Daily Archives

ଦଶ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ କୋଶଳ ସୁନ୍ଦରୀ ମୁକୁଟ ହାସଲ କଲେ ବଲାଙ୍ଗିରର ଡକ୍ଟର ମୀନାବତୀ ମେହେର

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳାଞ୍ଚଳର ଭାଷା ସଂସ୍କୃତି ପରମ୍ପରାକୁ ଦେଶ ବିଦେଶରେ ପହଞ୍ଚାଇବା ଲକ୍ଷରେ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୫ ବର୍ଷ ୫ର ଫଳାଫଳ ଆଜି ଘୋଷଣା ହୋଇଛି । ଏଥିରେ ଅନଲାଇନ୍ ମାଧ୍ୟମରେ ପାଖାପାଖି ଦଶ ହଜାର ପ୍ରତିଯୋଗୀ ଭାଗ ନେଇ ଥିବାବେଳେ ସବୁ
Read More...

ଦୀପାବଳି ପୂଜାରେ ଅଘଟଣ : ବିଦ୍ୟୁତ୍ ସର୍ଟସର୍କିଟରୁ ନିଆଁ ଲାଗି ଫଟୋ ଷ୍ଟୁଡିଓରେ ଥିବା ୩ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀପାବଳି ପୂଜାରେ ଅଘଟଣ ଦେଖିବାକୁ ମିଳିଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଏକ ଫଟୋ ଷ୍ଟୁଡ଼ିଓ ଦୋକାନରେ ଥିବା ୩ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର, ବସ୍ତିର ପଦ୍ମଲୋଚନ ବାଗ (୪୨)
Read More...

ମୁରିବାହାଲ ଗିରି ଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ଗ୍ରାମ ପଞ୍ଚାୟତ ଯାଦବ ସମାଜ ତରଫରୁ ୨୭ତମ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ମଙ୍ଗଳବାର ଅପରାହ୍ନରେ ମହା ଆଡମ୍ବରରେ ଭବ୍ୟ କଳସ ଶୋଭାଯାତ୍ରା, ଗଙ୍ଗା ଆବାହନ ଓ ଅଧିବାସ ପର୍ବ ଅନୁଷ୍ଠିତ
Read More...

ଖଣ୍ଡଧୁଆ ଯାତ୍ରା ସହ କାଳୀ ପୂଜାର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡ଼ା ସ୍ଥିତ ହନୁମାନ ମନ୍ଦିର ପରିସରରେ ଜଗତଜନନୀ ମା' ଶ୍ୟାମାକାଳୀଙ୍କ ପୂଜନୋତ୍ସବ କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ଖଣ୍ଡଧୁଆ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ପଡ଼ାର ଶତାଧିକ ମହିଳା ଓ ପୁରୁଷ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସହର
Read More...

ପୂର୍ବ ଶତ୍ରୁତାରୁ ଗୁଳିମାଡ଼

ନୀଳଗିରି : ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଈଶ୍ୱରପୁର ଫାଣ୍ଡି ଅଧୀନ ଦ୍ୱାରିକା ଅଞ୍ଚଳରେ ହୋଇଛି ଏହି ଗୁଳିମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରିବା ସହିତ ଫଲ୍ସ ଫାଇରିଂ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଯୁବକ
Read More...

ଅଭାବନୀୟ ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ

ରାଜଗାଙ୍ଗପୁର : ଅଭାବନୀୟ ଘଟଣା : ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ମୃତ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମାବାହାଲ ରାଜ୍ୟ ରାଜପଥ ୧୦(ବିଜୁ ଏକ୍ସପ୍ରେସ)ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ବାଇକ୍ ଆରୋହୀଙ୍କୁ ଏକ
Read More...

ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୬ତମ ଶହୀଦ ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୬ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦେଶ
Read More...

ନୈମିଷାରଣ୍ୟରେ ଫେରନ୍ତା ଭାଗବତ ପାରାୟଣ ଶ୍ରଦ୍ଧାଳୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌): ଉତ୍ତରପ୍ରଦେଶର ନୈମିଷାରଣ୍ୟ ଠାରେ ବଲାଙ୍ଗିର, ସୋନପୁର ଓ ବରଗଡ ଜିଲ୍ଲାର ଶତାଧିକ ଶ୍ରଦ୍ଧାଳୁ ଗତ ୬ ତାରିଖରୁ ସାମାଜିକ କର୍ମୀ ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଯାଇ ସେଠାରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଉତ୍ସବ ପାଳନ
Read More...

ବିପଦ ସଙ୍କୁଳ ଅବସ୍ଥାରେ କୁଟାସିଂହା ଅଙ୍ଗନବାଡି କେନ୍ଦ୍ର : ବିଲ୍ଡିଂ ଫାଟି ଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସୀମାନ୍ତ ବର୍ତ୍ତୀ ଅଞ୍ଚଳ, ଚିର ଅବହେଳିତ ଅଞ୍ଚଳ ଭାବେ କୁଟାସିଂହା ପରିଚିତ । ଏହି ପଂଚାୟତ କୁଟାସିଂହାର ଅଙ୍ଗନବାଡି କେନ୍ଦ୍ର (ଗ)ର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ କାନ୍ଥ ଫାଟି ଆଁ କରିଥିବାର
Read More...

ଟିଟିଲାଗଡ଼ ରାମକୃଷ୍ଣ ମିଶନ ଆଶ୍ରମରେ କାଳୀ ପୂଜା ଧୁମଧାମରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁକ୍ତିଧାମ ପଛ ପଟେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ପରିସର ଭିତରେ ଥିବା କାଳୀ ମନ୍ଦିରରେ ମା' କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମା' କାଳୀଙ୍କ ପୂଜା ଦୀପାବଳୀ ରାତିରେ କରାଯାଇଥାଏ । ଏହି ଅବସରରେ ମା'
Read More...