Daily Archives

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ୱାନ୍ ଠାରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟକୁ ପରିଦର୍ଶନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଆସନ୍ତା ଡିସେମ୍ବର ୨୦୨୫ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍‌ଘାଟିତ ହେବାକୁ ଥିବା
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହା ବିଦ୍ୟାଳୟ ପ୍ରକୋଷ୍ଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ସଭା
Read More...

ବଲାଙ୍ଗିର ପୋଲିସର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର : ମଦ ନିଶା ପାଇଁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ । ବଲାଙ୍ଗିର ଦେଓଗାଁ ମର୍ଡର ଘଟଣାରେ ବଡ଼ ଖୁଲାସା କଲା ବଲାଙ୍ଗିର ପୋଲିସ । ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ୱାଦିକ ସମ୍ମିଳନୀରେ ଖୋଦ୍ ବଲାଙ୍ଗିର ଏସଡିପିଓ ସରୋଜ
Read More...

ସମ୍ଭାବ୍ୟ ‘ମୋନ୍ଥା’ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି : ହାତୀ ନଦୀ କୂଳିଆ ଗାଁ ମାନଙ୍କୁ ସତର୍କ…

ଜୟପାଟଣା, (ଶେଷଦେବ ବେହେରା) : ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଇନ୍ଦ୍ରାବତୀ ଜଳସମ୍ପଦ ବିଭାଗର କତୃପକ୍ଷ ମଙ୍ଗଳପୁର ସ୍ଥିତ ହାତୀ ବେରେଜ୍‌ରୁ ଯେକୌଣସି ମୁହୂର୍ତ୍ତରେ ନଦୀ ଗର୍ଭକୁ ପାଣି ନିର୍ଗମନ କରିବା ପାଇଁ ହାତୀ ନଦୀ ତଳିଆ ଜନ ସାଧାରଣଙ୍କ ପାଇଁ ଜରୁରୀ ସତର୍କ ସୂଚନା ଜାରି କରିଥିବା
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରଛାତ୍ରୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ମାସ ଅକ୍ଟୋବର ୨୭ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଆଜି ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଇଂରାଜୀ ଓ ଓଡିଆରେ " ଦୁର୍ନୀତି
Read More...

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ‘ଗଭୀର ସମୁଦ୍ର ମାଛଧରା ଜାହାଜ’ ଉଦଘାଟନ କରିଛନ୍ତି…

‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟକୁ ସାଧନ କରିବାରେ ନୀଳ ଅର୍ଥବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭମତ୍ସ୍ୟଚାଷ କ୍ଷେତ୍ରରେ ସମବାୟ ଆନ୍ଦୋଳନ ହେବ ଗରିବ ମତ୍ସ୍ୟଜୀବୀଙ୍କ ପାଇଁ ସମୃଦ୍ଧିର ବାହକଆଜି ପ୍ରଦାନ କରାଯାଇଥିବା ଟ୍ରଲର ଆଗାମୀ ଦିନରେ ଏହାର ମତ୍ସ୍ୟ ସମ୍ପତ୍ତିର ସମ୍ଭାବନାକୁ
Read More...

ଆଗକୁ ବଢ଼ୁଛି ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର : ଇସିଏମଏସ ଅଧୀନରେ ୫,୫୩୨ କୋଟି ଟଙ୍କାର ନିବେଶ ସହିତ ପ୍ରଥମ ୭ଟି…

• ମୁଖ୍ୟାଂଶ• ମୋଟ୍ ୫୫୩୨ କୋଟି ଟଙ୍କାର ନିବେଶ ସହିତ ଇସିଏମଏସ ଅଧୀନରେ ପ୍ରଥମ ୭ଟି ପ୍ରକଳ୍ପକୁ ମଞ୍ଜୁରି• ପ୍ରକଳ୍ପଗୁଡ଼ିକ ୪୪,୪୦୬ କୋଟି ଟଙ୍କାର ଉତ୍ପାଦନ ଏବଂ ୫,୧୯୫ ନିଯୁକ୍ତି ସୃଷ୍ଟି କରିବ• ଇସିଏମଏସ ନିବେଶ ପ୍ରତିଶ୍ରୁତି ୧.୧୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଲକ୍ଷ୍ୟର
Read More...

ମୁମ୍ବାଇଠାରେ ‘ଇଣ୍ଡିଆ ମାରିଟାଇମ୍ ୱିକ୍-୨୦୨୫’ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମୁଦ୍ରିକ ଦୃଷ୍ଟିକୋଣ ତିନୋଟି ସ୍ତମ୍ଭ ଉପରେ ଆଧାରିତ : ସୁରକ୍ଷା, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତା● ଏହା ହେଉଛି ଭାରତର ସାମୁଦ୍ରିକ ମୁହୂର୍ତ୍ତ, ଯାହା ଭାରତର ପ୍ରବେଶପଥକୁ ବିଶ୍ୱ ପ୍ରବେଶପଥରେ ପରିଣତ କରୁଛି● ସାମୁଦ୍ରିକ କ୍ଷେତ୍ରରେ ମୋଦୀ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ଆରମ୍ଭ : ରେଳ ବୋର୍ଡ ଅଧ୍ୟକ୍ଷ ଏବଂ ସିଇଓଙ୍କ ଦ୍ୱାରା ସଚ୍ଚୋଟତା ଶପଥ ଗ୍ରହଣ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ର ବିଷୟବସ୍ତୁ "ଦୁର୍ନୀତି ନିବାରଣ : ଆମର ସହଭାଗୀ ଦାୟିତ୍ୱ"ସ୍ୱଚ୍ଛତାକୁ ସୁଦୃଢ଼ କରିବା ଏବଂ ଦୁର୍ନୀତି ପରିସରକୁ ହ୍ରାସ କରି ସଚ୍ଚୋଟତା, ଦକ୍ଷତା ଏବଂ ଜନସେବାର ମୂଲ୍ୟବୋଧକୁ ବଜାୟ ରଖିବାକୁ ରେଳବାଇ ବୋର୍ଡର ଅଧ୍ୟକ୍ଷ ସମସ୍ତ ଅଧିକାରୀଙ୍କୁ ଅନୁରୋଧ
Read More...

ଛତିଶଗଡ଼ରେ ୨୧ ମାଓବାଦୀଙ୍କ ଆତ୍ମସମର୍ପଣ ଉପରେ ସନ୍ତୋଷ ପ୍ରକାଶ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆତ୍ମସମର୍ପଣ କରିଥିବା ୨୧ ଜଣ ମାଓବାଦୀଙ୍କ ମଧ୍ୟରୁ ୧୩ ଜଣ ବରିଷ୍ଠ କ୍ୟାଡରମୋଦୀ ସରକାରଙ୍କ ଆହ୍ୱାନରେ ହିଂସା ଛାଡ଼ି ମୁଖ୍ୟଧାରାରେ ଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛିଯେଉଁମାନେ ଏବେ ବି ବନ୍ଧୁକ ଧରିଛନ୍ତି, ସେମାନଙ୍କୁ ଯଥାଶୀଘ୍ର ଆତ୍ମସମର୍ପଣ କରିବାକୁ ମୁଁ ମୋର ନିବେଦନ
Read More...