ଗୁରୁବାର ଛାଡଖାଇ : ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଗହଳି ଆଶଙ୍କା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଧର୍ମର ମାସ କହିଲେ କାର୍ତ୍ତିକ ମାସକୁ ହିଁ ବୁଝାଏ । ଏକମାସ ଧରି ଅଧିକାଂଶ ଘରେ ଆମିଷ ରନ୍ଧା ଯାଇନାହିଁ । ଆମିଷ ପ୍ରେମୀମାନେ ଅପେକ୍ଷା କରିଛନ୍ତି ଛାଡଖାଇକୁ । ଏଥର ପଞ୍ଚୁକ ଚାରିଦିନ । ଗୁରୁବାର ଛାଡଖାଇ ପଡିଥିବାରୁ ଆମିଷ ଆଗ୍ରହୀ ବ୍ୟକ୍ତିମାନେ!-->…
Read More...
Read More...