Monthly Archives

November 2025

ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଠକ୍କର ବାପା ଜୟନ୍ତୀ ପାଳିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ "ଠକ୍କର ବାପା ଜୟନ୍ତୀ" ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ଅଧ୍ୟକ୍ଷତା ପାଳିତ ହୋଇଥିଲା । ସର୍ବପ୍ରଥମେ ବିଦ୍ୟାଳୟ
Read More...

ଜି.ପି.ଆର କଲେଜ କୁନ୍ତରାରେ ଆକସ୍ମିକ ବିପତ୍ତି ପରିଚାଳନା ପ୍ରଶିକ୍ଷଣ ଶିବିର

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ଓ.ଏସ. ଏ.ପି ଦ୍ଵିତୀୟ ବାଟାଲିୟନ, ଓଡ୍ରାପ୍ ଦଳ, ଝାରସୁଗୁଡ଼ା ଆନୁକୂଲ୍ୟରେ ଦୁଇଦିନ ବ୍ୟାପି ଆକସ୍ମିକ ବିପତ୍ତିର ସୁପରିଚାଳନା ପାଇଁ ଜି.ପି.ଆର କଲେଜ, କୁନ୍ତରା, ସମ୍ବଲପୁରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ.
Read More...

ଧର୍ମପରାୟଣା ପ୍ରଭାବତୀ ରଥଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧର୍ମପରାୟଣା ମହିଳା ଶ୍ରୀମତୀ ପ୍ରଭାବତୀ ରଥ (୮୭)ଙ୍କ ଶୁକ୍ରବାର ମଧ୍ୟାହ୍ନରେ ତାଙ୍କ ନିଜସ୍ଵ ବାସଭବନ ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡି ଗ୍ରାମରେ ପରଲୋକ ହୋଇଯାଇଛି । ସେ ଜଣେ ଆଧ୍ୟାତ୍ମିକ ସମ୍ପନ୍ନା, ଜଗନ୍ନାଥପ୍ରେମୀ ଓ ପରୋପକାରୀ, ମେଳାପି,
Read More...

ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର…

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଚାରୋଟି ଶ୍ରମ କୋଡ଼ ଶ୍ରମିକ ବିରୋଧୀ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ମିଳିତ ଟ୍ରେଡ ୟୁନିୟନ ମଞ୍ଚ ତରଫରୁ ଆରଏଲସିଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଅଛି ।
Read More...

ଅନ୍ତର୍ଜାତୀୟ ଜାଗୁଆର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମେକ୍ସିକୋରୁ ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଅଠରଟି ଦେଶକୁ ଘେରି ରହୁଥିବା ଜାଗୁଆର ହେଉଛି ଲାଟିନ୍ ଆମେରିକା ଅଞ୍ଚଳର ସବୁଠାରୁ ବଡ଼ ମାଂସାଶୀ ପ୍ରାଣୀ । ଏହି ଆକର୍ଷଣୀୟ ବଡ଼ ବିରାଡ଼ି ଜାତୀୟ ଶିକାରୀ ପ୍ରାଣୀ ବହୁତ ଶକ୍ତିଶାଳୀ, ଏବଂ ସେମାନଙ୍କ ଉପସ୍ଥିତି
Read More...

ବିପର୍ଯ୍ୟୟ ପରିଚାଳନାର ରୋଡ ମ୍ୟାପ ଗ୍ରାମ୍ୟ ସ୍ତରରୁ ଆରମ୍ଭ ହେବ

ବାରିପଦା, (ଦେବସ୍ମିତ ଚୌଧୁରୀ) : "ଶୂନ୍ୟ ମୃତ୍ୟୁହାର" ତଥା "ପ୍ରତ୍ୟେକ ଜୀବନ ମୂଲ୍ୟବାନ" ଏହା ହେଉଛି ବିପର୍ଯ୍ୟୟ ପରିଚାଳନାର ମୂଳମନ୍ତ୍ର । ଏଭଳି ଏକ ଆଭିମୁଖ୍ୟ ନେଇ ଗ୍ରାମ୍ୟ ସ୍ତରରୁ ବିପର୍ଯ୍ୟୟ ପରିଚାଳନାକୁ ଅଧିକରୁ ଅଧିକ କ୍ରିୟାଶୀଳ, ସୁଦୃଢ ଓ ସଶକ୍ତ କରିବା, ଅଭିନବ ଜ୍ଞାନ କୌଶଳର
Read More...

ଏଥର ଝଲସିବ ବଲାଙ୍ଗିରର ମହାରାଣୀ ସାଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାରାଣୀ ସାଗରର ସୋନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ । ପୌରାଧକ୍ଷ୍ୟ ଲିକା ସାହୁ ଓ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ପରିଦର୍ଶନ କରି ଶୀଘ୍ର କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହାରାଣୀ ସାଗରର ମାଟିର ପୁନଃଉଦ୍ଧାର, ବନ୍ଧ
Read More...

ଓପିଟିସିଏଲ୍ ପକ୍ଷରୁ ୧୩୨/୩୩ ବଲାଙ୍ଗିର ଗ୍ରୀଡ ସବ୍-ଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଦ୍ୟୁତ୍…

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ବଲାଙ୍ଗିର ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବେହେରାପାଲି, ଭାଲେର୍, ମାଧିଆପାଲି, ମହିମୁଣ୍ଡା,
Read More...

ବସ୍‌ ସେବା ସଂପ୍ରସାରଣ ପାଇଁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁନ୍ଦରଗଡରୁ ସମ୍ବଲପୁର ହୋଇ ସୋନପୁରକୁ ଆସୁଥିବା ରାଜ୍ୟ ପରିବହନ ବିଭାଗ ବସ୍ ସେବା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକକୁ ସଂପ୍ରସାରଣ ପାଇଁ ଶୁକ୍ରବାର ଦିନ ବରିଷ୍ଠ ନାଗରିକ ସଂଗଠନ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରଯାଇଥିଲା ।
Read More...

ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...