ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର
ବରଗଡ, (ମୁନ୍ନା ସାହୁ) : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର । ବରଗଡ଼ ଗୁରୁଦ୍ୱାରା ଛକ ଠାରେ ସ୍କୁଟିକୁ ପଛପଟୁ ପିଟିଲା ହାଇୱା । ସ୍ୱାମୀ ସ୍ତ୍ରୀ ମୃତ ଦୁଇ ଶିଶୁ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଓଡ଼ି ୧୭ ଏସି ୨୮୯୪!-->…
Read More...
Read More...