ମହାଷ୍ଟମୀ ମହାନବମୀ ପାଇଁ ମା’ ବୀରସିଂହୀ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅଧୀନସ୍ଥ ବିପୁଲିଙ୍ଗୀ ଗ୍ରାମର ଏକ ଅନୁଚ୍ଚ ପର୍ବତ ଉପରେ ବିରାଜିତ ଖଣ୍ଡ-ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ମା' ବୀରସିଂହୀ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ମୁଖର ହୋଇଉଠିଛି । ତିନିଦିନ ବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଉତ୍ସବ!-->…
Read More...
Read More...