Daily Archives

ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୨୦ ତାରିଖ ଦିନ ଆଂଚଳିକ ସ୍ତରୀୟ କଳା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗଦେଇ ପାଠପଢା ସହ କଳା ଶିକ୍ଷା ମଧ୍ୟ ଅତ୍ୟନ୍ତ
Read More...

ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୧୯ ପ୍ରାର୍ଥୀ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ
Read More...

ସହରରେ ମାଙ୍କଡ ଓ ଗାଈଗୋରୁଙ୍କ ଆତଙ୍କ, ଦୁର୍ଘଟଣା ବଢୁଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲ କ୍ଷୟ , ଜଙ୍ଗଲ ନଷ୍ଟ, ଜଙ୍ଗଲରେ ନିଆଁ ଲଗାଇବା, ଜଙ୍ଗଲକୁ ଜବରଦଖଲକରି ଘର, ଜମି ତିଆରି , ଗଛ କାଟିବା ପାଇଁ ବନ୍ୟଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର, ଓ ଅନ୍ୟାନ୍ୟ ପଶୁପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ
Read More...

ଅର୍ଥନୀତି ବିଜ୍ଞାନର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ, ରାଉରକେଲା କଲେଜ, ରାଉରକେଲାର ଅର୍ଥନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଡ. ରବିନ୍ଦ୍ର କୁମାର ଜେନାଙ୍କ
Read More...

ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦିହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ସେକ୍ଟର ୧୪ ସ୍ଥିତ ଶାନ୍ତିନଗର ବସ୍ତିଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସହ ମାଗଣା ପୋଷାକପତ୍ର ବଣ୍ଟନ କରାଯାଇଥିଲା । ଫାଉଣ୍ଡେସନର ମୁଖ୍ୟ ଦିପ୍ତୀ ସୁନ୍ଦରାୟ ଓ ସମ୍ପାଦିକା ଲୀନା
Read More...

କଳସ ଯାତ୍ରାରୁ ଆରମ୍ଭ ମା’ ଦକ୍ଷିଣ କାଳୀଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଖଦି ମଣ୍ଡଳ ସ୍ଥିତ ମା' ଦକ୍ଷିଣ କାଳୀ ମନ୍ଦିର ଠାରୁ କର୍ତ୍ତା ୟଶୋଦେବ ଭୁଏ ଓ ତାଙ୍କ ସହଧର୍ମିଣୀ ସୁପ୍ରଭା ଭୁଏଙ୍କ ସମେତ ପଦ୍ମପୁର ମା' କାଳୀଙ୍କ ଶତାଧିକ ଭକ୍ତବୃନ୍ଦ, ପଣ୍ଡିତ ମୃତ୍ୟୁଞ୍ଜୟ ହୋତାଙ୍କ ମହାମନ୍ତ୍ର ଉଚ୍ଚାରଣ ସହ ଶଙ୍ଖ, ଘଣ୍ଟ,
Read More...

ହାପି ମୋମେଣ୍ଟସର ଦଶମ ଶ୍ରାବଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ଦଶମ ଶ୍ରାବଣ ଉତ୍ସବ ୨୦୨୫ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି
Read More...

ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟାଳୟର ନବୀକରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର କାର୍ଯ୍ୟାଳୟକୁ ନବୀକରଣ କରାଯାଇଛି । ଏହି ନବୀକରଣ କାର୍ଯ୍ୟରେ ମହାସଭାର ଉପଦେଷ୍ଟା ଡାକ୍ତର ଗୋପବନ୍ଧୁ ବଳ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ସମସ୍ତ ସଭ୍ୟଙ୍କ
Read More...

ପୂଜା ମଣ୍ଡପର ନବୀକରଣ ଓ ନାଟକ ପୁନ୍ନର୍ବିବାହ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ କୋଏଲ କ୍ଲବ ପୂଜା ମଣ୍ଡପର ନବୀକରଣ ଓ ହାସ୍ୟରସାତ୍ମକ ନାଟକ ପୁନ୍ନର୍ବିବାହ ମଞ୍ଚସ୍ଥ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ରନାଥ ନାୟକଙ୍କ ସଭାପତିତ୍ୱ, ସମ୍ପାଦିକା ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱ ଓ ମୁଖ୍ୟ ସଂଯୋଜକ ଦିଲ୍ଲୀପ
Read More...

୧୧ ଓ ୧୩ ବର୍ଷରୁ କମ ବୟସ ବର୍ଗର ରାଜ୍ୟ ବେଡମିଣ୍ଟନ ଚାମ୍ପିୟନସିପ ଉଦଯାପିତ

୧୩ ବର୍ଷରୁ କମ୍‌ ବର୍ଗରେ ଅୟଙ୍କ ସାହୁଙ୍କୁ ତ୍ରିମୁକୁଟଲଷ୍ମୀପ୍ରିୟାଙ୍କୁ ଦ୍ୱିମୁକୁଟ୧୧ବର୍ଷରୁ କମ ବାଳକ ବର୍ଗରେ,ସମର ମହାନ୍ତିଙ୍କୁ ଦ୍ୱିମୁକୁଟ,ବାଳିକାରେ ଆରନି ବେହେରା ଚମ୍ପିୟାନ ଭୁବନେଶ୍ୱର : ଓଡିଶା ରାଜ୍ୟ ବେଡ଼ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୧୧ ଓ ୧୩ରୁ କମ୍‌ ବୟସ ବର୍ଗ ରାଜ୍ୟ
Read More...