Daily Archives

ମହାରାଣୀ ସାଗରର ଉନ୍ନତିକରଣ କରିବେ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସକାଳୁ ବଲାଙ୍ଗିରର ମହାରାଣୀ ସାଗରକୁ ପରିଦର୍ଶନ କରି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଖୁବ ଶିଘ୍ର ଆରମ୍ଭ ହେବ ମହାରାଣୀ ସାଗରର ଅନ୍ୟାନ୍ୟ
Read More...

ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ଝିରପାଣି ଫୁଟବଲ ପଡିଆରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଟ୍ରଷ୍ଟର ସଭାପତି ଜୟରାମ କେର୍କେଟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୁଧୁଆ ଜୋଜୋ, ମୁମ୍ବାଇ ଫୋରମ୍ ଫର୍ ଜଷ୍ଟିସର ଜାତୀୟ
Read More...

ସମାଜ ଚିନ୍ତାନାୟକ ପ୍ରଫୁଲ୍ଲ କୁମାର ଚୋପଦାର ଆଉ ଆମ ଗହଣରେ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ ଚିନ୍ତାନାୟକ ତଥା ସରକାରୀ ପରିବହନର ସୁଦକ୍ଷ କର୍ମଚାରୀ ପ୍ରଫୁଲ୍ଲ କୁମାର ଚୋପଦାର ୮୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ବଲାଙ୍ଗିର ସରକାରୀ ପରିବହନ ବ୍ୟବସ୍ଥାର କିଭଳି ସୁଧାର ଆସିବ ଓ ପରିବହନ କର୍ମଚାରୀଙ୍କ ସୁବ୍ୟବସ୍ଥା ପାଇଁ ସର୍ବଦା
Read More...

ବଙ୍ଗୋମୁଣ୍ଡାରେ ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବିଇଓଙ୍କ କାର୍ଯ୍ୟାଳୟ ଠାରେ ଆଜି ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସକରାତ୍ମକ ପରିବେଶ ସୃଷ୍ଟି
Read More...

ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ" ହେଉଛି ଏକ ବିଶେଷ ଦିନ ଯାହାକି ଆପଣଙ୍କ ପରିବାରର ଚିକିତ୍ସା ପୃଷ୍ଠଭୂମି ବୁଝିବାର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ । ପରିବାରର ସଦସ୍ୟମାନେ ଯେ କୌଣସି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ
Read More...

ଅନ୍ଧାରରେ କନ୍ଧେନଝୁଲା ଗ୍ରାମବାସୀ : ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଦାବି

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଗାଁ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଇଛନ୍ତି । କିନ୍ତୁ ଲାଇଟ ଲଗାଇବାର କିଛି ଦିନ ପରେ ଲାଇଟ ଗୁଡିକ ଖରାପ ହୋଇଯାଉଛି । କାରଣ ସବୁ ଲାଇଟ ଗୁଡିକ ନିମ୍ନମାନର ବୋଲି
Read More...

ମନହିରା ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ବ୍ୟାପକ ଅନିୟମିତତା ଅଭିଯୋଗ

-କାର୍ଯ୍ୟାନୁଷ୍ଠାନ ଶୂନ ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ସଦର ବ୍ଲକ ଅନ୍ତର୍ଗତ ମନହିରା ସ୍ଥିତ ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ଗତ କିଛି ବର୍ଷ ଧରି ବ୍ୟାପକ ଅନିୟମିତତା ହୋଇ ଆସୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ଦୀର୍ଘ ଏକବର୍ଷ ପରେ ମଧ୍ୟ କୌଣସି
Read More...

କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବରଗଡ, (ମୁନ୍ନା ସାହୁ) : ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜି ଠାରୁ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହେବାକୁ ଡିଏଲ୍‌ପିସି ବୈଠକରେ ଘୋଷଣା କରାଯାଇଥିବା ବେଳେ ଚାଷୀଙ୍କ ନିକଟକୁ ଟୋକନ୍ କାହିଁକି ଆସିନାହିଁ ବୋଲି ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । ସଂଯୁକ୍ତ କୃଷକ
Read More...

ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରେ ସଂସ୍କୃତ ପରିଷଦ ମାସିକ ଅଧିବେଶନ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗିରିଜା ଶଙ୍କର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତିରେ ନାରୀ ଚରିତ୍ର, ପଂଚକନ୍ୟା, ତଥା ଦୌପଦୀ ଚରିତ୍ର
Read More...

ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ

-ଦର୍ଶକଙ୍କ ମନମୋହିଲା ରାଉରକେଲାର ନାଟକ "ଜନ୍ମମାଟି" ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ରାଉରକେଲାର ନାଟକ "ଜନ୍ମମାଟି"
Read More...