Monthly Archives

November 2025

ଲିଙ୍ଗ ସମାନତା ଉପରେ ହୁମାନିଟି ଫାଉଣ୍ଡେସନର ଉତ୍ତମ ପଦକ୍ଷେପ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସେକ୍ଟର ୧୬ ସ୍ତିତ ଡିଏଭି ସ୍କୁଲରେ ଏକ ଲିଙ୍ଗ ସମାନତା ଉପରେ ହୁମାନିଟି ଫାଉଣ୍ଡେସନ ତରଫରୁ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗ ସମାନତା : ସୁସଭ୍ୟ ସମାଜର ପ୍ରଥମ ପଦକ୍ଷେପ । ଲିଙ୍ଗ ସମାନତା ମାନେ ପୁରୁଷ, ମହିଳା ଓ ତୃତୀୟଲିଙ୍ଗ— ସମସ୍ତଙ୍କୁ
Read More...

ଭାଜପା କାର୍ଯ୍ୟକର୍ତ୍ତା ବିନାୟକ ବେହେରାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମ ପଞ୍ଚାୟତ ଡୁଡୁକିଦାଦର ଗ୍ରାମର ବିନାୟକ ବେହେରା (୫୬)ଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି । ତାଙ୍କ ମୁହଁରେ ଘା ହୋଇ ଜ୍ୱର ହେଉଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା କରାଉଥିଲେ । ହଠାତ୍ ତାଙ୍କ
Read More...

ହ୍ୟୁମାନ ସାଗରଙ୍କୁ ଲୋକେ ଆଜି ବି ଝୁରୁଛନ୍ତି : ରାୟଗଡ଼ାରୁ ଆସି ଟିଟିଲାଗଡ କବର ସ୍ଥାନରେ ଦେଲେ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତେବେ ତାଙ୍କର ଗୀତ ଶୁଣି ଲୋକେ ନିଜର ଦୁଃଖ ଭୁଲି ଯାଉଥିଲେ । ତେବେ ହ୍ୟୁମାନଙ୍କ ପରଲୋକ ଗମନ ପରେ ବହୁ ସଙ୍ଗୀତପ୍ରେମୀ ଭାଙ୍ଗି ପଡ଼ିଛନ୍ତି । ତେବେ ଶୁକ୍ରବାର ସନ୍ଧ୍ୟାରେ ସୁଦୂର
Read More...

ବିନିକା ମହାନଦୀ ବ୍ରିଜ ତଳେ ଅଦ୍ଭୁତ ଜୀବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ତଳେ ଦେଖାଦେଲା ଅଦ୍ଭୁତ ଜୀବ । ଏହି ଜୀବଟି ଅନ୍ୟ ସ୍ଥାନରେ ଦେଖା ଯାଏ କିନ୍ତୁ ବିନିକା ଏବଂ ଆଖପାଖ ଅଞ୍ଚଳ ପାଇଁ ଏହା ଅଦ୍ଭୁତ । ବିନିକା ଏବଂ ଆଖାପାଖର ଲୋକେ ଏପରି ଜୀବ ଦେଖି ବେଶ୍ ଉତ୍ସାହିତ
Read More...

ରବିଋତୁରେ କେନାଲ ପାଣି ଯୋଗାଇବା ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରବିଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ କେନାଲ ପାଣି ଯୋଗାଇ ଦେବା ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପ୍ୟାକ୍ସ ଅଞ୍ଚଳର ଶତାଧିକ ଚାଷୀ ବୋରୋବାହାଲ ସ୍ଥିତ ଲୋୟର
Read More...

ବଲାଙ୍ଗିର ଜିଲ୍ଲା କଳାକାର ସଂଘ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜ ପରିସରରେ ଜିଲ୍ଲା କଳାକାର ସଂଘ ଆନୁକୂଲ୍ୟରେ ସ୍ୱର୍ଗତ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ନିଶିକାନ୍ତ କୁମ୍ଭାର ମୃତ୍ୟୁ ପାଇଁ ମ୍ୟୁନିସପାଲିଟି ଦାୟୀ, ରୁଜୁ ହେବ ହତ୍ୟା ମାମଲା - ନରସିଂହମହାରାଣୀ ସାଗର ଦୁର୍ନୀତିରେ ଭିଜିଲାନ୍ସ ତଦନ୍ତ ଦାବୀଧାନକିଣା କେନ୍ଦ୍ର ବ୍ୟବସ୍ଥିତ କରୁ ବିଭାଗ ଓ ସରକାରବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦାୟୀ କିଏ ବଲାଙ୍ଗିର, (ଦେବାଶିଷ
Read More...

ଦେଓଗାଁ ଡିଗ୍ରୀ କଲେଜରେ ୟୁଥ୍ ରେଡକ୍ରସ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ତ୍ରିଦିବସୀୟ ୟୁଥ୍ ରେଡକ୍ରସ ଶିବିର ମହାସମାରୋହରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ତର ଅରବିନ୍ଦ ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ
Read More...

ଠିକାଦାର ସଂଘର ଆନ୍ଦୋଳନ ପ୍ରତ୍ୟାହାର

ରାଉରକେଲା, (ସସ୍ମିତା ପ୍ରଧାନ) : ୧୦ ଦଫା ଦାବି ନେଇ ରାଉରକେଲା ଠିକାଦାର ସଂଘ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଆନ୍ଦୋଳନ ପାଇଁ ଡାକରା ଦେଇଥିଲା । ତେବେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କର୍ତ୍ତୃପକ୍ଷ ଦାବି ପୂରଣ ପାଇଁ ରାଜି ହେବାରୁ ପ୍ରସ୍ତାବିତ ଆନ୍ଦୋଳନ ପ୍ରତ୍ୟାହାର
Read More...

ବ୍ଲକ ସ୍ତରୀୟ ବାଲ୍ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍‌ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ପରିବେଶ ସମ୍ବନ୍ଧୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ
Read More...