Daily Archives

ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦ୍ୱିଦିବସୀୟ ନବମ ବାର୍ଷିକ ଉତ୍ସବ

କଳା ହେଉଛି କଳ୍ପନାର ଅନ୍ୟନାମ, ସବୁ କୀର୍ତ୍ତି ମଧ୍ୟରେ ଅକ୍ଷର ଶ୍ରେଷ୍ଠ : ଦାସ ବେନହୁର ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତି, ଛେଣ୍ଡ ତରଫରୁ ଦ୍ୱିଦିବସୀୟ ନବମ ବାର୍ଷିକ ଉତ୍ସବ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଯୋଗଗୁରୁ ମନୋରମା ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ): ସେକ୍ଟର ୨୦ ପତାଞ୍ଜଳି ଯୋଗ ସମିତିର ସାଧାରଣ ସମ୍ପାଦିକା ମନୋରମା ରାଉତଙ୍କୁ ସେକ୍ଟର ୨୦ ସ୍ଥିତ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମିତି ତରଫରୁ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ
Read More...

ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ଦ୍ୱାରା ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହା ଆମ୍ବାଗାନ ନିକଟସ୍ଥ ସୁପର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏମଜେ କ୍ଲିନିକ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପଟି ରିଲାୟେନ୍ସ ଡାୟାଗନଷ୍ଟିକ୍ସ,
Read More...

ଜେମ୍ସ ଅଫ ଓଡିଶା ଇଣ୍ଡିଆ ପକ୍ଷରୁ ଦୁଇଦିନିଆ ଫେସନ୍ ସୋ ପ୍ରତିଯୋଗିତା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ତାମ୍ପରା ରିସୋର୍ଟ ରଙ୍ଗମହଲରେ ଜେମ୍ସ ଅଫ ଓଡିଶା ଇଣ୍ଡିଆ ସୌଜନ୍ୟରେ ଆୟୋଜିତ ଦୁଇଦିନିଆ ଅନ୍ତଃ ରାଜ୍ୟସ୍ତରୀୟ ଫେସନ୍-ସୋ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର
Read More...

ନୂଆଖାଇ ଭେଟଘାଟ : ଏକାଠି ହେଲେ କୈବର୍ତ୍ତ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ରାଉରକେଲା : ରାଉରକେଲାର ବନ୍ଧମୁଣ୍ଡା ଶୀତଳନଗର ଅଂଚଳରେ ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ମିଳିଛି । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ମୃତ ମହିଳାଙ୍କ ପୁଅ ଆସି ଦେଖିଲା ବେଳକୁ ମହିଳା ଖଟିଆରେ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏହାପରେ ବନ୍ଧମୁଣ୍ଡା ପୁଲିସକୁ
Read More...

ସାଙ୍ଗ ସାଜିଲା ସଇତାନ, ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅକୁ ବିଭତ୍ସ ହତ୍ୟା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଚାଂଚଲ୍ୟ । ସାଙ୍ଗ ସାଜିଲା ସଇତାନ । ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅକୁ ବିଭତ୍ସ ହତ୍ୟା । ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ
Read More...

ଓରାମ ସାଂସ୍କୃତିକ ସମାଜ, ଓଡିଶା ଲାଠିକଟାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପାଦା ପାଡହା, ଓଡିଶା ଓ ଓରାମ ସାଂସ୍କୃତିକ ସମାଜ, ଓଡିଶା ମିଳିତ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ନାଉନୀ ଟୁଙ୍ଗରୀ ଲାଠିକଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ପାଦା ପାଡହା ସଭାପତି ମାଙ୍ଗେ ଏକ୍କା ଓ ଓରାମ ସାଂସ୍କୃତିକ ସମାଜର ସଭାପତି
Read More...

ସମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ

ଗଞ୍ଜାମ ଜିଲ୍ଲାରେ ଦୁଇଦିନ ପାଇଁ ସ୍କୁଲ୍ ବନ୍ଦ ରହିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସୁତ ଅଛି ଏବଂ ସଜାଗ ଅଛି ବୋଲି କୁହାଯାଇଛି । ଏ ନେଇ ରବିବାର
Read More...

ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁରର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ
Read More...