ସ୍କୁଟିକୁ ପିଟିଲା ଟ୍ରକ୍ ଘୋଷାଡି ନେଲା ୫୦୦ ମିଟର
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଧର୍ମଶାଳା - ବୀରମହାରାଜପୁର ରାସ୍ତାରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି । ସ୍କୁଟି ଯୋଗେ ମହଦାକୁ ଯାଉଥିବା ସମୟରେ ସ୍ଥାନୀୟ କୁମରକେଲି ଗ୍ରାମର ଶରଦ ମହାପାତ୍ରଙ୍କୁ ଟ୍ରକ ପିଟି ଦେବା ସହ ମହଦାରୁ!-->…
Read More...
Read More...