Daily Archives

ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନଙ୍କ ନିମନ୍ତେ ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ…

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନଠାରେ ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନ ଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ଆସିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଲାଗି ସଷ୍ଟେନେବଲ୍ ଡେଭେଲପମେଣ୍ଟ ଗୋଲ୍ ବା ନିରନ୍ତର ବିକାଶ ଲକ୍ଷ୍ୟ ସମ୍ବନ୍ଧୀୟ ଏକ ଜିଲ୍ଲା ସ୍ତରୀୟ କାର୍ମଶାଳା
Read More...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଏନଟିସିପିର ମିଳିତ ଆନୁକୂଲ୍ୟରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଭାରତୀ
Read More...

ନୂତନ ପଞ୍ଚାୟତ ଗଠନ ପାଇଁ ସାଂସଦଙ୍କୁ ଗ୍ରାମବାସୀଙ୍କ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲୌଡ଼ିଦର୍ହା ପଞ୍ଚାୟତ ଅନ୍ତର୍ଗତ ଗୌଡ଼ମାଲ ଗ୍ରାମର ଅସଂଖ୍ୟ ମହିଳାମାନେ ଆଜି ପୃଥକ ପୃଥକ ଭାବେ ଝାରବନ୍ଧ ବିଡ଼ିଓ, ତହସିଲଦାର ଝାରବନ୍ଧ ଓ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ଗୌଡ଼ମାଲକୁ ନୂତନ
Read More...

ମୁରିବାହାଲ ଥାନାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଇଆଇସି ସନାତନ ସାହୁଙ୍କୁ ଭେଟିଲା ବ୍ଲକ ବିକାଶ ମଞ୍ଚ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି, ଡକାୟତି, ଦାଦନ ସମସ୍ୟା, ବିଭିନ୍ନ ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଓ ଅଞ୍ଚଳର ଅନ୍ୟାନ୍ୟ ବହୁ ଆଇନ ଶୃଙ୍ଖଳା ସମସ୍ୟା
Read More...

ମୁରିବାହାଲ ପୁଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ସାଇବର ରଥ
Read More...

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗ : ଏସ୍‌ପି କାର୍ଯ୍ୟାଳୟର ଦ୍ୱାରସ୍ଥ ଆମ ଆଦମୀ ପାର୍ଟି

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ସୁଦୃଢ କରିବା ପାଇଁ ମଙ୍ଗଳବାର ଏସ୍‌ପି କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ ଆମ ଆଦମୀ ପାର୍ଟି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଅପରାଧୀ କାର୍ଯ୍ୟ କଳାପ ବୃଦ୍ଧି
Read More...

ଅସହାୟ ବୃଦ୍ଧଙ୍କୁ ସାହାରା ଦେଲା ପଶ୍ଚିମ ଓଡିଶା ଯୁବାମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ାର ପଞ୍ଚାୟତର ସାଲେଭଟା ଗାଁରେ ପାଖାପାଖି ୭୦ ବର୍ଷୀୟ ଜଣେ ଅଜଣା ବ୍ୟକ୍ତି ଗାଁକୁ ୧୫ ଦିନ ହେଲା ଆସି ରହିଯାଇଥିଲେ । ସେ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କ ଗୋଡରେ ଘା' ହୋଇଥିଲା । ଏପରିକି ସେହି ଘା'ରେ
Read More...

ସମ୍ପ୍ରଦାୟ ସ୍ତରୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ବୈଠକ କାର୍ଯ୍ୟକ୍ରମ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପ୍ରଗତି ମଣ୍ଡପ, ସୁନ୍ଦରଗଡ଼ ପରିସରରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ସମ୍ପ୍ରଦାୟ ସ୍ତରୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡର ଦୂତାବାସର ସହଯୋଗରେ
Read More...

ପଲସଦା ଆରୋଗ୍ୟ କେନ୍ଦ୍ର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ସ୍ଥିତ ଆୟୁଷ ଆରୋଗ୍ୟ କେନ୍ଦ୍ର ବୁଧବାର ଶୁଭ ଉଦଘାଟନ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଦମୟନ୍ତୀ ସାହୁ ସ୍ୱାମୀ ଗିରିଧାରୀ ସାହୁ ୫୦ଡିସମିଲ ଜମି ଦାନ
Read More...

୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରବି ଋତୁ ୨୦୨୫-୨୬
Read More...