ଶୌଚାଳୟ ପଛପଟେ ନବଜାତ ଶିଶୁର ମୃତଦେହ

ବ୍ରହ୍ମପୁର, (କେ.ସତ୍ୟନାରାୟଣରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରର ଶୌଚାଳୟ ପଛପଟେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ବୁଧବାର ଦେଖିବାକୁ ମିଳିଛି । ତେବେ ସ୍ୱାସ୍ଥ୍ୟ କିମ୍ବା ଶିଶୁ ବିଭାଗକୁ ଖବର ଦିଆଯାଇଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ କେହି ପହଞ୍ଚିପାରି ନ ଥିବା ଜଣାପଡ଼ିଛି । କିଏ କାହିଁକି ନବଜାତକକୁ ଫିଙ୍ଗି ଚାଲିଗଲା, ସେ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.