Browsing Category

ଅପରାଧ

କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ କଲା ଏସଟିଏଫ୍‌

ଭଦ୍ରକ : କୋଟିଏ ଟ‌ଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭଦ୍ରକ ଜିଲ୍‌ଲ୍ଲା ଚାନ୍ଦବାଲି ଠାରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ଉ କରାଯାଇ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ମାମଲାରେ ସଂପୃ‌କ୍ତ ଅଭିଯୁକ୍ତ ମୀରୁ ମୀନହାଜ
Read More...

ଭିଡିଓ କଲ୍‌ରେ ଯୁବକ ସହିତ କଥାବାର୍ତ୍ତା କରୁଥିବା ବେଳେ ଯୁବତୀ ବେକରେ ଫାଶୀ ଲଗେଇଲେ

ସୋନଭଦ୍ର : ଉତ୍ତରପ୍ରଦେଶର ସୋନଭଦ୍ର ଅନ୍ତର୍ଗତ ଶାନ୍ତିନଗର ପୋଲିସ ଷ୍ଟେସନ ପରିସରରେ ଥିବା କୋହରୋଲିଆ ଗ୍ରାମରେ ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସ ସୂଚନା ଦେଇଛି । ବାସ୍ତବରେ, ମାଣିକଚନ୍ଦ୍ରଙ୍କ ଝିଅ ୨୮ ବର୍ଷୀୟ ଯୁବତୀ ବିଜେତା କୁମାରୀ ୨୨ ନଭେମ୍ବରରେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା
Read More...

ଆୟୁର୍ବେଦିକ ମସାଜ କେନ୍ଦ୍ର ନାମରେ ଦେହ ବ୍ୟବସାୟ ଚାଲିଥିଲା : ୪ ଗିରଫ

ମଦୁରାଇ : ତାମିଲନାଡୁର ମଦୁରାଇରେ ଏକ ବଡ ଦେହ ବ୍ୟବସାୟର ଏକ ର‍୍ୟାକେଟ୍ ଠାବ କରିବାରେ ପୋଲିସ ସଫଳ ହୋଇଛି । ନରିମେଡୁ ଅଞ୍ଚଳର ଏକ ଆୟୁର୍ବେଦିକ ମସାଜ କେନ୍ଦ୍ରରେ ଚାଲୁଥିବା ଦେହ ବ୍ୟବସାୟକୁ ତାଲାକୁଲମ ପୋଲିସ ଲୋକଲୋଚନକୁ ଆଣିଛି । ପୋଲିସ ଏପର୍ୟ୍ୟନ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି
Read More...

ଅମାନବିକତା : ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା

ଲଖ୍‌ନୋ : ଉତ୍ତର ପ୍ରଦେଶରେ ଥମୁନି ବର୍ବର କାଣ୍ଡ । ଅମାନବିତାର ସୀମା ଲଂଘନ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଲଖ୍‌ନୋଠାରୁ ୨୩୦ କିମି ଦୂରବର୍ତ୍ତୀ ମାହୋବା ଗ୍ରାମରେ ଜଣେ ଦଳିତ ନାବାଳିକା ଛାତ୍ରୀ(୧୬)ଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ଘଟଣା ସାରା ରାଜ୍ୟରେ
Read More...

ମହିଳା ଜଣକ ନିଜ ଜୀବନ ବଞ୍ଚାଇବାକୁ ଖୁବ୍‌ ଦୌଡ଼ିଲେ : ତଥାପି ଗୁଳି ମାରି ହତ୍ୟା କଲା ଅଭିଯୁକ୍ତ

ହରିୟାଣା : ହରିୟାଣାର ଟୋହାନା ସହରରେ ଜଣେ ଓକିଲଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଆତଙ୍କ ସୃଷ୍ଟି କରିଛି । କୁହାଯାଇଛି ଯେ, ହତ୍ୟାକାରୀଠାରୁ ରକ୍ଷା ପାଇବା ପାଇଁ ଓକିଲ ଚିମନଲାଲ ଗୋୟଲଙ୍କ ପତ୍ନୀ କୁସୁମଲତା ଖୁବ୍‌ ଦୌଡ଼ିଥିଲେ । ସେ ଏକ ଦୋକାନ ଆଡକୁ ଦୌଡ଼ିଗଲେ । ସ୍ୱାମୀଙ୍କୁ
Read More...

