Monthly Archives

October 2025

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ପାଟନାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ ଅମିତ ଶାହ

ସର୍ଦ୍ଦାର ପଟେଲ ଭାରତର ସଂଘଟିତ ଶକ୍ତିର ପ୍ରତୀକ, ତାଙ୍କ ଦୃଷ୍ଟିକୋଣ ଆଜି ମଧ୍ୟ ପ୍ରାସଙ୍ଗିକପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୧ ତାରିଖରେ ଏକତା ନଗରରେ ଆୟୋଜିତ ହେବାକୁ ଥିବା ବିଶାଳ ପରେଡରେ ଅଭିବାଦନ ଗ୍ରହଣ କରିବେଏହି ଜାତୀୟ ପରେଡରେ ସି. ଏ. ପି. ଏଫ୍., ଅନେକ ରାଜ୍ୟ ପୁଲିସ
Read More...

ଦିଲ୍ଲୀରେ ଜାତୀୟ ଏଫପିଓ କନକ୍ଲେଭ ୨୦୨୫ର ଉଦଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ

ସମ୍ମେଳନରେ ଅଂଶଗ୍ରହଣ କଲେ ୨୪ଟି ରାଜ୍ୟ ଓ ୧୪୦ଟି ଜିଲ୍ଲାର କୃଷକଙ୍କ ସମେତ ଏଫପିଓ, ସିବିବିଓ ଏବଂ ବିଭିନ୍ନ ଏଜେନ୍ସିଉତ୍କୃଷ୍ଟ ଏଫପିଓ, ସିବିବିଓ ଏବଂ କାର୍ଯ୍ୟାନ୍ୱୟନ ସଂସ୍ଥାଗୁଡ଼ିକୁ ସମ୍ମାନିତ କରିବା ସହ ପ୍ରଗତିଶୀଳ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ“ଆମେ ଶୀଘ୍ର ଏକ
Read More...

ବରିଷ୍ଠ ନାଗରିକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଗୁରୁବାର ମାଉସୀ ମା' ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏଥିରେ ଅନିଲ କୁମାର କାଳିଆ ସଭାପତିତ୍ୱ କରିଥିବା ବେଳେ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ
Read More...

କୃଷ୍ଣ ଭକ୍ତ ବସନ୍ତ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୋଗରାଇ, (କେପିଏନ୍‌ଏସ୍‌) : ଏକ ଶାନ୍ତିକାମୀ ସାମାଜ ପ୍ରତିଷ୍ଠାରେ କୌଣସି ରାଜନେତା ନୁହେଁ ବରଂ ପ୍ରତି ଗାଁ ଓ ସାହିରେ ଜଣେ ଜଣେ ମହାନ ବ୍ୟକ୍ତିତ୍ୱ ଜନ୍ମ ନିଅନ୍ତି । ତନ୍ମଧ୍ୟରୁ ସ୍ୱର୍ଗତ ବସନ୍ତ ବାରିକ ଅନ୍ୟତମ ବୋଲି ଆଜି ତାଙ୍କ ପରଲୋକର ତ୍ରୟୋଦଶ ଦିବସରେ ଅନୁଷ୍ଠିତ ହରିନାମ ସଂକୀର୍ତ୍ତନ
Read More...

ଦେଶରେ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି ଲାଗୁହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏଣିକି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିୟୋଜିତ ସମସ୍ତ ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭାରତରେ ଖୁବଶୀଘ୍ର ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ
Read More...

ରାଉରକେଲା ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ ଉଦ୍‌ଘାଟିତ

ରାଉରକେଲା ସହରର ନଜର ରଖିବ ୨୨୦ ପୋଲିସ୍ ସିସିଟିଭି କ୍ୟାମେରା ରାଉରକେଲା, (ସସ୍ମିତା ପ୍ରଧାନ) : ସାର୍ବଜନୀନ ସୁରକ୍ଷା ବୃଦ୍ଧି ଓ ଟେକ୍ନୋଲୋଜି ଭିତ୍‌ତ୍ତିକ ପୋଲିସିଂକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ, ରାଉରକେଲା ପୋଲିସ ପକ୍ଷରୁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଇଣ୍ଟିଗ୍ରେଟେଡ
Read More...

ଜିଲ୍ଲାସ୍ତରୀୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : "ଭାରତର ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ସାରା ରାଜ୍ୟରେ ସର୍ଦ୍ଦାର ଅ ୧୫୦ ଉତ୍ସବ ଭାବେ ଆୟୋଜନ କରିବେ । ବଲାଙ୍ଗିର ଜିଲ୍ଲାରେ ମହାଆଡମ୍ବର ସହକାରେ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ
Read More...

ଟଳିଗଲା ବାତ୍ୟା : ପ୍ରସ୍ତୁତି ଅନେକ, ପ୍ରଭାବ ଶୂନ୍

ଜୟପାଟଣା, (ଶେଷଦେବ ବେହେରା) : ଆସନ୍ନ ବାତ୍ୟାକୁ ନଜରରେ ରଖି ପ୍ରଶାସନିକ ବ୍ୟବସ୍ଥାକୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ସମସ୍ତଙ୍କୁ ସଜାଗ କରି ଦିଆଯାଇଥିଲା । ପୂର୍ବରୁ ବନ୍ୟା ବିପତ୍ତି ଆଣୁଥିବା ନଦୀକୂଳିଆ ଗାଁମାନଙ୍କରେ ଲୋକଙ୍କୁ ସତର୍କ କରାଇବା ସହିତ ଅସ୍ଥାୟୀ ଶିବିରମାନ ଆୟୋଜିତ
Read More...

ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଫସଲ

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ମୁନିଗୁଡା ରେଞ୍ଜର ବିଭିନ୍ନ ଗାଁମାନଙ୍କରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ହେଉଛନ୍ତି ହାତୀ । ମୁନିଗୁଡା ରେଞ୍ଜ ଅମ୍ବାଦଳା ସେକ୍ସନର ପିଡେଲପଦର, ଉମ୍ୱେର, ଖଲିଆଗୁଡ଼ା, କିଞ୍ଜିଲୁଆ, ନାନିବୁଟି, ଟିକରପଡା ଆଦି
Read More...

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ପାଳନ ଅବସରରେ ରଚନା ଓ ବକ୍‌କ୍ତକ୍ତୃତା ପ୍ରତିଯୋଗିତା
Read More...