Browsing Category

ଅପରାଧ

ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି. କେ. ସାହୁ ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ଡଙ୍ଗାଜୋର ଗାଁର ସୋମନାଥ ହରପାଲ(୧୮) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଜାମିନ
Read More...

୧୫୦ ଲିଟରରୁ ଅଧିକ ମଦ ଜବତ ସହ ମଦ ରାନ୍ଧୁଥିବା ଲୋକଙ୍କୁ ଗିରଫ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲା‌ଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଦେଶୀ ରନ୍ଧା ମଦ କାରବାର ବୃଦ୍ଧି ପାଉଥିବା ବେଳେ ବିଶ୍ୱନାଥପୁର ପୋଲିସ ଓ ଅବକାରୀ ବିଭାଗ ବ୍ଲକର ବିଭିନ୍ନ ସ୍ଥାନରେ ଚଡ଼ଉ କରି ମଦ ରନ୍ଧା ସାମଗ୍ରୀ ସହିତ ୧୫୦ ଲିଟରରୁ ଅଧିକ
Read More...

ଅଭାବନୀୟ ଘଟଣା : ସ୍ତ୍ରୀର ଲୁହା ରଡ଼ ମାଡ଼ରେ ସ୍ୱାମୀ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜଣେ ସ୍ୱାମୀ ରାଜ୍ୟ ବାହାରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ବେଳେ କରୋନା ଯୋଗୁ ସେ ଫେରି ଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ
Read More...

ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର ଜଣେ ସରକାରୀ ବାବୁ । ଏମିତିକି ନିଜ ସରକାରୀ ଚାକିରୀ କାଳର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚାର ପରିସରକୁ ଆସିଛି । ଅଭିଯୋଗ ମୁତାବକ ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ
Read More...

ବୌଦ୍ଧରୁ ଉତ୍ତରପ୍ରଦେଶ ଗ୍ୟାଙ୍ଗର ୨ ଏଟିଏମ୍‌ ଲୁଟେରା ଗିରଫ : ୧୨ ଟି ଏଟିଏମ୍ କାର୍ଡ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଏଟିଏମ କାର୍ଡ ସାହଯ୍ୟରେ ଅଭିନବ କୌଶଳରେ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ହରିଲୁଟ୍ କରୁଥିବା ଦୁଇ ଜଣ ଉତ୍ତର ପ୍ରଦେଶ ଗ୍ୟାଙ୍ଗର ଠକଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏମାନେ ବୌଦ୍ଧ ସହରରୁ ୩୦ ହଜାର ଟଙ୍କା ସଂଗ୍ରହ କରିବା ପରେ ପୁଣି ଥରେ ବୁଧବାର ଦିନ
Read More...

ପାଣି ମୋଟର ଚୋରି ଅଭିଯୋଗରେ ତିନି ଗିରଫ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଲବାଞ୍ଜି ଗ୍ରାମରୁ ପାଣି ମୋଟର ଚୋରି ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଲବାଞ୍ଜି ଗ୍ରାମର ଶଙ୍କର ଛତ୍ରିଆ ଏବଂ ଦୂର୍ଯ୍ୟୋଧନ ଛତ୍ରିଆ । ସେହିପରି ଚୋରି
Read More...

୧୧୦ ଗ୍ରାମ ବ୍ରାଉନସୁଗର ସହ ବ୍ରାଉନସୁଗର ବେପାରୀ ଗିରଫ

କଟକ : ଦିନକୁ ଦିନ ବଢିବାରେ ଲାଗୁଛି ବ୍ରାଉନସୁଗର କାରବାର । ତେବେ ଆଜି ପୁଣି ଥରେ କଟକ ମର୍କତନଗର ଅଞ୍ଚଳରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ।
Read More...

ଅଭାବନୀୟ ଘଟଣା : ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣେ ଯୁବକଙ୍କୁ ହତ୍ୟା

ରାଉରକେଲା : ରାଉରକେଲା ମହୁଲପଦା ଥାନା ଅନ୍ତର୍ଗତ ଅନୁଗୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମ ପାଖରେ ଥିବା ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ,
Read More...

ଲୁଟେରାଙ୍କ କଳା କାରନାମା : ସିମେଣ୍ଟ ଦୋକାନରୁ ଲୁଟିନେଲେ ୨୫ ହଜାର ଟଙ୍କା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସିମେଣ୍ଟ କିଣିବା ବାହାନାରେ ଆସି ସିମେଣ୍ଟ ଦୋକାନରୁ ଲୁଟିନେଲ ୨୫ ହଜାର ଟଙ୍କା। ଏମିତି ଏକ ଖବର ଦେଖିବାକୁ ମିଳିଛି ଭୁବନେଶ୍ୱର ନିଳାଦ୍ରୀ ବିହାରରେ ଥିବା ଏକ ସିମେଣ୍ଟ ଦୋକାନରେ । ଗତକାଲି ସନ୍ଧ୍ୟାରେ ଜଣେ ବ୍ୟକ୍ତି ପ୍ରଭୁମହିମା ସିମେଣ୍ଟ ଦୋକାନକୁ
Read More...

ଏସ୍‌ଟିଏଫ୍‌ ଜବତ କଲା ୭୨ କିଲୋ ଗଞ୍ଜେଇ

ବୌ‌ଦ୍ଧ, (ବଂଶୀଧର ମାଝୀ) : ୭୨ କିଲୋ ଗଞ୍ଜେଇ ଜବତ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୌ‌ଦ୍ଧ ଜି‌ଲ୍ଲା ବାଉଁଶୁଣି ନିକଟରୁ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ୭୨ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ‌ଅଭିଯୁ‌କ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁ‌କ୍ତ ଜଣକ ହେଲେ
Read More...