Daily Archives

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ-୨୦୨୫ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରଖିବା ପାଇଁ ଶପଥ
Read More...

ବାଣ ତିଆରି ବେଳେ ବିସ୍ପୋରଣ ଘଟି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳାଆପଲ୍ଲୀ ଗ୍ରାମପଞ୍ଚାୟତର କଇଠଜା ଗ୍ରାମରେ ଘଟିଛି ଅଘଟଣ । ସୂଚନାଯୋଗ୍ୟ ଯେ, ବାଣ ତିଆରି ବେଳେ ବିସ୍ପୋରଣ ଘଟି ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ଯୁବକ ଜଣକ ହେଲେ ପିଣ୍ଟୁ ପଲେଇ । ମେଡ଼ିକାଲ
Read More...

ଆଦି କର୍ମଯୋଗୀ ଅଭିଯାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲାଭାବେ ମୟୂରଭଞ୍ଜ ସମ୍ମାନିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଉଦାହରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଶୁକ୍ରବାର
Read More...

ଜାତୀୟ ଏକତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ଏକତା ଦିବସ" ପ୍ରତିବର୍ଷ ୨୦ ଅକ୍ଟୋବରରେ ପାଳନ କରାଯାଏ । ୨୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଯୁଦ୍ଧ ହେଲା । ଏହାକୁ ଇଣ୍ଡୋ-ଚିନ୍ ଯୁଦ୍ଧ କୁହାଯାଏ । ଏହି ଯୁଦ୍ଧ କାଶ୍ମୀର ସୀମା ପ୍ରସଙ୍ଗରେ ହୋଇଥିଲା ଯାହା ୨୦ ଅକ୍ଟୋବର ୧୯୬୨ରେ
Read More...

ବିନା ଅନୁମୋଦନରେ ଭାରତର ରାଜ୍ୟ ପ୍ରତୀକ ବ୍ୟବହାରକୁ ବାରଣ କରାଯାଇଛି

ବଲାଙ୍ଗିର, (ଦେବସ୍ମିତ ଚୌଧୁରୀ) : ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପତ୍ର ସଂଖ୍ୟା ୧୩୫/୨୦୨୫ ତାରିଖ ୧୬.୦୬.୨୦୨୫ ଅନୁସାରେ ଭାରତର ରାଜ୍ୟ ପ୍ରତୀକର ଉପଯୁକ୍ତ ବ୍ୟବହାରରେ ଉଲ୍ଲଂଘ୍ନ ଉପରେ ଚିନ୍ତା ପ୍ରକଟ କରି ସୂଚିତ କରିଛନ୍ତି ଯେ, ଭାରତର ରାଜ୍ୟ ପ୍ରତୀକ ହେଉଛି ଭାରତ ସରକାରଙ୍କ
Read More...

ପ୍ରାଥମିକ ଶିକ୍ଷା ହିଁ ଭବିଷ୍ୟତ ପାଇଁ ଶିଶୁର ସୁଦୃଢ ରକ୍ଷା କବଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଉପଯୁକ୍ତ ପ୍ରାଥମିକ ଶିକ୍ଷା ହିଁ ଭବିଷ୍ୟତ ପାଇଁ ଶିଶୁର ସୁଦୃଢ ରକ୍ଷା କବଚ ବୋଲି ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ୪ର୍ଥ ବୈଠକରେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଶତୃଘ୍ନ ବେହେରା ଓ ସହ ଶିକ୍ଷା
Read More...

ତୁଷୁରା ସଂକୁଳ ବିଦ୍ୱତ ପରିଷଦ ଆନୁକୂଲ୍ୟରେ ତେନ୍ତୁଳିଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଶତାବ୍ଦୀର…

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ଓଡିଶା, ତୁଷୁରା ସଂକୁଳ ବିଦ୍ୱତ ପରିଷଦ ଆନୁକୂଲ୍ୟରେ ତେନ୍ତୁଳିଖୁଣ୍ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ "ଶତାବ୍ଦୀର ପଞ୍ଚ ପରିବର୍ତ୍ତନ" ଶୀର୍ଷକ ଆଲୋଚନା ଚକ୍ର ସଭାପତି ସୁଦାମ ଚରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି
Read More...

ରାମପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଡୁଙ୍ଗୁରିପାଲି /ଏସ.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନାଇକେନପାଲି ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସିଆର୍‌ସିସି ପ୍ରଦୀପ୍ତ କିଶୋର ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯେଠୁ ସାହୁ ସ୍ୱାଗତ ଭାଷଣ
Read More...