ରାସ୍ତାରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକରେ ପିଟି ହୋଇ ଯୁବକ ମୃତ
ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଛକ ନିକଟରେ ଗୋଟିଏ ବାଇକ୍ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ମୃତକ ବାଇକ୍ ଚାଳକ ଜଣକ ଟିକିରି ଥାନା ମୁସୁରିପଦର!-->…
Read More...
Read More...