ ସମାଜର ତୃଣମୂଳ ସ୍ତରରେ କୋଟି!-->…
Read More...
Read More...
ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେଉତ୍ତରପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ : ପ୍ରଧାନମନ୍ତ୍ରୀଅଷ୍ଟଲକ୍ଷ୍ମୀ ମହୋତ୍ସବ ହେଉଛି ଉତ୍ତର-ପୂର୍ବର ଉଜ୍ଜ୍ୱଳ ଭବିଷ୍ୟତର ଉତ୍ସବ । ଏହା ବିକାଶର ଏକ ନୂତନ ସକାଳର ପର୍ବ, ଯାହା ଏକ ବିକଶିତ ଭାରତର ଅଭିଯାନକୁ ଆଗକୁ!-->…
Read More...
Read More...
୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ଓଡ଼ିଶାରେ ଖୋଲିବ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ - ଧର୍ମେନ୍ଦ୍ର ପ୍ରଧାନସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ଅନୁଗୋଳ ଜିଲ୍ଲାର ତାଳଚେର ଓ ଆଠମଲ୍ଲିକ, ଢେଙ୍କାନାଳର କାମାକ୍ଷାନଗର, ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧା, କୋରାପୁଟ ଜିଲ୍ଲାର ଜୟପୁର, ବଲାଙ୍ଗିର ଜିଲ୍ଲାର ରେଲଓ୍ୱେ ଟିଟିଲାଗଡ଼!-->…
Read More...
Read More...