Monthly Archives

September 2025

ରେଳଧାରଣାରୁ ଦାଦନ ଫେରନ୍ତା ଯୁବକଙ୍କ ମୃତଦେହ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଜଲିଆ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ନାଇକେନମାଲ ଗାଁର ଟିକେଲାଲ ମାଝୀ ବୋଲି ଜଣାପଡ଼ିଛି । ସେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ନିଜ ଘରକୁ ଫେରୁଥିବା ବେଳେ
Read More...

କିଶନ ପଟ୍ଟନାୟକ ଜଣେ ନୀତିନିଷ୍ଠ ଓ ସାଲିସବିହୀନ ରାଜନେତା ଭାବେ ଭାରତ ବର୍ଷରେ ପରିଚିତ : ଜେଏନୟୁର ପୂର୍ବତନ ସଭାପତି…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜବାଦୀ ନେତା, ବିପ୍ଲବୀ ଚିନ୍ତକ ଏବଂ ପ୍ରାକ୍ତନ ସାଂସଦ କିଶନ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋହିଆ ଏକାଡେମୀ ପକ୍ଷରୁ ସ୍ମାରକୀ ବକ୍ତୃତାର ଆୟୋଜନ କରାଯାଇଥିଲା । “ଭାରତରେ ଗଣତନ୍ତ୍ର ବିଲୟ ପଥରେ ଅଛି କି ?” ବିଷୟରେ ଜେଏନୟୁର
Read More...

ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କବାଡି ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର , (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଚଉଦ ବର୍ଷରୁ କମ ଓ ସତର ବର୍ଷରୁ କମ ବାଳକ, ବାଳିକାଙ୍କ ବିଦ୍ୟାଳୟ ସ୍ତରୀୟ ସ୍କୁଲ ସମୂହ କବାଡି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତି ଓ ବ୍ଲକ ସମ୍ପାଦିକା ଶ୍ରୀମତୀ
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

ଧାମରା ସଂଘରେ ଲୁଣିଆ ଓ ଇରମ ଶହୀଦ ସ୍ମୃତି ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଂଘ ପରିସରରେ ଲୁଣିଆ ଓ ଇରମ ଶହୀଦ ସ୍ମୃତି ଦିବସ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ଭଗବାନ ରାଉତଙ୍କ ଆବାହକତ୍ୱ ଓ ସହ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ
Read More...

ମାହେଶ୍ୱରୀ ଜି.ଏନ୍‌.ଏମ୍‌ ନର୍ସିଂ କଲେଜ ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼ : ଟିଟିଲାଗଡ଼ ସ୍ଥିତ ମାହେଶ୍ୱରୀ ଜି.ଏନ୍‌.ଏମ୍‌. ନର୍ସିଂ କଲେଜ ପରିସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଏକ ସଚେତନତା କାର୍ଯ୍ୟକ୍ରମ ମାହେଶ୍ୱରୀ ଜି.ଏନ୍‌.ଏମ୍‌ କଲେଜର ନିର୍ଦ୍ଦେଶକ ଇ. ପ୍ରଦୀପ୍ତ କୁମାର ମିଶ୍ରଙ୍କ
Read More...

ଧୁମାଭଟା ଗାଁରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଗାପୂଜା ଉପଲକ୍ଷେ ଧୁମାଭଟା ଗ୍ରାମରେ ମହିଲା ସିଂହବାହିନୀ ତରଫରୁ ଗାଁରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଝିଅମାନେ ବାହାରି ଗାଁକୁ ସଫେଇ କରିଥିଲେ । ଏହି ମହତ କାମକୁ ନେଇ ଗ୍ରାମବାସୀ
Read More...

ଝାରସୁଗୁଡାଠାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…

କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀଗରିବ, ବଞ୍ଚିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ: ପ୍ରଧାନମନ୍ତ୍ରୀକେନ୍ଦ୍ର ସରକାର ସମ୍ପ୍ରତି ଓଡ଼ିଶା ପାଇଁ ଦୁଇଟି
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ ଏବଂ ରାଷ୍ଟ୍ରକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ୧୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶୁଭାରମ୍ଭ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଯାହା ଓଡ଼ିଶାର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ
Read More...

ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଜମୁଛି ବର୍ଷା ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ବର୍ଷାପାଣି ଜମି ରହିଥିବାରୁ ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀଙ୍କ ସହ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏନେି ବର୍ଷାପାଣି ପରିସରରୁ
Read More...