ଆଉ ଏକ ଚୀନ୍ ଷଡଯନ୍ତ୍ର ବିଫଳ ହେଲା : ୨ ଜଣ ଚୀନ୍ ନାଗରିକଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ : ଏଲ୍‌ଏସିରେ ଚୀନ୍ ଏବଂ ଭାରତ ମଧ୍ୟରେ ଅବରୋଧ ଜାରି ରହିଛି, ଯେଉଁ କାରଣରୁ ଭାରତୀୟ ସେନା ଖୁବ୍‌ ସତର୍କ । ଦେଶର ଗୁପ୍ତଚର ଏଜେନ୍ସି ମଧ୍ୟ ଚୀନ୍‌ର କାର୍ୟ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହା ସତ୍ୱେ ଚୀନ୍ କ୍ରମାଗତ ଭାବରେ ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରିବାକୁ ଚେଷ୍ଟା
Read More...

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଜେଲ ପଠାଗଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତ ୨୨ ଡିସେମ୍ବର ୨୦୨୦ରେ ଟିଟିଲାଗଡ ସ୍ଥିତ ସର୍ଗିଗୁଡ଼ା ଠାରେ ପୋଲିସ କୂଅରୁ ଉଦ୍ଧାର କରିଥିଲା ଜଣେ ମହିଳାଙ୍କ ମୃତ ଦେହ । ଟିଟିଲାଗଡ ସହର ମଧ୍ୟରେ ଥିବା ଆକାଶ ଫେନ୍‌ସିର ମାଲିକ ଆନନ୍ଦ ଅଗ୍ରୱାଲଙ୍କ ସ୍ତ୍ରୀ ସୁମିତ୍ରା ଅଗ୍ରୱାଲଙ୍କୁ ହତ୍ୟା କରି କୂଅରେ
Read More...

ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀ ଅସିତ ଯୋଶୀଙ୍କୁ କାବୁ କଲା ଭିଜାଲାନ୍ସ ବିଭାଗ

ମୁରିବାହାଲ, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀକୁ କାବୁ କରିଛି ଭିଜାଲାନ୍ସ ବିଭାଗ । ଏହି ଖବର ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଲାଞ୍ଚ ନେଉଥିବା ବେଳେ
Read More...

୩ ଏସି ଚୋର ଗିରଫ୍‌ : ଚୋରି ହୋଇଥିବା ୨ ଏସି ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ୩ ଜଣ ଏସି ଚୋରଙ୍କୁ ଗିରଫ୍‌ କରିଥିବା ନେଇ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ମ୍ୟୁନିସିପାଲିଟି କଲୋନାୀର ବାସିନ୍ଦା ଗଙ୍ଗାଧର ଦାଶ ଗତ ୩ ତାରିଖ ଦିନ ଲିଖିତ ଭାବେ ଅଭିଯୋଗ
Read More...

ନୂଆ ବର୍ଷ ପାର୍ଟିରେ ଦୁଇ ଜଣ ସାଙ୍ଗ ମିଶି ନିଜ ସାଙ୍ଗକୁ ହତ୍ୟା କଲେ

ମୁମ୍ବାଇ : ଝିଅମାନେ ବି ଏତେ ଖୁଂକାର ହୋଇ ପାର‌ନ୍ତି, ବି‌ଶ୍ୱାସ କରି ହୁଏନି । କି‌ନ୍ତୁ ଏଭଳି ଏକ ଘଟଣା ଘଟିଛି ।ମୁମ୍ବାଇରେ ନୂଆ ବର୍ଷର ପାର୍ଟିରେ ଜଣେ ଝିଅକୁ ତାଙ୍କର ଦୁଇ ସାଙ୍ଗ ଏକାଠି ମିଶି ହତ୍ୟା କରିଥିବା ଭଳି ଏକ ଖବର ଆସିଛି । ପୋଲିସ ଏହି ଦୁଇ ଅଭିଯୁକ୍ତଂକୁ ଗିରଫ କରିଛି ।
Read More...