Daily Archives

ରାଉରକେଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା – ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : "ରୁହନ୍ତୁ. ଯାଞ୍ଚ କରନ୍ତୁ. ସୁରକ୍ଷିତ ରୁହନ୍ତୁ" ସ୍ଲୋଗାନକୁ ନେଇ ରାଉରକେଲା ପୋଲିସ୍ ପକ୍ଷରୁ ଆଜି ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭାରମ୍ଭ କରାଯାଇଛି ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ । ଏହି ଉତ୍ସବ ଆରମ୍ଭରେ ମୁଖ୍ୟ
Read More...

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା ବହୁ ପୁରାତନ ଓ ବିଶ୍ୱ ବିଦିତ । ଭାରତର ପ୍ରାଚୀନ ମୁନି ଋଷି ମାନଙ୍କ ଦ୍ୱାରା ପ୍ରଣୀତ ବେଦ, ବେଦାନ୍ତ, ଉପନିଷଦ ଏବଂ ପୁରାଣ ଶାସ୍ତ୍ରରେ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ପାଇଁ ସ୍ପଷ୍ଟ ଏବଂ ବିଜ୍ଞାନ ସମ୍ମତ
Read More...

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ର ଅଡିସନର ପ୍ରଥମ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଗରିମାର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସମ୍ପାଦିକା ଡ. ସରିତା ମଲ୍ଲଙ୍କ ଆବାହକତ୍ୱରେ ଆୟୋଜିତ ଏହି ଅଡିସନ କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ଗ୍ରାମର ଯାଦବ ସମାଜ ତରଫରୁ ଚାଲିଥିବା ୨୭ତମ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି । ଅଷ୍ଟପ୍ରହର ନାମ ଯଜ୍ଞର କର୍ତ୍ତା ଭାବରେ ଶ୍ରୀପତି ଷାଣ୍ଢ ଓ ତାଙ୍କର
Read More...

ବିଜମରା ପିଏମଶ୍ରୀ ଉଚ୍ଚ ଵିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପିଏମଶ୍ରୀ ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦୁଇଦିନ ଧରି ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହା ସମାରୋହରେ ପାଳନ କରାଯାଉଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ଓ ଆକାଶ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ । ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ମଣିଷର ଉନ୍ନତିରେ ଏହି ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଆଭିମୁଖ୍ୟ ନେଇ ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ ପବ୍ଲିକ
Read More...

ରାଜେନ୍ଦ୍ର ଏକ୍ସପେରିମେଣ୍ଟ ଫାର୍ମକୁ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ପାରମ୍ପାରିକ ଧାନ ଏବଂ ପୋଷକତତ୍ଵ ଧାନର କ୍ଷେତ୍ର ପରିଦର୍ଶନକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ
Read More...

“ଅଞ୍ଚଳର ବିକାଶରେ ପର୍ଯ୍ୟଟନର ଭୂମିକା” ଶୀର୍ଷକ ଆଲୋଚନା ଚକ୍ର

ପର୍ଯ୍ୟଟନର ବିକାଶ ହେଲେ ନିଯୁକ୍ତି ସୃଷ୍ଟି ହୋଇ ଅର୍ଥନୈତିକ ବିକାଶ ହୋଇଥାଏ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଅବସରରେ ଅଞ୍ଚଳର ବିକାଶରେ
Read More...

ତେନ୍ତୁଳିଗଛକୁ ବଜ୍ରପାତ : ଘର ଉପରେ ପଡିଲା ଗଛ

ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ ମ.ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଡି.କର୍ଲ୍ଲାଖୁଣ୍ଟା ଗ୍ରାମରେ ଅଜି ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଥିଲା । ଏତିକି ବେଳେ ଏକ ବିରାଟକାୟ ତେନ୍ତୁଳି ଗଛକୁ ବଜ୍ରପାତ ହୋଇଥିଲା । ଫଳରେ ଗ୍ରାମର ସୁଶାନ୍ତ
Read More...

ଖପ୍ରାଖୋଲରେ ସାଇବର ସଚେତନତା ଝଡ଼ : ଠକେଇ ବିରୋଧରେ ଜାଗୃତ ହେଲା ଯୁବପିଢ଼ି ଓ ଜନମନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସଙ୍କ ଅଭିନବ ପଦକ୍ଷେପ । ଡିଜିଟାଲ ଯୁଗରେ ସଚେତନ ସମାଜ ଗଠନ ପାଇଁ “ସାଇବର ସୁରକ୍ଷା ଅଭିଯାନ ୨୦୨୫” ଶନିବାର ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମର
Read More...