Daily Archives

ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଅନେକ ଫସଲ ନଷ୍ଟ କରିଥିବା ଅଭିଯୋଗ : ଚାଷୀଙ୍କ ମୁଣ୍ଡରେ ଚଡକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳ ଅଧିନସ୍ତ ମୁଣ୍ଡିଗଡ଼ ପଞ୍ଚାୟତର ତିନୋଟି ଗ୍ରାମରେ କେତେକ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ବଢି ଚାଲିଛି । ସୂଚନା ଅନୁସାରେ କଳାହାଣ୍ଡି ଏବଂ ବୌଦ୍ଧ ସୀମାନ୍ତରୁ ଏହି ହାତୀପଲ ଆସି
Read More...

ପୌର ପରିଷଦର ଟେକ୍ସ କଲେକ୍ଟରଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଦିନ ୧୨ ଟା ବେଳେ ବିଭାଗୀୟ କାର୍ଯ୍ୟରେ ଗୁରୁତର ଅବହେଳା ଯୋଗୁଁ ସୋନପୁର ପୌର ପରିଷଦର ଟ୍ୟାକ୍ସ ଓ ଫି କଲେକ୍ଟର କୃଷ୍ଣଭକ୍ତ ନାଏକଙ୍କୁ ନିଲମ୍ବନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ । ପ୍ରକାଶ ଥାଉ କି ଯେ, ଗତକାଲି ଜିଲ୍ଲାର
Read More...

ମାଁ ବସ୍ତ୍ରେନ ୟୁଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ନିକଟସ୍ଥ କୁରସୁଡ଼ ପଞ୍ଚାୟତ ଅନ୍ତର୍ଗତ ପିପଲପଦର ଗ୍ରାମ ଆନୁକୂଲ୍ୟରେ ମହୁଲଭଟା ସର୍ବସାଧାରଣ ଖେଳ ପଡିଆଠାରେ ଆଜି ମାଁ ବସ୍ତ୍ରେନ ୟୁଥ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ
Read More...

ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

-ସଫଳ ମତ୍ସ୍ୟ ଓ ପ୍ରାଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ-ଚାଷୀ ସଶକ୍ତ ହେଲେ ହିଁ ଭାରତର ବିକାଶ ସମ୍ଭବ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ତୁରେକେଲା ସରକାରୀ ହାଇସ୍କୁଲ ଖେଳ ପଡିଆରେ ବୁଧବାର ଦିନ ଅନୁଷ୍ଠିତ
Read More...

ଜେଜେବାପା ଓ ଜେଜେମାଆ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ବିଦ୍ୟାଳୟ ଏମସିଏଲ ଜଗନ୍ନାଥ କ୍ଷେତ୍ରରେ ଜେଜେବାପା ଓ ଜେଜେମାଆ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ବିଶେଷ ଅବସରରେ, ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ଜେଜେବାପା ଏବଂ ଜେଜେ ମାଆଙ୍କୁ ସମ୍ମାନିତ କରି ବିଭିନ୍ନ
Read More...

ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ମହା ଆଡମ୍ବରରେ ପାଳିତ ହେଉଛି । ଏହି ଉତ୍ସବ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ଶିଶୁ ଦିବସ ଅବସରରେ ଶେଷ ହେବବୋଲି ଜଣାପଡିଛି । ୩୦ଟି ଜିଲ୍ଲାରୁ ପ୍ରାୟ ୩୦୦୦ହଜାରରୁ
Read More...

କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାର ସିନାପାଲି ସଦର ଅଞ୍ଚଳର ବିଜୁ ଏକ୍ସପ୍ରେସ ୱେରେ ଭାଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ବାଇକ ଚାଳକ କାର ଧକ୍କାରେ ଗୁରୁତର ଆହତ ହୋଇ, ପରେ ଚିକିତ୍ସାଳୟକୁ ନେବା ବେଳେ ମୃତ୍ୟୁ ବରଣ କରିଛନ୍ତି । ମୃତ
Read More...

ବିଶ୍ୱ ଦୟା ଦିବସ

ବିଶ୍ୱ ଦୟା ଦିବସ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ବିଶ୍ୱ ଦୟା ଦିବସ" ହେଉଛି ନଭେମ୍ବର ୧୩ ରେ ପାଳନ କରାଯାଉଥିବା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ, ଯାହାକି ଦୟା ବା ଅନୁକମ୍ପା ପ୍ରଦର୍ଶନକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ସର୍ଗୀକୃତ ଅଟେ । ଏହି ଦିବସରେ ସକରାତ୍ମକ ମନୋଭାବ
Read More...

ସରକାର ଅନ୍ତର୍ଜାତୀୟ ବଜାରରେ ଆଦିବାସୀ ଉତ୍ପାଦକୁ ପ୍ରୋତ୍ସାହିତ କରିବେ : କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ

ଆଦିବାସୀ ସମ୍ପ୍ରଦାୟ ସଶକ୍ତିକରଣ ଓ ବିଶ୍ୱସ୍ତରରେ କାରିଗରୀ ପ୍ରଚାର ପାଇଁ ମିଳିତ ପଦକ୍ଷେପର ଆହ୍ୱାନ : ପୀୟୁଷ ଗୋୟଲ"ବନ ଧନ"ରୁ "ବ୍ୟାପାର ଧନ"କୁ ପରିବର୍ତ୍ତନ କରିବାକୁ ଆହ୍ୱାନ କରିଛନ୍ତି ଶ୍ରୀ ଗୋୟଲ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ, ଶ୍ରୀ ପୀୟୁଷ
Read More...

ରପ୍ତାନିକାରୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଇ)କୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

• ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା ପାଇଁ କରିଛି ପରିକଳ୍ପନା• ଏନସିଜିଟିସି ମାଧ୍ୟମରେ ୧୦୦% ଋଣ ଗ୍ୟାରେଣ୍ଟି• ଏମଏସଏମଇ ଏବଂ ଅଣ-ଏମଏସଏମଇ ରପ୍ତାନିକାରୀ ଉଭୟଙ୍କୁ ଲାଭ ପହଞ୍ଚାଇବ• ସିଜିଏସଇ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନଗଦ ଉପଲବ୍ଧତା, ବଜାର ବିବିଧତା,
Read More...