Daily Archives

ରାଉରକେଲାରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର – ୨୦୨୫ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ରାଉରକେଲା ମହାନଗର ନିଗମ ସଭାକକ୍ଷରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ଗଠନରେ ମୂଲ୍ୟବୋଧ ସାମ୍ବାଦିକତା ଆଲୋଚନା ଚକ୍ରକୁ ନେଇ ଅନୁଷ୍ଠିତ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର
Read More...

ଡକାୟତି ଉଦ୍ୟମ ପଣ୍ଡ : ୫ ଅଭିଯୁକ୍ତଙ୍କ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଶନିବାର ୮ ଓ ୯ ତାରିଖ ରାତିରେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଏସ୍ଆଇ ଜି ଏନ୍ ଗରଡିଆ ତାଙ୍କ ପୋଲିସ୍ କର୍ମଚାରୀଙ୍କ ସହିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂଚନା ପାଇବା ପରେ ସେମାନେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ସେମାନେ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟି ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଶୀର୍ଷକ ପ୍ରୀତି, ପ୍ରଣୟ ଓ ପରକୀୟା, ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ଉପରେ ଆଲୋଚନା ଆସର କରାଯାଇଥିଲା । ସ୍ୱର୍ଗୀୟ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଉପରେ କବିତା ପାଠୋତ୍ସବ ଅନୁଷ୍ଠିତ
Read More...

ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୮୬ ତମ ରାଜ୍ୟସ୍ତରୀୟ ବାଲିଯାତ୍ରା ବୈଭବ ସାରସ୍ଵତ ସମ୍ମିଳନୀ ଏବଂ "ବାଲିଯାତ୍ରା ବୈଭବ" ପତ୍ରିକାର ଉନ୍ମୋଚନ ପର୍ବ ମୁନିସପାଲ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ
Read More...

‘କୋଶଳ ପ୍ରବାହ’ ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସମ୍ବାଦପତ୍ର ‘କୋଶଳ ପ୍ରବାହ’ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ୱିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲର ଦଶମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର୍ ଫେଷ୍ଟ ଗତ କାଲି ବିଦ୍ୟାଳୟର ଖୁଣ୍ଟପାଲି ପରିସରରେ ସମାପନ ହୋଇଛି । ଏହି ବାର୍ଷିକ ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବ ନାରୀ ସଶକ୍ତିକରଣ ଉପରେ ଆଧାରିତ ଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ଵାଗତ ଭାଷଣ
Read More...

ବିଶ୍ୱ ସ୍ୱାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ବିଶ୍ଵ ସ୍ୱାଧୀନତା ଦିବସ" ହେଉଛି ଏକ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଯାହାକି ନଭେମ୍ବର ୯, ୧୯୮୯ ର ଏକ ଐତିହାସିକ ଘଟଣାକୁ ସମ୍ମାନିତ କରିଥାଏ । ଆଜିର ଦିନରେ ପୂର୍ବ ଏବଂ ପଶ୍ଚିମ ବର୍ଲିନକୁ ପୃଥକ କରିଥିବା ବର୍ଲିନ୍ ପ୍ରାଚୀର ଭାଙ୍ଗିଗଲା ।
Read More...

ମା’ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ମହୋତ୍ସବ ପୂର୍ବରୁ ପୁନଉଦ୍ଧାର ସମ୍ପୂର୍ଣ୍ଣ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ମା’ ପାଟଣେଶ୍ୱରୀ ମନ୍ଦିର ପୀଠକୁ ୧୫୦ ବର୍ଷ ପୂର୍ତ୍ତି ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆଗାମୀ ଜାନୁଆରୀ ମାସ ପହିଲା ସପ୍ତାହରେ ପାଟଣେଶ୍ୱରୀ ମହୋତ୍ସବ ଆୟୋଜନ ପାଇଁ ଉପଜିଲ୍ଲାପାଳ ତଥା
Read More...

ଖଲ୍ଲିକୋଟରେ ସାଇବର ଅପରାଧ ସଚେତନେତା ସଭା

ଲୋକେ ଅଧିକ ଲୋଭର ବଶବର୍ତ୍ତୀ ନ ହେବାକୁ ପରାମର୍ଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମନୁଷ୍ୟ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହେଲେ, ତାକୁ ବିପଦରେ ଛନ୍ଦି ହେବାକୁ ପଡେ ବୋଲି ଖଲ୍ଲିକୋଟ ନଗରୀ ଠାରେ ଆୟୋଜିତ ସାଇବର ଅପରାଧ ସଚେତନେତା ସଭାରେ ମତ ପ୍ରକାଶ ପାଇଛି । ଖଲ୍ଲିକୋଟ ସ୍ଥିତ
Read More...

ଗୃହ ମନ୍ତ୍ରଣାଳୟ ଏବଂ ଜାତୀୟ ନ୍ୟାୟିକ ଏକାଡେମୀ, ଭୋପାଳ ପକ୍ଷରୁ ତିନୋଟି ନୂତନ ଅପରାଧିକ ଆଇନ ଉପରେ ଦୁଇ ଦିନିଆ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଗଢ଼ୁଛି ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରମାଣ ଆଧାରିତ ଅପରାଧିକ ନ୍ୟାୟ ବ୍ୟବସ୍ଥାକେନ୍ଦ୍ର ଗୃହମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଦେଶ ଦ୍ରୁତ ନ୍ୟାୟର ଏକ ନୂତନ ଯୁଗ ଆରମ୍ଭ କରିଛିକେନ୍ଦ୍ର ଗୃହ ସଚିବ କହିଲେ, ପ୍ରଯୁକ୍ତିବିଦ୍ୟା, ସମୟୋଚିତ ତଦନ୍ତ
Read More...