Daily Archives

“ଉଡାନ” କ୍ୟାମ୍ପରେ ଯୋଗଦେଲେ ରାଉରକେଲାର ୧୫ ସ୍କାଉଟ ଗାଇଡ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍କାଉଟ ଗାଇଡ ରାଜ୍ୟ ମୁଖ୍ୟାଳୟରେ ନଭେମ୍ବର ୧୮ରୁ ରାଜ୍ୟ ସ୍କାଉଟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଛି ଉଡ଼ାନ କ୍ୟାମ୍ପ । ଏଥିରେ ରାଜ୍ୟର ୨୫ଟି ଜିଲ୍ଲାରୁ ୭୫୦ ସ୍କାଉଟଗାଇଡ, ସ୍କାଉଟ୍ ମାଷ୍ଟର ଏବଂ ଗାଇଡ
Read More...

ଖୁସି ଓ ଶାନ୍ତି ରହିବାର ଉପାୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତରଫରୁ ଖୁସି ଓ ଶାନ୍ତି ରହିବାର ଉପାୟ ଉପରେ ଏକ କର୍ମଶାଳା ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ କ୍ୟାପଟେନ ଆଲୋକେଶ
Read More...

କୁଚାଗାଁ ମା ଲଙ୍କେଶ୍ୱରୀଙ୍କ ବାର୍ଷିକ ଦଶରା ଅନୁଷ୍ଠିତ : ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରବଳ ଜନ ସମାଗମ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ କୁଚାଗାଁର ଆରାଧ୍ୟ ଦେବୀ ମା' ଲଙ୍କେଶ୍ୱରୀ ଦେବୀଙ୍କ ବାର୍ଷିକ ଦଶରା ୨୦୨୫ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଅପରାହ ରେ ଲାଠିଯାତ୍ର ଅନୁଷ୍ଠିତ ହୋଇଥିଲା । ଲଙ୍କେଶ୍ୱରୀ ଦେବୀ ପୂଝାରୀଙ୍କ ଘରୁ ଲଙ୍କେଶ୍ୱରୀ ମା' ଲାଠି ଓ
Read More...

ନଭେମ୍ବର ୨୧, ୨୦୨୫ : ବିଶ୍ୱ ଟେଲିଭିଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ୧୯୯୬ ରେ, ମିଳିତ ଜାତିସଂଘର ସାଧାରଣ ସଭା ନଭେମ୍ବର ୨୧ କୁ ବିଶ୍ୱ ଟେଲିଭିଜନ ଦିବସ ଘୋଷଣା କଲା । ମିଳିତ ଜାତିସଂଘ ଟେଲିଭିଜନ ଦିବସ ପାଳନ କୌଣସି ନିଷ୍ପତ୍ତି ନେବା ଉପରେ ଅଧିକ ପ୍ରଭାବ ପକାଇବା ସହିତ ମନୋରଞ୍ଜନ ଶିଳ୍ପ ପାଇଁ ଅଗ୍ରଦୂତ ଭାବରେ
Read More...

ଦନ୍ତପୁର ଐତିହ୍ୟ ସଂସ୍କୃତି ମଞ୍ଚ ଗଠନ ନିମିତ୍ତ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗୋପାଳ କୃଷ୍ଣ ହାଇସ୍କୁଲଠାରେ ଦନ୍ତ ପୁର ଐତିହ୍ୟ ସଂସ୍କୃତି ମଞ୍ଚ ଗଠନ ସକାଶେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତ୍ରପୁର ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବର ତୃତୀୟ ସନ୍ଧ୍ୟା : ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ନାମରେ ନାମିତ ପଞ୍ଚମ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ତୃତୀୟ ଦିବସରେ ମାଁ ଭୈରବୀ ସାଂସ୍କୃତିକ ପରିଷଦ । ପୁରୁଣା କଟକ ଦ୍ୱାରା ମିନି ଷ୍ଟାଡିୟମ ପୁରୁଣା କଟକଠାରେ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି ।
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମ ଶତ ବାର୍ଷିକୀ ଅବସରରେ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ଏବଂ ଶ୍ରୀ ସତ୍ୟସାଇ ସେବା ସମିତି ରାଉରକେଲା ଆନୁକୂଲ୍ୟରେ ଆସନ୍ତା ନଭେମ୍ବର ୨୩ ତାରିଖ ରବିବାର
Read More...

ବଲାଙ୍ଗିରରେ କଲେଜ ଛାତ୍ରଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କଲେଜ ଛାତ୍ରଙ୍କୁ ସଙ୍ଘ ବଦ୍ଧ ଆକ୍ରମଣ । ଗୁରତର ଅବସ୍ଥାରେ ଛାତ୍ର ଜଣକ ବଲାଙ୍ଗିର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଛାତ୍ର ଜଣକ ଟିଟିଲାଗଡ଼ ରାସ୍ତାରେ ଥିବା ଏକ ଚାହା ଦୋକନ ପାଖରେ ଥିବା ପୋଲ ଉପରେ ବସିଥିବା ବେଳେ ତାଙ୍କୁ କିଛି ଯୁବକ ହଠାତ୍‌
Read More...

ବିଶ୍ୱ ଅଗ୍ନାଶୟ କର୍କଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ଗୁରୁବାର (ଏହି ବର୍ଷ ୨୦ ନଭେମ୍ବର ୨୦୨୫) ଦିନ "ବିଶ୍ୱ ଅଗ୍ନାଶୟ କର୍କଟ ସଚେତନତା ଦିବସ" ପାଳନ କରାଯାଏ । ଯାହା ଦ୍ୱାରା ସବୁଠାରୁ ମାରାତ୍ମକ କିନ୍ତୁ କମ୍ ବୁଝାଯାଉଥିବା କର୍କଟ ରୋଗ ବିଷୟରେ ବିଶ୍ୱବ୍ୟାପୀ
Read More...

ବଲାଙ୍ଗିରରେ ପୁଣି ବୁଲିଲା ଖଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ଥରେ ବୁଲିଲା ଖଣ୍ଡା । ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା, ଯୁବକ ଗୁରୁତର ଅବସ୍ଥାରେ ବଲାଙ୍ଗିର ଓ ପରେ ବଲାଙ୍ଗିରରୁ ବୁର୍ଲାକୁ ରେଫର କରାଯାଇଥିବା ଖବର ରହିଛି । ବଲାଙ୍ଗିର ଆନନ୍ଦନଗର ପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗତ ରାତି ପାଖାପାଖି ୧୦.୩୦
Read More...