Daily Archives

ଜାମସେଠ ସାର୍ବଜନୀନ କାଳୀପୂଜା ରାବଣ ପୋଡ଼ି ସହ ସମ୍ପନ୍ନ

ରାବଣପୋଡ଼ି ଦେଖିବା ପାଇଁ ପ୍ରବଳ ଭକ୍ତମାନଙ୍କ ସମାଗମ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗାଁରେ ହେଉଥିବା ସାର୍ବଜନୀନ କାଳୀପୂଜା ମଙ୍ଗଳବାର ରାବଣପୋଡ଼ି ସହ କାଳୀପୂଜା ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି । ରବିବାର କଳସ ଅଧିବାସ ହୋଇ
Read More...