ଖପ୍ରାଖୋଲ ପୋଲିସ ଦ୍ୱାରା ୧୦ ଶ୍ରମିକ ଉଦ୍ଧାର, ଦୁଇ ଅଭିଯୁକ୍ତ ଗିରଫ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଞ୍ଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି । ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ପୋଲିସର ଦାଦନ ଶ୍ରମିକ ଉଦ୍ଧାର!-->…
Read More...
Read More...